ନମସ୍କାର ଦର୍ଶକବନ୍ଧୁ LIC ତାଙ୍କ ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଦମଦାର ଅଫର ମାତ୍ର 300 ଟଙ୍କାରୁ କମ ଖର୍ଚ୍ଚରେ ପାଇବେ 60,00,000 ରୁ ଅଧିକ ଟଙ୍କା ତେବେ କଣ ରହିଛି ଏହି ପଲିସି ତେବେ କଣ ଆପଣଙ୍କୁ ବେନିଫିଟ ମିଳୁଛି ଆସନ୍ତୁ ଜାଣି ନେବା ସମ୍ପୂର୍ଣ୍ଣ ଅପଡେଟ |ଅନେକ ରୋମାଞ୍ଚକର ଯୋଜନା ବର୍ତ୍ତମାନ LIC ଦ୍ୱାରା ପରିଚାଳିତ ହେଉଛି ଯାହା ଦେଶର ବଡ଼ ବଡ଼ କମ୍ପାନୀ ମଧ୍ୟରୁ ଗଣାଯାଇଛି ଯାହା ଲୋକମାନଙ୍କୁ ସାନ୍ଦର ରିଟର୍ଣ୍ଣ ମଧ୍ୟ ଦେଉଛି |ଯଦି ଆପଣ LIC ର ସାନ୍ଦର ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଆଦୌ ବିଳମ୍ବ କରନ୍ତୁ ନାହିଁ
ଆପଣ ପ୍ରତିଦିନ 300 ରୁ କମ ଟଙ୍କା ସଞ୍ଚୟ କରିପାରିବେ ଏବଂ ବିପୁଳ ମାତ୍ରାରେ ରିଟର୍ଣ୍ଣ ମଧ୍ୟ ସଂଗ୍ରହ କରିପାରିବେ |LIC ର ଏହି ପଲିସି ନାଁ ହେଉଛି ଜୀବନ ବୀମା ପଲିସି ଏଥିରେ ବହୁତ ଭଲ ରିଟର୍ଣ୍ଣ ଦେଉଛି ଯଦି ଆପଣ ଏହି ଯୋଜନାରେ ଲାଭ ପାଇବା ପାଇଁ ଏକ ଅଫର ବିନିଯୋଗ କରନ୍ତି ତେବେ ଭବିଷ୍ୟତରେ ଆପଣ ଦମଦାର ରିଟର୍ଣ୍ଣ ମଧ୍ୟ ପାଇ ପାରିବେ |
LIC ଦ୍ୱାରା ପରିଚାଳିତ ଜୀବନ ବୀମା ପଲିସି ଦ୍ୱାରା ଆପଣ ଭଲ ରିଟର୍ଣ୍ଣ ପାଇପାରିବେ |ହେଲେ ଆପଣଙ୍କୁ ବିନିଯୋଗ ସମ୍ୱଦିୟ ସୂଚନା ଗ୍ରହଣ କରିବାକୁ ହେବ ଯଦି ଆପଣ ପ୍ରତିଦିନ ଏଥିରେ 296 ଟଙ୍କା ବିନିଯୋଗ କରୁଛନ୍ତି ତେବେ ଏହା ଆପଣଙ୍କୁ ପ୍ରତି ମାସରେ 8,893 ଟଙ୍କା ଖର୍ଚ୍ଚ ହେବ |
ସେହିପରି ଆପଣଙ୍କୁ ପ୍ରତିବର୍ଷ 1,04,497 ଟଙ୍କା ଜମା କରିବାକୁ ପଡ଼ିବ ପ୍ରତ୍ୟକ ଦିନ ହିସାବରେ ଦେଖିବାକୁ ଗଲେ ଯାହାର ପରିମାଣ ରହିଛି 296 ଟଙ୍କା |ପ୍ରତିପତ ହିସାବରେ ଆପଣ ସହଜରେ 60,00,000 ଟଙ୍କା ଆପଣ ଏଥିରୁ ପାଇପାରିବେ ଏହା ସହିତ ବୀମାର ମୌଳିକ ପରିମାଣ 23,00,000 ଟଙ୍କା ହେବ |
ଅଳ୍ପ ପରିମାଣର ସଞ୍ଚୟ କରି ମଧ୍ୟ ବିପୁଳ ପରିମାଣର ଟଙ୍କା ଜମା କରିବାର ସ୍ୱପ୍ନକୁ ଆପଣ ଏହି LIC ପଲିସି ଦ୍ୱାରା ପୂରଣ କରିପାରିବେ |କେବଳ ଏତିକି ନୁହେଁ ପଲିସି ଅବଧି ସମୟରେ କୌଣସି କାରଣରୁ ପଲିସି ଧାରକଙ୍କ ମୃ-ତ୍ୟୁ ହୋଇଯାଏ ତେବେ ନାମାଙ୍କନ ସମସ୍ତ ସୁବିଧାକୁ ସରଳ ଉପାୟରେ ପାଇପାରିବେ |