କୁନି ପିଲାଟି କୋଳରେ କୁମ୍ଭୀର ଏବଂ ବେକରେ ଅଜଗର ,ଲୋକମାନେ ଏଭଳି ଦୃଶ୍ୟ ଦେଖି ଉଡ଼ିଗଲା ହୋସ ବିଶ୍ୱାସ ନକଲେ ମଧ୍ୟ ସତ ,ଦେଖନ୍ତୁ ଭିଡିଓ ….

ନମସ୍କାର ଦର୍ଶକବନ୍ଧୁ ଏହି ପିଲାଟିକୁ ଜମାରୁ ଭୟ ନାହିଁ ବେକରେ ପକାଇଛି ଅଜଗର ସାପ ଏବଂ କୋଳରେ ଧରିଛି କୁମ୍ଭୀର ଛୁଆ ପଛରେ ସୋଇଛି ବାଘ ଯାହା ଏବେ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ସମଗ୍ର ବିଶ୍ୱରେ ଏମିତି ବିପଦ ଜନକ ପ୍ରାଣୀ ରହୁଛନ୍ତି ଯାହାର ନାମ କେବଳ ଲୋକଙ୍କୁ ଭୟଭୀତ କରେ |

ଜଙ୍ଗଲରେ ଥିବା ଅନ୍ୟ ପ୍ରାଣୀ ମାନେ ତାଙ୍କ ସାମ୍ନାକୁ ଆସିବାକୁ ଡରି ଥାଆନ୍ତି ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ରିକ୍ସ ନେବାକୁ ଅଭ୍ୟସ୍ତ ଯେଉଁ ମାନେ ଏବେଳେ ଏପରି କାର୍ଯ୍ୟ କରନ୍ତି ଯେ ଯାହା ଦ୍ୱାରା ଆପଣ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ନିକଟରେ ସୋସିଆଲ ମେଡିଆରେ ଏଭଳି ଏକ ଭିଡିଓ ସୋସିଆଲ ମେଡିଆରେ ଲୋକଙ୍କୁ ଚକିତ କରିଛି |

ଯେଉଁଥିରେ ଗୋଟେ କୁନି ପିଲାଟି ବେକରେ ଅଜଗର ଏବଂ କୋଳରେ କୁମ୍ଭୀର ଧରିଥିବାର ନଜର ଆସିଛି ପିଲାଟି ପଛରେ ଏକ ବାଘ ବସିଛି ଯାହା ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ |ତେବେ ସୋସିଆଲ ମେଡିଆରେ ଭାଇରଲ ହେଉଥିବା ଏହି ଦୃଶ୍ୟ ଦେଖିଲା ପରେ ଆପଣ ମଧ୍ୟ ଚକିତ ହୋଇଯିବେ |

Leave a Reply

Your email address will not be published. Required fields are marked *