ନାମସର ଦର୍ଶକ ବନ୍ଧୁ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଗୁରୁତ୍ୱ ପ୍ରଣ ହେବାକୁ ଯାଉଛି ଏହି ଚନ୍ଦ୍ର ଗ୍ରହଣ ସମୟରେ ବିଶେଷ ସଂଯୋଗ ସୃଷ୍ଟି ହେବ 2023 ଅକ୍ଟୋବର ମାସ 28 ତରିଖ ଶନିବାର ଦିନ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଅଛି ଏହା ଭାରତରେ ଦୃଶ୍ୟମାନ ହେବ ଏହାର ଅବଧି ଗ୍ରହଣର ସମସ୍ତ ନିୟମ ଭାରତରେ ପାଳନ କରାଯିବ ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଅଛି |
ଏହି ଚନ୍ଦ୍ର ଗ୍ରହଣ ସମୟ ସୀମା ହେଉଛି ଗ୍ରହଣ ସ୍ପର୍ଶ ରାତି 1 ଟା 5 ମିନିଟରୁ ମଧ୍ୟସମୟ ରାତି 1 ଟେ 44ମିନିଟ ଓ ସର୍ବମୋକ୍ଷ 2ଟା 22ମିନିଟରେ ହେବାକୁ ଯାଉଅଛି ହାଣ୍ଡିଛଡ଼ା ବା ପାକନିଷେଧ ହେବ ଗ୍ରହଣ ସ୍ପର୍ଶ 9 ଘଣ୍ଟା ବା ଅପରାହ୍ନନ 4 ଟା ବାଜିବା 5 ମିନିଟ ପୂର୍ବରୁ ଆପଣ ମାନେ କୁମାର ପୁର୍ଣିମାର ଚାନ୍ଦ ଓଷା କରି ପାରିବେ ଓ ସନ୍ଧ୍ୟା ପୂଜା ମଧ୍ୟ 4 ତା ପୂର୍ବରୁ କରିଦେବେ |
ଏହି ଗ୍ରହଣ ସମୟରେ ଜଳ ପାନ କରିବା ମନା ଗ୍ରହଣର ପାଣି ଓ ପରେ ଏହାର ବହୁତ ଖରରା଼ପ ପଡିଥାଏ ପାକନିଷେଧ ବେଳେ ଆପଣ ଯାହା ଖାଇବେ ପୂର୍ବରୁ ତା ଭିତରେ ତୁଳସୀ ପକେଇ ରଖି ଥିବେ ଗ୍ରହ ଛାଡିବା ପରେ ତୁଳସୀ ପତ୍ରକୁ କାଢି ଭୋଜନ କରିବା ଉଚିତ | ତୁଳସୀ ପତ୍ର ତୋଳାନ୍ତୁ ନାହିଁ ଗ୍ରହଣ ସମୟରେ ଗ୍ରହଣ ଲାଗିବ ପୂର୍ବରୁ ଆପଣ ଆଗରୁ ତୋଳି ଇରଖିଦିଅନ୍ତୁ |
ଖାଲି ଆଖିରେ ଦେଖନ୍ତୁ ନାହିଁ ପୂଜାପାଠ କରନ୍ତୁ ନାହିଁ ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ନିଜ ଘର ବାହାରକୁ ଯାନ୍ତୁନାହିଁ | ଗ୍ରହଣ ଛାଡିବା ପରେ ସ୍ନାନ କରିବା ଉଚିତ ଗର୍ଭବତୀ ମହିଳା ନିହାତି ସ୍ନାନ କରିବା ଉଚିତ ନହେଲେ ଗର୍ଭରେ ଥିବାଶିଶୁ ସବୁବେଳେ ଆସୁଥ ହୋଇଥାଏ | ତେବେ ଏହି ଗ୍ରହଣ କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭ ହୋଇଛି ତ ଆଉ କେଉଁ ରାଶି ପାଇଁ ଅତ୍ୟନ୍ତ ଅଶୁଭ ହେବାକୁ ଯାଉଛି |
ଏହି ୮ ଗୋଟି ରାଶି ଉପରେ ଅଧିକ ପ୍ରଭାବ ଶାଳୀ ରହିବ ଏମାନେ ଶୁଭ ରହିବାକୁ ଯାଉଛନ୍ତି ସେହି ରାଶି ଗୁଡିକ ହେଉଛି ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, ମକର ରାଶି, କୁମ୍ଭ ରାଶି, ବିଛା ରାଶି ଏହି ୮ ଗୋଟି ରାଶି ଅତ୍ୟନ୍ତ ଶୁଭ ରହିବ ଏବଂ ଯେଉଁ ଚାରଟି ରାଶି ରହିଲେ ସେମାନେ ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚିବାକୁ ଚାହୁଁଥିଲେ ଆପଣ ଭଗବାନଙ୍କର ମାଳା ଜପକରନ୍ତୁ ମହା ମୃତୁଞ୍ଜୟ ମନ୍ତ୍ର ଜପକରନ୍ତୁ ଗ୍ରହଣ ଲାଗିଥିବା ସମୟରେ ଆପଣ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ |