ବସଷ୍ଟାଣ୍ଡ ଆସିଥିବା ଯୁବତୀଙ୍କୁ ନିଜ ପ୍ରେମ ଜଳରେ ଫସେଇଦେଲା ଯୁବକ ଏପଟେ ଯୁବତୀ ଜଣଙ୍କ ବସରେ ଯିବା ପାଇଁ ନିଜ ବାପା ସହିତ ଆସିଥିବା ବେଳେ ସେହି ବସଷ୍ଟାଣ୍ଡରେ ପୂର୍ବରୁ ବସିଥିଲା ସେହି ରୋମୀୟ ଯୁବକ | ପ୍ରଥମେ ଯୁବତୀଙ୍କୁ ଆଖିରେ ଇଶାରା ଦେଇ ନିଜ ପ୍ରେମରେ ପକାଇଥିବା ବେଳେ ତାଙ୍କୁ କାଗଜରେ ନିଜର ମୋବାଇଲ ନମ୍ବର ଲେଖି ଦେଇଥିଲା ସେହି ରୋମୀୟ | ଦିନ ଦିପହରରେ ଲୋକମାନେ ବସଷ୍ଟାଣ୍ଡରେ ବସ ଆସିବାକୁ ଅପେକ୍ଷା କରିବସିଛନ୍ତି ସେହି ସମୟରେ ଜଣେ ଯୁବତୀ ନିଜ ବାପାଙ୍କ ସହ ଆସି ପହଁଚି ଯାଇଥିଲା ବସଷ୍ଟାଣ୍ଡରେ |
ଆଉ ବାକି ଯାତ୍ରୀଙ୍କ ପରି ସେ ମଧ୍ୟ ପାଖରେ ଥିବା ଚେୟାର ଉପରେ ବସିଥିଲା ଠିକ ସେତିକି ବେଳେ ତାର ନଜର ପଡିଥିଲା ପାଖରେ ଥିବା ସେହି ରୋଡ଼ ରୋମୀୟ ଉପରେ ଯିଏକି ତାକୁ ଅନେକ ସମୟରୁ ଅନେଇ ବସିଥିଲା | କେବଳ ସେତିକିନୁହେଁ ଏପଟେ ଯୁବତୀର ବାପା ଫୋନରେ ବ୍ୟସ୍ତଥିଲା ବେଳେ ପାଖରେ ଥିବା ସେହି ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସେଇବା ପାଇଁ ତାକୁ ଇସାରା ମଧ୍ୟ ଦେଉଥିଲା ଯୁବକ |
ଏପଟେ ଯୁବତୀ ନିଜ ବାପାଙ୍କ ସହିତ ଥିବା ବେଳେ ସେହି ଯୁବକ ସହିତ କଥା ହେଉପରୁନଥିଲେ ଆଉ ଏତିକିବେଳେ ଯୁବତୀର ବସ ଅସିବାର ସମୟ ମଧ୍ୟ ହୋଇଯାଇଥଲା | ଏପଟେ ରୋମୀୟ ସାଜିଥିବା ସେହି ଯୁବକ ପାକରେ ଥିବା ଯୁବତୀଙ୍କ ସହ କଥା ହେବ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେହି ସମୟରେ ସେ କଥା ହୋଇପାରୁନଥିଲେ | ଶେଷରେ ଯୁବକ ଜଣଙ୍କ ନିଜ ବ୍ୟାଗ ଭିତରୁ ଏକ ଖାତା ବାହାର କରି ସେହି ଖତାରେ ନିଜ ମ୍ପବାଇଲ ନମ୍ବରକୁ ଲେଖି ସେହି କାଗଜକୁ ଚିରି କେହି ନଜାଣିଲା ଭଳି ଝିଅର ଗୋଦପାଖକୁ ପକେଇଦେଇଥିଲେ |
ଆଉ ସେପଟେ ଯୁବତୀ ଜଣଙ୍କ ମଧ୍ୟ କେହି କିଛି ଦେଖିବା ପୂର୍ବରୁ ସେହି କାଗଜକୁ ନେଇ ନିଜ ବ୍ୟାଗ ଭିତରେ ରଖିଦେଇଥିଲେ କିଛି ସମୟ ପରେ ସେହି ଯୁବତୀଙ୍କ ବସ ଆସିଯାଇଥିଲା ଆଉ ଯୁବତୀ ନିଜ ବାପାଙ୍କ ସହ ବସରେ ଚାଲିଯାଇଥିଲେ |