ପାକିସ୍ତାନ ଖେଳାଳି ଖାଲି ଖାଇ ଖାଇ ମୋଟା ହେଉଛନ୍ତି ଖାଲି ଗାଲ ଫୁଲୁଛି କିନ୍ତୁ ଫିଟ୍ ନେସ୍ ଜମା ନାହିଁ ହେବାରେ ବ୍ୟସ୍ତ ଖେଳ ପ୍ରତି ଧ୍ୟାନ ନାହିଁ ଶେଷରେ ଆଫଗାନିସ୍ତାନ ଠାରୁ ବି ହାରିଲା ପାକିସ୍ତାନ । ପାକିସ୍ତାନ ଟିମ୍ କୁ ଲାଜ ଲାଗିବ କଥା ଦିନେ ମୁବି ସେହି ଦଳର ଅଧିନାୟକ ଥିଲି ହେଲେ ମୋ ଦଳ ଏ ଦଳ ମଧ୍ୟରେ ଆକାଶ ପାତାଳ ଫରକ୍ ଅଛି ପାକିସ୍ତାନର ଏବେକାର ଦଳ ଫିଟନେସ ରେ ବିଲକୁଲ ସୁନ |
ଫିଲ୍ଡିଂ ଉପରେ ବିଲକୁଲ ଧ୍ୟାନ ନାହିଁ ଦଳର ପଲ୍ରତିତି ଖେଳାଳି ଖାଲି ଖାଇବାରେ ବସ୍ତ ହେଲେ ସେମାନେ ଅନ୍ତର୍ଯାତୀୟ ଖେଳାଳି ବୋଲି ଭୂଳିଯାଇଛନ୍ତି । ହଁ ଆଗିଁଆ ଏମିତି କିଛି କଡ଼ା ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ୱାସିମ କହିଛନ୍ତି ଏମିତି କିଛି କଥା PCB କୁ ଦେଇଛନ୍ତି କଡ଼ା ମନ୍ତବ୍ୟ ବାରମ୍ବାର କହିଲା ପରେ ମଧ୍ୟ ଫିଟନେସ ଟେଷ୍ଟ ହେଲା ନାହିଁ ଦୁଇବର୍ଷ ହେଲା ନାହିଁ ଖେଳାଳି ମାନଙ୍କର ଫିଟନେସ ଟେଷ୍ଟ ସବୁ ଖେଳାଳି ଏବେ ଖାଇପି ପୁରା ମୋଟା ହୋଇଗଲେଣି |
ଲାଗୁଛି ଯେମିତି ଲାହ୍ଲି ମଟନ ଖାଇବାରେ ବ୍ୟସ୍ତ ଏମାନେ ସବୁ ଭୁଲୁଜାଇଛନ୍ତି କି ଏମାନେ ହେଉଛନ୍ତି ଆନ୍ତର୍ଜାତୀୟ ଖେଳାଳି ବୋଲି ଫାଇଲ୍ଡିଂ ପାଇଁ ପାକିସ୍ତାନ ଟିମ୍ ବୋହୁତ ପଛରେ ରହିଛି ଏମିତି କିଛି କହି ପାକିସ୍ତାନ ଟିମ୍ ର ଧର୍ଜୀୟା ଉଦେଇଛନ୍ତି ୱାସିମ୍ ଆକ୍ରମ୍ ତେବେ ୱାସୀମ ଆଫଗାନିସ୍ତାନ ଟିମ୍ କୁ ଶୁଭେଛା ଦବାସହ ପାକିସ୍ଥାନକୁ କହିଛନ୍ତି କି ବୋହୁତ ଖରାପ ଖେଳିଛି |
ତେବେ ପାକିସ୍ତାନ ଟିମ୍ ସେମିଫାଇନାଲ କୁ ଯିବା ଅସମ୍ଭବ ଜେଡି ସେମିଫାଇନାଲ କୁ ଯିବାକୁ ହେବ ତେବେ ପାକିସ୍ତାନର ଭାଗ୍ୟ ତାକୁ ସାଥ ଦବାକୁ ପଡିବ କାରଣ ସେପଟେ କିଛି ଦଳ ହରିଲେବ ଏପଟେ ପାକିସ୍ଥାନକୁ କିଛି ମ୍ୟାଚ୍ ଜିତିବାକୁ ବପାଡ଼ିବ ପୁରା ଗଣିତ ଉପରେ ଧ୍ୟାନ ଦବାକୁ ପଡ଼ିବ ପାକିସ୍ଥାନକୁ |