ଚଉଠି ରାତିରେ ସ୍ୱାମୀ ବାହାରିଲେ କିନ୍ନର, ଆଉ ତାପରେ ଯାହା ହେଲା ଜାଣିଲେ ମୁଣ୍ଡରେ ହାତଦେବେ…ଦେଖନ୍ତୁ ଭିଡ଼ିଓ

ନିଜ ସ୍ତ୍ରୀର ଭୃଣ ଚୋରିକରି ନିଜ ପ୍ରେମିକକୁ ଦେଉଥିଲା ସ୍ୱାମୀ ନିଜେ ଜଣେ ସମଲିଙ୍ଗି ହୋଇଥିଲା ବେଳେ ପ୍ରଥେମେ ଏହି ଯୁବତୀଙ୍କୁ ପ୍ରେମ ଜଳରେ ଫସାଇ ବାହାହୋଇଥିଲା | ଆଉ ପରେ ସେଇ ସ୍ତ୍ରୀକୁ ଜୀବନରୁ ମା-ରି ତାର ଭୃଣକୁ ନେଇଯାଉଥଲା | ସେହି ଯୁବକଙ୍କ ନାଁ ମିତେଷ ହୋଇଥିବା ବେଳେ ତାଙ୍କ ସାଥିରେ ବଧୂ ବେଶରେ ସଜେଇହୋଇ ରହିଥିବା ଏହି ଯୁବତୀଙ୍କ ନାଁ ହେଉଛି ଜେସିକା | ତେବେ ଜେସିକା ଏବଂ ମିତେଷ ଗୋଟିଏ କଲେଜରେ ଏକାଠି ପଡୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଗଢିଉଠିଲା ପ୍ରେମ ସମ୍ପର୍କ |

ମିତେଷଙ୍କ ମନରେ ଜେସିକା ପ୍ରତି ଥିବା ଭଲପାଇବା ଆଉ ତାର ମିଠା ମିଠା କଥାରେ ସତେଯେମିତି ପାଗଳ ହୋଇଯାଇଥିଲା ଜେସିକା ସେଥିପାଇଁ ଦୁହିଁଙ୍କର ପାଠ ପଢା ଶେଷ ହେଉ ହେଉ ଦୁହିଁଙ୍କର ବାହାଘର ପାଇଁ ଜେସିକା ନିଜ ପରିବାର ଲୋକଙ୍କୁ ଜଣେଇଥିଲା | ପ୍ରଥେମେ ଜେସିକାର ପରିବାର ଲୋକେ ବିବାହ ପାଇଁ ରାଜ ନଥିବାବେଳେ ନିଜ ଝିଅର ଖୁସି ପାଇଁ ତାର ବାହାଘର ମଧ୍ୟ କରେଇ ଦେଇଥିଲେ | ଆଉ ବାହାଘର ପରେ ଜେସିକା ଏବଂ ମିତେଷ ନିଜପାଇଁ ଏକ ନୂଆ ଘର କିଣିନେଇ ସେଇଠାରେ ଦୁହେଁ ଖୁସିରେ ରହୁଥିଲେ |

କିଛିଦିନ ବାହିବାହିକା ଜୀବନ ଠିକ ଭାବେ ଚାଲିଥିବା ବେଳେ ହାତଟା ସବୁକିଛି ଯେମିତି ବଦଳିବାକୁ ଲାଗିଥିଲା | ବିବାହ ପୂର୍ବରୁ ଯେଉଁ ମିତେଷ ଜେସିକା ପାଇଁ ପାଗଳଥିଲା ବିବାହ ପରେ ସେ ଯେମିତି ପୁରା ବଦଳିଯାଇଥିଲା ଏମିତିକି ଜେସିକାକୁ ମାଡ଼ ମାରିବା ସହିତ ଜେସିକା ସହିତ ଗୋଟିଏ ରୁମରେ ମଧ୍ୟ ଶୋଇବାକୁ ରାଜି ହେଉନଥିଲେ କିନ୍ତୁ ଏହା ପଛରେ ଲୁଚି ରହିଥିବା ସେହି ବଡ କାରଣକୁ ଜାଣିନଥିଲା ଜେସି |

ଏପଟେ ମିତେଷ ଜଣେ ସମଲିଙ୍ଗୀ ହୋଇଥିବା ବେଳେ ଅନଲାଇନ ଅପ ମାଧ୍ୟମରେ ଅମିତ ନାମକ ଗୋଟେ ଡାକ୍ତର ସହିତ ତାଙ୍କର ବନ୍ଧୁତା ଗଢିଉଠିଲା ପରେ ସେହି ବନ୍ଧୁତା ପ୍ରେମରେ ବଦଳିଯିବ ପରେ ମିତେଷ ଜେସିକା ଠାରୁ ଦୂରେଇରହିବ ଆରମ୍ଭ କରିଦେଇଥିଲା ଏମିତିକି ମିତେଷ ସେହି ଡାକ୍ତର ଅମିତଙ୍କ ସହ ନିଜର ନୂଆ ସଂସାର ଗଢିବା ପାଇଁ ସ୍ୱପ୍ନ ମଧ୍ୟ ଦେଖୁଥିଲା | ଆଉ ଶେଷରେ ସେହି କାରଣ ପାଇଁ ନିଜ ଘର ଭିତରେ ମିତେଷ ନିଜର ପତ୍ନୀ ଜେସିକାକୁ ଜୀବନରୁ ମା-ରି-ଦେ-ଇ-ଥିଲା |

କେବଳ ସେତିକି ନୁହେ ଜେସିକା ମରିବା ପରେ ପୁରା ଘରର ଜିନିଷ ନଷ୍ଟ କରିଦେଇଥିଲା ଯେପରିକି ଆଉକେହି ଜଣେ ଘରେ ପଶିକି ଏପରି କାଣ୍ଡ ଘଟାଇ ସବୁ ଲୁଟିକରି ନେଇଯାଇଛନ୍ତି | ଏପରିକି ନିଜ ସ୍ତ୍ରୀକୁ ମା-ରି-ଦେ-ଇ ପୋଲିସକୁ ନିଜେ ଖବର ମଧ୍ୟ ଦେଇଥିଲା | ତେବେ ପୋଲିସ ପ୍ରଥମେ ଘରର ଅବସ୍ଥା ଦେଖି ମିତେଷୁଙ୍କ କଥାକୁ ବିଶ୍ୱାସକରିନେଇଥିବା ବେଳେ ପରେ CCTV ଭିଡ଼ିଓ ରେ ଯାହାକିଛି ଦେଖିଥିଲା ତାକୁ ନେଇଟାର ସନ୍ଦେହ ବାଡ଼ିଯାଇଥିଲା | ତେବେ ପୋଲିସ ସେହି CCTV ଫୁଟେଜ୍କୁ ଯାଞ୍ଚ କରିବା ଆରମ୍ଭ କରିଦେଇଥିଲା ପରେ ମିତେଷ ତାର ସବୁ ସତ ମାନିନେଇଥିଲା |

Leave a Reply

Your email address will not be published. Required fields are marked *