ଆଫଗାନିସ୍ତାନ ଠାରୁ ପରାଜୟ ପରେ ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ମାରପିଟ ,ଶାହୀନ ଆଫ୍ରଦଙ୍କ ଉପରେ ଲଦିଲେ ଦୋଷ ….ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ବାବର ଏକ ଘରକିଆ ପାକ କ୍ରିକେଟର ମଧ୍ୟରେ ମାରପିଟ ଭାରତରେ ବିଶ୍ୱକପ ଖେଳୁଥିବା ପାକିସ୍ତାନ କ୍ରିକେଟ ଟିମରେ କିଛିବି ଠିକ ଠାକ ଚାଲି ନାହିଁ ମାସେକ ସ୍ତରରେ ଖେଳାଳି ମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି ଲଗାତାର ତିନୋଟି ମ୍ୟାଚ ହାରିବା ପରେ ପାକିସ୍ତାନ କ୍ରିକେଟ ଟିମର ଖେଳାଳି ମାନେ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି |

ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଛି ଦଳର ଅଧିନାୟକ ବାବର ଆଜମଙ୍କ କଥା କେହି ମଧ୍ୟ ଶୁଣୁ ନାହାଁନ୍ତି ଏବେ ସେ ଏକ ଘରୋଇ ହୋଇ ଯାଇଛନ୍ତି ବୋଲି ପାକିସ୍ତାନର ସାମ୍ବାଦିକ ସୂଚନା ଦେଇଛନ୍ତି |

ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ସମୟରେ ପାକ କ୍ରିକେଟରଙ୍କ ମଧ୍ୟରେ ଏପରି ତିକ୍ତତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି |ପାକିସ୍ତାନର ଗଣ ମାଧ୍ୟମ ଏହି ସୂଚନାକୁ ସତ ବୋଲି କହିଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ସବୁ ଖବରକୁ ଖଣ୍ଡନ କରିଛନ୍ତି |

ପାକିସ୍ତାନ କ୍ରିକେଟ ବୋର୍ଡଙ୍କ କହିବା ଅନୁସାରେ କୌଣସି ତିକ୍ତତା ନାହିଁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି କୌଣସି ପ୍ରକାର ସତ୍ୟତା ନାହିଁ |

Leave a Reply

Your email address will not be published. Required fields are marked *