ନମସ୍କାର ଦର୍ଶକବନ୍ଧୁ ଠାକୁରଙ୍କ ପାଖରେ ଦୀପ ଜାଳୁଛନ୍ତି କି ଏହି ପାଞ୍ଚୋଟି କଥାକୁ ସର୍ବଦା ଧ୍ୟାନ ରଖନ୍ତୁ |ଜାଣିରଖନ୍ତୁ ଯେ ଦେବୀ ଦେବତାଙ୍କ ପୂଜାର ଆରତୀର ଏକ ମହତ୍ବପୂର୍ଣ୍ଣ ସ୍ଥାନ ରହିଛି ଆରତୀ କରିବା ପରେ ପୂଜାର କର୍ମ ଭଲ ହୋଇଥାଏ ତେବେ ଆସନ୍ତୁ ଜାଣିବା ଆରତୀ କରିବା ସମୟରେ କେଉଁ କଥା ଉପରେ ଧ୍ୟାନ ରଖିବେ ତାହା ଜାଣିବା |
ଯଦି ବିଧି ବିଧାନ ସହ ଦୀପ ପ୍ରସ୍ତୁତ ହୋଇଥାଏ ଓ ଠିକ ଭାବରେ ବ୍ୟବହାର କରାଯାଇଥାଏ ତ ଦେବୀ ଦେବତାଙ୍କ କୃପା ଶୀଘ୍ର ପ୍ରାପ୍ତି ହୋଇଥାଏ |ତେବେ ଆସନ୍ତୁ ଜାଣିବା ପୂଜା କରିବା ସମୟରେ କେଉଁ କଥା ଉପରେ ଅଧିକ ଧ୍ୟାନ ରଖିବା ଉଚିତ |ଦେଖନ୍ତୁ ପ୍ରଥମେ ରହିଛି ଦେବତାଙ୍କୁ ଘିଅର ଦୀପ ଅର୍ପଣ କରିବା ସମୟରେ |
ଏହା ଆପଣଙ୍କ ବାମ ପଟେ ଠାକୁରଙ୍କ ଡାହାଣ ପଟେ ରଖନ୍ତୁ ଏବଂ ତେଲର ଦୀପ ଆପଣଙ୍କ ବାମ ପଟେ ଓ ଠାକୁରଙ୍କ ଡାହାଣ ପଟେ ରଖନ୍ତୁ |ଦ୍ୱିତୀୟ କଥା ରହିଛି ଯେ ପୂଜନ ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ପୂଜାର ମଝିରେ ଯେମିତି ଦୀପ ଟିଏ ଲିଭି ନଯାଏ କାରଣ ଏହା ଦ୍ୱାରା ପୂଜାର ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇନଥାଏ |
ତୃତୀୟରେ ରହିଛି ଦୀପକୁ ସବୁବେଳେ ଭଗବାନଙ୍କ ସାମ୍ନାରେ ଲଗାନ୍ତୁ ବେଳେବେଳେ ଭଗବାନଙ୍କ ସାମ୍ନାରେ ଦୀପ ନଲଗାଇ ଏଣେ ତେଣେ ଲାଗନ୍ତି ଯାହାକି ଠିକ ବିଚାର କରାଯାଏ ନାହିଁ |ଚତୁର୍ଥରେ ରହିଛି ଘିଅର ଦୀପ ପାଇଁ ଆପଣ ଧଳା ରଙ୍ଗର ସଳିତା ଲଗାନ୍ତୁ ଏବଂ ତେଲର ଦୀପ ପାଇଁ ନାଲି ରଙ୍ଗର ସଳିତା ଲଗାନ୍ତୁ |