ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଦେଲେ ବଡ଼ ଖୁସିର ଖବର ,ଏହି ସବୁ ଛାତ୍ର ଛାତ୍ରୀଙ୍କୁ ପଢିବା ପାଇଁ ମିଳିବ ଟଙ୍କା ,student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଖୁବ ଶୀଘ୍ର ଛାତ୍ର ଛାତ୍ରୀଙ୍କୁ ମିଳିବାକୁ ଯାଉଛି 50,000 ଟଙ୍କା ଏହାକୁ ନେଇ ବର୍ତ୍ତମାନ ବହୁତ ବଡ଼ ଅପଡେଟ ଆସି ସାରିଛି ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ସମ୍ବଦ ଆମ ଓଡିଶା ଚାରିଟେବୁଲ ଟ୍ରଷ୍ଟ ତରଫରୁ ବ୍ରଜବନ୍ଧୁ ମେଧାବୃତ୍ତି 2023-24 ପାଇଁ କେବେ ଅନୁଷ୍ଠିତ ହେବ ଏହାକୁ ନେଇ ବର୍ତ୍ତମାନ ଏକ ବଡ଼ ସୂଚନା ଆସିଛି |ପ୍ରତିବର୍ଷ ପରି ଏପରି ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବ୍ରଜବନ୍ଧୁ ମେଧାବୃତ୍ତି 2023-24 ଆୟୋଜନ କରାଯାଉଛି |

ପରୀକ୍ଷା ସମ୍ବଦିୟ ସମ୍ପୂର୍ଣ୍ଣ ସୂଚନା ଆମେ ଆପଣଙ୍କୁ ଜଣାଇଦେବୁ ପରୀକ୍ଷାର 5 ନଭେମ୍ବର 2023 ପରୀକ୍ଷା ସମୟ ରହିଛି ସକାଳ 10 ଟା ରୁ 11 ଟା ପର୍ଯ୍ୟନ୍ତ ଅର୍ଥାତ ଏକ ଘଣ୍ଟା ପରୀକ୍ଷା ହେବ |ସକାଳ 9.50 ସମୟରେ ୱେବସାଇଟରେ ଦିଆ ଯାଇଥିବା www .kmbbjsc.org ରେ ଦିଆ ଯାଇଥିବା ଲିଙ୍କ ଖୋଲିବେ |ପରୀକ୍ଷାରେ ପରୀକ୍ଷାର୍ଥୀ ମାନେ ନିଜର ନାମ ଓ ଫୋନ ନମ୍ବର ସଠିକ ଭାବରେ ପୂରଣ କରିବା ବାଧ୍ୟତାମୂଳକ ଅଟେ |

ପରୀକ୍ଷା ଅବଧି ଏକ ଘଣ୍ଟା ମୋଟ ପ୍ରଶ୍ନ ପତ୍ର ସଂଖ୍ୟା 60 |ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଇଂରାଜୀ ,ଗଣିତ ଏବଂ ବିଜ୍ଞାନ ପ୍ରତ୍ୟକ ବିଭାଗରୁ 20 ଟି ଲେଖାଏଁ ପ୍ରଶ୍ନ ଆସିବ ପ୍ରତ୍ୟକ ପ୍ରଶ୍ନର ମୂଲ୍ୟ 1 ନମ୍ବର ରହିବ ସମସ୍ତ ପ୍ରଶ୍ନ ବାଧ୍ୟତାମୂଳକ ଅଟେ |ପ୍ରତ୍ୟକ ପ୍ରଶ୍ନର ଉତ୍ତର ପାଇଁ ଦିଆଯାଇଥିବା ଚାରୋଟି ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ ଉତ୍ତର ବାଛିବା ଆବଶ୍ୟକ |

ସମସ୍ତ ଉତ୍ତର ଦେଇ ସାରିବା ପରେ ଶେଷରେ ଥିବା ସମିଟ ଉପରେ କ୍ଲିକ କରନ୍ତୁ |ପ୍ରଥମ ସ୍ତର ପରୀକ୍ଷା ଫଳ ସମ୍ବାଦ ଏବଂ ୱେବସାଇଟ www .kmbbjsc .org ରେ ଆସନ୍ତା 12 ନଭେମ୍ବର 2023 ଦିନ ପ୍ରକାଶ ପାଇବ |ପ୍ରଥମ ପୁରସ୍କାର ରହିଛି ପଚାଶ ହଜାର ଟଙ୍କା |

ଦ୍ୱିତୀୟ ପୁରସ୍କାର ରହିଛି 30,000 ଟଙ୍କା ଏବଂ ତୃତୀୟ ପୁରସ୍କାର ରହିଛି 20,000 ଟଙ୍କା |ତା ସହିତ ଆହୁରି ମଧ୍ୟ କୁହାଯାଇଛି ପ୍ରଥମ 100 ଜଣ କୃତ ଛାତ୍ର ଛାତ୍ରୀଙ୍କୁ ଅର୍ଥ ରାଶି ପୁରସ୍କୃତ ପ୍ରଦାନ କରାଯିବ |

Leave a Reply

Your email address will not be published. Required fields are marked *