ନମସ୍କାର ଦର୍ଶକବନ୍ଧୁ ହୀରାକୁଦ ପାଣି ଛାଡ଼ିବା ପରେ ପାଣିରେ ଖେଳୁଛି ଜଳପରୀ ମାଳିକା ହେଲା ସତ ଦେଖାଦେଲା ଜଳପରୀ ଲୋକେ ହୋଇଗଲେଣି ଆଶ୍ଚର୍ଯ୍ୟ ଚକିତ |ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଫୁଲି ଯାଇଥିଲା ମହାନଦୀ ଜଳ ଏବେ କମିବାରେ ଲାଗିଛି ଏବେ ଖାଲି ଚାରିଆଡ଼େ ହେଉଛି ଗୋଟିଏ ଚର୍ଚ୍ଚା ମହାନଦୀ ପାଣିରେ ଚିତା କାଟି ଲହରୀ ଭାଙ୍ଗୁଛି ବିରାଟ ଜଳପରୀ |
ଲୋକମାନେ ଏହାକୁ ଦେଖିବାକୁ ଲାଗିଛନ୍ତି ଭିଡ଼ ପୁରାଣ ଯୁଗରେ ଜଳପରୀ କଥା କେବଳ ଲୋକ ପଢିଥିଲେ ଆଉ ଘରର ବୟସ୍କ ଲୋକଙ୍କ ଠାରୁ ଶୁଣିଥିଲେ |ଆଉ ଏହା ପରେ ଜଳପରୀଙ୍କ ମନରେ ଅନେକ କଳ୍ପନା ଜଳ୍ପନା ଚାଲିଛି ଛୋଟ ଠାରୁ ନେଇ ବୃଦ୍ଧ ସମସ୍ତେ ଜଳପରୀଙ୍କୁ ଦେଖିବାକୁ ଚାହାଁନ୍ତି ଜଳପରୀ କେମିତି ଦେଖିବାକୁ ଜଳପରୀ କେଉଁଠି ରୁହନ୍ତି |
ସେ ପୃଥିବୀକୁ କେବେ ଦେଖାଦେବେ ସମସ୍ତଙ୍କ ମନରେ ଗୋଟିଏ ଭାବନା ଆସିଥାଏ |ତେବେ କିଛି ବର୍ଷ ପୂର୍ବେ ବିଶାଖା ପାଟଣାରୁ ଏକ ଖବର ଆସିଥିଲା ଯେ ଧୀବର ମାନଙ୍କ ଜାଲରେ ଏକ ଅଧା ମଣିଷ ଶରୀର ଏକ ଜୀବ ଟିଏ ପଡ଼ିଥିଲା ଯାହାକୁ ଦେଖି ମତ୍ସ୍ୟ ଜିବି ମାନେ ଭୟଭୀତ ହୋଇ ଯାଇଥିଲେ ଆଉ ତାହାକୁ ଜଳପରୀ ବୋଲି ସମସ୍ତେ ଭାବୁଥିଲେ
ଏବେ ସମସ୍ତେ କହୁଛନ୍ତି ମହାନଦୀ ଭିତରେ ଏକ ଜଳପରୀ ଖେଳୁଥିବାର ଏକ ଭିଡିଓ ହେଉଛି ଭାଇରଲ |ଜଳପରୀଟି କେମିତି ପାଣି ଭିତରେ ଲହରୀ ଭାଙ୍ଗୁଛି ଆଉ ଲୋକେ ଯେତେବେଳେ ଜଳପରୀଟିର ଫୋଟ ଉଠାଇବାକୁ ଯାଉଛନ୍ତି ସେ ପାଣି ଭିତରେ ବୁଡ଼ି ଯାଉଛି |
ମହାନଦୀ ପାଣି ଭିତରେ ଏ ମୁଣ୍ଡରୁ ସେ ମୁଣ୍ଡ ଘୁରି ବୁଲୁଚି ଜଳପରୀ ସେଥିପାଇଁ ଲୋକମାନେ ଭିଡ଼ ମଧ୍ୟ ଲଗାଉଛନ୍ତି କିନ୍ତୁ ଜଳପରୀଟି ଲୋକମାନଙ୍କୁ ଦେଖିଲା ବେଳେ ଗାଏବ ହୋଇଯାଉଛି ବୋଲି ଲୋକମାନେ ସମସ୍ତେ କହୁଛନ୍ତି |