ନମସ୍କାର ଦର୍ଶକବନ୍ଧୁ କ୍ଲାସ ଭିତରେ ନାବାଳକ ଛାତ୍ରଙ୍କ ସହିତ ଦରବୁଢ଼ୀ ଶିକ୍ଷୟିତ୍ରୀ କଲେ ଏମିତି ଯାହାକୁ ଦେଖି ଆପଣଙ୍କର ଶିକ୍ଷକଙ୍କ ଉପରୁ ଉଠିଯିବ ବିଶ୍ୱାସ ।ପିଲାଟି ସ୍କୁଲକୁ ନିଜ ହୋମୱର୍କ କରି ନ ଆସିବାରୁ ମ୍ୟାଡାମ ତାଙ୍କୁ ଯେତେବେଳେ ତାକୁ ହୋମୱର୍କ ଦେଖେଇବାକୁ କହିଲେ ପିଲାଟି କହିଲା ମୁଁ ଆଜି କରିନାହିଁ |
ମୁଁ ଆଉ କେବେ ନକରି ଆସିବିନି ମୁ ସବୁବେଳେ ହୋମୱର୍କ୍ କରିକି ଆସିବି |ସେ ପିଲା କହିଲା ସେଠୁ ମ୍ୟାଡମ ରାଗିଯାଇ ପିଲାଟିକୁ ସାମ୍ନାକୁ ଡାକି କ୍ଲାସର ସବୁ ପିଲାଙ୍କୁ କହିଲେ ସେ ପିଲାକୁ ମାରିବା ପାଇଁ ଓ ପିଲା ମଧ୍ୟ ଗୋଟେ ପରେ ଗୋଟେ ଚାପୁଡ଼ା ପରେ ଚାପୁଡ଼ା ସେକିଦେଲେ |
ଚୋଟପିଲଟି ସେହିପରି ଛିଡ଼ା ହେଇ ଡ଼ାମଙ୍କ ନିର୍ଯାତନା ସହୁଥିଲେ |ତେବେ ମ୍ୟାଡମ ସବୁ କାଣ୍ଡ କାରନାମା କେହିଜଣେ ଛାତ୍ର ରେକର୍ଡ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଇଥିଲେ ଓ ଏହା ଖୁବ୍ ଜୋର୍ ଭାଇର ହେବାରେ ଲାଗିଛି |
ତାପରେ ଘଟଣା ସ୍ଥଳରେ ପୋଲିସ ପହଁଚି ପିଲାଟିର ବାପା ମାଙ୍କୁ ପଚରା ଉଚରା କରିଥିଲେ ।ଏ ଭିଡିଓଟି ଉତ୍ତରପ୍ରଦେଶର ମୂଜାଫୁର୍ଣାଗର ଏକ ପ୍ରାଇଭେଟ୍ ସ୍କୁଲର ବୋଲି ଜଣା ପଡିଛି ।