ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ନିକିତା ମିଶ୍ର ବା ଅଭିନେତ୍ରୀ ଝିଲ୍ଲୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆଉ ଆମ ଝିଲ୍ଲୀ ସିରିଏଲ ସରିଯିବା ପରେ ଲୋକମାନେ ନିକିତା ମିଶ୍ରଙ୍କୁ ବହୁତ ମିସ ମଧ୍ୟ କରୁଥିବେ ହେଲେ ସିରିଏଲଟି ସରିଯିବା ପରେ ଅଭିନେତ୍ରୀ ନିକିତା ମିଶ୍ର ଘରେ କଣ କରୁଛନ୍ତି ଆଉ ତାଙ୍କ ପରିବାରରେ କେଉଁ କେଉଁ ସବୁ ସଦସ୍ୟ ଅଛନ୍ତି ଆଉ ତାଙ୍କ ପ୍ରକୃତ ଘର କେଉଁଠି ଆଉ ତାଙ୍କ ବୟ ଫ୍ରେଣ୍ଡଙ୍କ ନାମ କଣ ଏମିତିକି ତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ |
ଦର୍ଶକବନ୍ଧୁ ଆପଣମାନଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲୀ ଙ୍କର ପ୍ରକୃତ ନାମ ହେଉଛି ନିକିତା ମିଶ୍ର ଆଉ ତାଙ୍କ ପ୍ରକୃତ ଘର ହେଉଛି କଟକରେ 2000 ମସିହା 26 ମେ ରେ ଜନ୍ମ ଗ୍ରହଣ କରିଥିବା ବେଳେ 2020 ମସିହାରେ ସେ ଗ୍ରାଜୁଏସନ କମ୍ପ୍ଲିଟି କରିଥିଲେ |ଆଉ ଏହା ପରେ ସେ ପିଜି କରିଥିଲେ ପିଜି ଗୋଟିଏ ବର୍ଷ ପୂର୍ବରୁ ସେ କମ୍ପ୍ଲିଟି କରିଛନ୍ତି |
ଆଉ ଏବେ ଝିଲ୍ଲୀ ସିରିଏଲଟି ସରିଯିବା ପରେ ପରିବାର ସଦସ୍ୟଙ୍କ ସହିତ ସେ ବହୁତ ମଜାମସ୍ତି ମଧ୍ୟ କରୁଛନ୍ତି |ତାଙ୍କ ପରିବାର କହିଲେ ତାଙ୍କ ବାପା ,ମା ଏବଂ ତାଙ୍କର ଜଣେ ସାନ ଭାଇ ଅଛନ୍ତି ସମସ୍ତଙ୍କ ସହିତ ବର୍ତ୍ତମାନ କଟକରେ ରହୁଛନ୍ତି ଝିଲ୍ଲୀ |ଝିଲ୍ଲୀ ଏହା ସହିତ ଗୋଟିଏ ସୂଚନା ଦେଇଛନ୍ତି |
ସେ ଆଗାମୀ ଦିନରେ ଗୋଟିଏ ସିରିଏଲରେ ଅଭିନୟ କରିବାକୁ ଯାଉଛନ୍ତି ଖୁବ ଶୀଘ୍ର ସିରିଏଲଟି ପ୍ରସାରିତ ହେବ ବୋଲି ସେ ଲାଇବ ଆସି ସୂଚନା ଦେଇଛନ୍ତି |ତେବେ ଦର୍ଶକବନ୍ଧୁ ଆପଣମାନେ ଅଭିନେତ୍ରୀ ଝିଲ୍ଲୀଙ୍କ ଅଭିନୟକୁ କେତେ ମାତ୍ରାରେ ଭଲ ପାଆନ୍ତି ଆମକୁ କମେଣ୍ଟ କରି ନିଶ୍ଚିତ ଜଣାଇବେ |