ରିଲସ ନିଶାରେ ଯୁବତୀ, ପଛରୁ ମଦ୍ୟପ ତାଙ୍କ ସାଙ୍ଗରେ କଲେ ଏମିତି କାମ ,ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ …ଦେଖନ୍ତୁ ଭିଡିଓ

ନମସ୍କାର ଦର୍ଶକବନ୍ଧୁ ରିଲସ ନିଶାରେ ଯୁବତୀ ମଝି ରାସ୍ତାରେ ନାଚୁ ଥିଲେ ଏହି ଯୁବତୀ ପଛରୁ ଜଣେ ମଦ୍ୟପ ଆସି କଲେ ଏପରି ଯାହା ଏବେ ଭାଇରଲ ହେବାରେ ଲାଗିଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ଏହି ଯୁବତୀର କ୍ରେଜ ଦେଖିବାକୁ ମିଳିଛି ପିଲା ଠାରୁ ବୁଢା ସମସ୍ତେ ରିଲ କରୁଛନ୍ତି |

ହେଲେ ଆଜିର ଯୁବ ପିଢ଼ି ଏହା ପଛରେ ପାଗଳ ବର୍ତ୍ତମାନ ସୋସିଆଲ ମେଡିଆରେ ଏପରି ଭିଡିଓ ଭାଇରଲ ହେବାରେ ଲାଗିଛି |ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ ନାଚୁ ଥିବାର ଦେଖିବାକୁ ମିଳିଛି |ଯୁବତୀ ଜଣକ ନାଚିବା କ୍ଷଣି ପାଖରେ ଥିବା ଲୋକେ ତାଙ୍କୁ ଚାହୁଁଛନ୍ତି |

ଏହା ବ୍ୟତୀତ ଆଉ ଏକ ମଜାଦାର ଘଟଣା ମଧ୍ୟ ଦେଖିବାକୁ ମିଳିଛି |ଯୁବତୀ ଜଣକ ଦିଲବାର ଦିଲବାର ଗୀତାରେ ନାଚୁଥିବା ବେଳେ ପଛରୁ ଜଣେ ମଦ୍ୟପ ଆସି ତାଙ୍କ ସହିତ ତାଳରେ ତାଳ ଦେଇ ନାଚୁଛନ୍ତି |

ଉପସ୍ଥିତ ଥିବା ଦର୍ଶକ ଯୁବତୀଙ୍କ ନାଚ ଅପେକ୍ଷା ମଦ୍ୟପଙ୍କ ନାଚକୁ ବେଶୀ ପସନ୍ଦ କରୁଥିବାର ମନେ ହୋଇଛି ଯାହାକୁ ଲୋକମାନେ ଏହା ଉପରେ ମେମ ବାଣ୍ଟଛନ୍ତି ଏହା ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *