ପୁରୀରେ ପ୍ରଭୁ ଜଗନ୍ନାଥ କାହିଁକି ଶିକୁଳିରେ ବାନ୍ଧିକରି ରଖିଛନ୍ତି Hanumanଙ୍କୁ… ସତ ଜାଣି ହାତ ଯୋଡ଼ିଦେବେ

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ଜଗନ୍ନାଥ ପୁରୀ ଚାରିଧାମ ମଧ୍ୟରୁ ଗୋଟିଏ ଅଟେ ଯେଉଁଠି ଭଗଵାନ ବିଷ୍ଣୁ ଜଗନ୍ନାଥଙ୍କ ରୂପରେ ପୂଜା ପାଉଛନ୍ତି ଏହି ମନ୍ଦିରକୁ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିଲେ ଏହି ମନ୍ଦିରର ସୁରକ୍ଷା ଦାୟିତ୍ବ ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ ଦେଇଛନ୍ତି ଏହି ମନ୍ଦିରର କୋଣ କୋଣ ପ୍ରଭୁ ହନୁମାନ ବାସ କରୁଛନ୍ତି ହନୁମାନ ଏଠାରେ ବୋହୁତ ପ୍ରକାର ଚମତ୍କାର କରିଛନ୍ତି ଭଗଵାନ ହନୁମାନ ମଧ୍ୟ ହିନ୍ଦୁ ଧର୍ମର ରକ୍ଷା ଆଉ ନିଜ ଭକ୍ତମାନଙ୍କ ପାଇଁ କଳିଯୁଗରେ ଜୀବିତ ଅଛନ୍ତି ଓ ସାରା ପୃଥିବୀରେ ବିଚରଣ କରୁଛନ୍ତି ପ୍ରଭୁ ହନୁମାନଙ୍କ ଶକ୍ତିକୁ କିଏବା ନ ଜାଣନ୍ତି ତାଙ୍କ ଶକ୍ତିର କଳନା ନାହିଁ ତାଙ୍କର ଆକାରର ମାପ ନାହିଁ ଭଗଵାନ ହନୁମାନଙ୍କୁ କୌଣସି ଶାସ୍ତ୍ରର କିଛିବି ପ୍ରଭାବ ପଡେନାହିଁ ଯିଏବି ପ୍ରଭୁ ହନୁମାନଙ୍କୁ ଭକ୍ତି କରେ ସେ ତାଙ୍କ ବିଶେଷ କୃପା ଲାଭ କରେ ପ୍ରଭୁ ଶ୍ରୀରାମଙ୍କର ପ୍ରଭୁ ହନୁମାନଙ୍କ ଉପରେ ବିଶେଷ କୃପା ଅଛି ପ୍ରଭୁ ହନୁମାନ ମହାଦେବଙ୍କର ଏକ ଅବତାର ଅଟନ୍ତି ତେଣୁ ସେ ବୋହୁତ ବଳବାନ ଏବଂ ବୁଦ୍ଧିମାନ ମଧ୍ୟ ଅଟନ୍ତି ପ୍ରଭୁ ହନୁମାନ କେବଳ ନିଜର ଭାଜ୍ୟ ଭକ୍ତମାନଙ୍କୁ ନୁହେଁ ସେ ଭଗଵାନଙ୍କର ମଧ୍ୟ ରକ୍ଷା କରନ୍ତି କଣ ଆପଣମାନେ ଜାଣିଛନ୍ତି ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁ ହନୁମାନଙ୍କୁ ବାନ୍ଧି କରି ରଖାଯାଇଛି ଓ ଭକ୍ତମାନେ ତାଙ୍କୁ ଚେନରେ ବନ୍ଧା ଅବସ୍ଥାରେ ହିଁ ପୂଜା କରନ୍ତି ତେବେ ଆଜି ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥ ମହାବଳି ହନୁମାନଙ୍କୁ କାହିଁକି ଚେନରେ ବାନ୍ଧିକି ରଖିଛନ୍ତି ଆଉ ପ୍ରଭୁ ହନୁମାନ ପୁରୀରେ କଣ କଣ ଚମତ୍କାର କରୁଛନ୍ତି।

ଯେପରି ପ୍ରଭୁ ହନୁମାନ ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ଅର୍ଜୁନଙ୍କ ରଥ ଉପରେ ବିରାଜିତ ଥିଲେ ଯାହାଦ୍ଵାରା ସେ ତାଙ୍କୁ ସମସ୍ତ ଅସ୍ତ୍ରଶସ୍ତ୍ରରୁ ସୁରକ୍ଷା ଦେଇଥିଲେ ସେହିପରି ଏହି କିଯୁଗରେ ଭଗଵାନ ଜଗନ୍ନାଥଙ୍କ ରକ୍ଷା ପାଇଁ ପ୍ରଭୁ ହନୁମାନ ପୁରୀ ମନ୍ଦିରରେ ବିରାଜିତ ହୋଇଛନ୍ତି ଜଗନ୍ନାଥ ପୁରୀ ମନ୍ଦିରରେ ୪ଟି ଦ୍ଵାରା ଅଛି ଆଉ ସବୁ ଦ୍ଵାରରେ ପ୍ରଭୁ ହନୁମାନ ଭିନ୍ନ ଭିନ୍ନ ରୂପରେ ଅଛନ୍ତି ଆଉ ସେ ସେଠାରେ ରହି ପ୍ରଭୁ ଜଗନ୍ନାଥଙ୍କ ସେବା କରୁଛନ୍ତି ମାନେ ପ୍ରଭୁ ହନୁମାନ ସବୁ ଦ୍ଵାରରେ ଅଛନ୍ତି ପୂର୍ବ ଦ୍ଵାରର ପ୍ରଭୁ ହନୁମାନଙ୍କୁ ପଟ ହନୁମାନ ରୂପରେ ଜଣା ଯାଆନ୍ତି ପଶ୍ଚିମ ଦ୍ଵାରରେ ହନୁମାନଙ୍କର ୪ଫିଟ୍ ଉଚ୍ଚତାର ଏକ ମୂର୍ତ୍ତି ଅଛି ସେଠାରେ ହନୁମାନ କାନପଟ ହନୁମାନ ନାଁରେ ଜଣା ଯାଆନ୍ତି ମନ୍ଦିରର ଉତ୍ତର ଦ୍ଵାରରେ ପ୍ରଭୁ ହନୁମାନଙ୍କ ୪ଟି ହାତ ଅଛି ଚାରୋଟି ହାତରେ ସେ ଚକ୍ର ଧରିଛନ୍ତି ସେଠାରେ ସେ ଚାରିଭୁଜା ହନୁମାନ ନାଁରେ ଜଣା ଯାଆନ୍ତି ଦକ୍ଷିଣରେ ପ୍ରଭୁ ହନୁମାନଙ୍କର ୧୨ ଫୁଟ୍ ଉଚ୍ଚତାର ପ୍ରତିମୂର୍ତ୍ତି ଅଛି ସେଠାରେ ପ୍ରଭୁ ହନୁମାନଙ୍କୁ ବାରଭାଇ ହନୁମାନ ନାମରେ ଜାଣନ୍ତି ଚାରିଭୁଜା ହନୁମାନ ମନ୍ଦିର ଯାହା ଦକ୍ଷିଣ ଦିଗରେ ଅଛି ଏହି ମନ୍ଦିରକୁ ଆଦିଗୁର ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ କୁହାଯାଏ ସମୁଦ୍ରର ଲହରୀ ସର୍ବଦା ମନ୍ଦିର ଭିତରକୁ ଚାଲିଆସେ ଯାହାଦ୍ଵାରା ଭକ୍ତମାନେ ବୋହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏହାକୁ ଅଟକାଇବା ପାଇଁ ଆଦିଗୁର ଶଙ୍କରାଚାର୍ଯ୍ୟ ଦକ୍ଷିଣ ଦ୍ଵାରରେ ପ୍ରଭୁ ହନୁମାନଙ୍କୁ ଆବାହନ କରି ତାଙ୍କର ପ୍ରତିଷ୍ଠା କରିଥିଲେ ଆଉ ପ୍ରଭୁ ହନୁମାନ ହନୁମାନଙ୍କୁ ସମୁଦ୍ରକୁ ଭିତରକୁ ନ ଆସିବା ପାଇଁ ଦେବାକୁ ପ୍ରାର୍ଥନା କରିଥିଲେ ମାନାଯାଏ ସେବେଠାରୁ ସମୁଦ୍ର ଦ୍ଵାରା ମନ୍ଦୁରକୁ କୌଣସି ସଙ୍କଟ ଆସିନାହିଁ ସେଠାକାର ଲୋକଙ୍କ କହିବା ଅନୁସାରେ ଯେତେବେଳେ ଫନି ନାମକ ଏକ ଝଡ ଏଠାକୁ ଆସିଥିଲା ସେବେ ମଧ୍ୟ ସମୁଦ୍ରର ଲହରୀ ସମୁଦ୍ର ଭିତରକୁ ପ୍ରବେଶ କରିପାରି ନଥିଲା।

ମନ୍ଦିରର ମୁଖ୍ୟ ଦ୍ଵାରରେ ଥିବା ମନ୍ଦିର ଆଗରେ ପ୍ରଭୁ ହନୁମାନଙ୍କର ଏକ ମନ୍ଦିର ଅଛି ଯାହା ପୁରୀର ଚକ୍ର ନୟନ ମନ୍ଦିରର ପଶ୍ଚିମ ଦିଗରେ ଅଛି ଏଠାରେ ପ୍ରଭୁ ହନୁମାନ ଚେନରେ ବନ୍ଧା ହୋଇଛନ୍ତି ଏଠାରେ ପ୍ରଭୁ ହନୁମାନଙ୍କୁ ବେଡି ହନୁମାନ ନାମରେ ପୂଜା କରାଯାଏ ପୁରୀର ଲୋକମାନେ ଏହି ହନୁମାନଙ୍କୁ ଦରିଆ ମହାବୀର ନାମରେ ମଧ୍ୟ ପୂଜା କରନ୍ତି ଯେବେ ମଧ୍ୟ ପୃଥିବୀରେ ଭଗଵାନ ଜନ୍ମ ନିଅନ୍ତି ସେବେ ଦେବତା ନର ଗନ୍ଧର୍ବ ସମସ୍ତଙ୍କ ଇଚ୍ଛାଥାଏ ଯେ ସେ ଈଶ୍ବରଙ୍କ ଦର୍ଶନ କରିବେ ସେହିପରି ସମୁଦ୍ରର ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ଥାଏ ତେଣୁ ବୋହୁତ ଥର ସମୁଦ୍ର ମନ୍ଦିର ଭିତରକୁ ପ୍ରବେଶ କରିଯାଏ ଏହାଦ୍ବାରା ମନ୍ଦିରକୁ ବୋହୁତ କ୍ଷତି ହୋଇଥାଏ ତିନି ତିନିଥର ମନ୍ଦିର ସମୁଦ୍ର ଦ୍ଵାରା କ୍ଷତିଗ୍ରସ୍ତ ହୋଇଛି ତେଣୁ ମନ୍ଦିରର ରକ୍ଷା କରିବା ପାଇଁ ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ ନିଯୁକ୍ତ କରିଥିଲେ ଆଉ ସମୁଦ୍ରକୁ ଅଟକାଇବା ପାଇଁ କହିଥିଲେ କିନ୍ତୁ ଯେତେବେଳେ ପ୍ରଭୁ ହନୁମାନ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଆନ୍ତି କିମ୍ବା ଅଯୋଧ୍ୟାକୁ ଲଡୁ ଖାଇବାକୁ ଯାଆନ୍ତି ସେତେବେଳେ ସମୁଦ୍ର ତାଙ୍କ ଅନୁପସ୍ଥିତିରେ ମନ୍ଦିର ଭିତରକୁ ପ୍ରବେଶ କରିଯାଏ ତେଣୁ ପ୍ରଭୁ ଜଗନ୍ନାଥ ଏଥରେ ଚିନ୍ତିତ ହୋଇ ପ୍ରଭୁ ହନୁମାନଙ୍କୁ ସୁନାର ଶିକୁଳିରେ ବାନ୍ଧି ଦେଇଥିଲେ ଯାହାଦ୍ଵାରା ହନୁମାନ ସେଠାରୁ କୁଆଡେ ମଧ୍ୟ ଯାଇ ପାରିଲେ ନାହିଁ ଓ ସମୁଦ୍ର ଦ୍ଵାରା ମନ୍ଦିରର କୌଣସି କ୍ଷୟ କ୍ଷତି ହୋଇନଥିଲା ସେବେଠାରୁ ପ୍ରଭୁ ହନୁମାନ ଏଠାରେ ବେଡି ହନୁମାନ ନାମରେ ଜଣା ଯାଆନ୍ତି।

Leave a Reply

Your email address will not be published. Required fields are marked *