ଏହି ଦୁର୍ଗା ପୂଜାରେ ୮ ରାଶିରେ ଟଙ୍କା ବର୍ଷା, ମାଲାମାଲ ହେଇଯିବେ ଏମାନେ, ଜାଣନ୍ତୁ ଆପଣଙ୍କ ରାଶିରେ କଣ ହେବ…

ଦର୍ଶକବନ୍ଧୁ ଆପଣମାନେ ତା ଜାଣିଥିବେ ମା ଜଗତ ଜନନୀ ମା ଦୁର୍ଗା ଧାରା ପୃଷ୍ଠରେବ ଅବତାରଣା କରିସାରିଲେଣି ଏବଂ ମା ଦୁର୍ଗାଙ୍କ ଆଶ୍ରିବାଦରୁ ଏହି 8ଗୋଟି ରାସିନମାନଙ୍କ ଉପରେ ହେବ ଧାନର ବର୍ଷା |

1.ସିଂହ ରାଶି – ଏହି ରାଶିର ଲୋକମାନଙ୍କ ଉପରେ ମାତା ଦୁର୍ଗାଙ୍କର ଅପାର କୃପାରହିବ ଯାହାଫଳରେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂରେଇଯିବ ଓ ଆପଣଙ୍କ ଉପରେ ଧାନର ବର୍ଷ ହେବ,ଆପଣଙ୍କର ଯଦି ବ୍ୟବସାୟ ଅଛି ସେଥିରେ ଆପଣ ଲାଭବାନ ହେବେ |

2.କୁମ୍ଭ ରାଶି – ଏହି ରାଶିର ଲୋକମାନେ ଯଦି ଆର୍ଥିକ ସମସ୍ୟା ଥିବ ତାହେଲେ ମାତା ଦୁର୍ଗାଙ୍କ କୃପାରୁ ତାହାଦୁରେଇ ଯିବା ଓ ବ୍ୟପାରରେ ଲାଭାପ୍ରାପ୍ତି ହେବ ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିଥାଏ ତାହା ବହୁତ ଶୀଘ୍ର ଶେଷ ହୋଇଯିବ ଓ ଆପଣଙ୍କ ଉପରେ ଧାନର ବର୍ଷ ହେବ |

3.ତୁଳା ରାଶି – ଏହି ରାଶିର ଲୋକମାନେ ଆସନ୍ତା ସମୟରେ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଆପଣମାଙ୍କ ଉପରେ ମାତା ଦୁର୍ଗାଙ୍କ କୃପାରୁ ଧାନର ବର୍ଷ ହେବ |

4.କାନ୍ୟ ରାଶି – ଏହିରାଶିର ଲୋକନମାନେ ପ୍ରବଳ ଧାନ ପ୍ରାପ୍ତ କରିବେ ପାରିବାରିକ ଜୀବନ ସୁଖମୟ ହେବ ବ୍ୟବସାୟରେ ଲବ୍ଧପ୍ରପଟି କରିବେ ଓ ଆପଣଙ୍କର ଜୀବନର ସମସ୍ତ ଖରାପ ସମୟ ଶେଷ ହେବାକୁ ଯାଉଛି |

5.ବୃଷ ରାଶି – ମା ଦୁର୍ଗାଙ୍କ କୃପାରୁ ଏହି ରାଶିର ଲୋକଙ୍କର ଯେକୌଣସି ଅସୁବିଧାର ସମଭାନ ହେବ ଯେପରି ଆର୍ଥିକ ଅସୁବିଧା ପାରିବାରିକ ଅସୁବିଧା ବ୍ୟବସାୟରେ ଲାଭାପ୍ରାପ୍ତି କରିବେ ଓ ଆପଣମାନେ ଆଗାମୀ ସମୟରେ ସୁଖ ସମୟର ଜୀବନ ଅତିଭାଇତ କରିବେ |

6.ମେଷ ରାଶି – ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତା ସମୟ ଶୁଭ ରହିବ ବ୍ୟାପାରରେ ବଡ଼ ଧରଣର ଲାଭ ହେବ ଚାକିରୀ କରୁଥିବା ଲୋକ ମାନଙ୍କର ଆୟ ବଢିବ ଆପଣଙ୍କ ସବୁ ସମସ୍ୟାର ଅନ୍ତ ହେବ ସୁଖର ସମୟ ଆରମ୍ଭ ହେବାକୁ ଯାଉଛି ପରିବାରରେ ସୁଖ ଶାନ୍ତି ଲାଗି ରହିବ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣମାନେ ମାଲାମାଲ୍ ରାସ୍ତାରେ ଚାଲିବାକୁ ଯାଉଛନ୍ତି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ହାସଲ କରିବେ |

ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତି ମାନଙ୍କର ଆସନ୍ତା ନବବର୍ଷ ଅର୍ଥାତ୍ ଏହି ପଣା ସଂକ୍ରାନ୍ତି ଠାରୁ ଅଚାନକ ଭାଗ୍ୟ ଚମକିବାକୁ ଯାଉଛି ଏମାନଙ୍କ ଭାଗ୍ୟ ଏମାନଙ୍କ ପୂର୍ଣ୍ଣ ସାଥ ଦେବାକୁ ଯାଉଛି ଏହି ଦିନଠାରୁ ଏମାନଙ୍କ ସମୟ ଅତ୍ୟନ୍ତ ଶୁଭ ରହିବାକୁ ଯାଉଛି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଜୀବନରେ ଅନେକ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ଏମାନଙ୍କ ଧନରେ ବୃଦ୍ଧି ମଧ୍ୟ ଘଟିବ ପାରିବାରିକ ଜୀବନରେ ସୁଖ ଶାନ୍ତି ଆସିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଗାମୀ ସମୟ ଭଲ ରହିବ |

ମକର ରାଶି – ମକର ରାଶିର ବ୍ୟକ୍ତି ମାନଙ୍କର ଆସନ୍ତା ନବବର୍ଷ ଅର୍ଥାତ୍ ଏହି ପଣା ସଂକ୍ରାନ୍ତି ଠାରୁ ଏମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି ଏମାନଙ୍କୁ ଅଚାନକ କୌଣସି ଏକ ଦିଗରୁ ବୋହୁତ କିଛି ମିଳିବାକୁ ଯାଉଛି ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ସକ୍ରିୟ ରହିବେ ଘରେ ପୂଜାପାଠର ଆରମ୍ଭ କରିବେ ଯାହାଦ୍ଵାରା ଆପଣ ସକାରାତ୍ମକ ଅନୁଭବ କରିବେ ଆପଣମାନଙ୍କୁ ଧନ ଦୌଲତ ପ୍ରାପ୍ତ ହେବାକୁ ଯାଇଛି ଅନେକ ପ୍ରକାରର ସଫଳତା ମଧ୍ୟ ମିଳିବ |

Leave a Reply

Your email address will not be published. Required fields are marked *