ଦୁର୍ଗା ପୂଜାରେ Jio ଦେଲା ଧମାକାଦାର ଅଫର ,ମାଗଣାରେ ପାଇପାରିବେ କୋଡିଏ ଜିବି ଡାଟା ,ଜାଣନ୍ତୁ କିପରି ଉଠାଇପାରିବେ ଲାଭ …..

ନମସ୍କାର ଦର୍ଶକବନ୍ଧୁ ଜିଓ ଗ୍ରାହକ ମାନଙ୍କ ପାଇଁ ବଡ଼ ଖୁସି ଖବର ଯଦି ଆପଣ ଜିଓ ୟୁଜ କରୁଛନ୍ତି ତେବେ ଆପଣଙ୍କୁ ମିଳିବ ମାଗଣା ଡାଟା ତେବେ ଏବେ ଆରମ୍ଭ ହୋଇଛି ପୂଜା ମହୋତ୍ସବ ଆଉ ଏହାକୁ ଲକ୍ଷ କରି ଜିଓ ତାର ଗ୍ରାହକ ମାନଙ୍କୁ ଦେଉଛି ମାଗଣାରେ ଡାଟା ତେବେ ଏହାକୁ ଆପଣ କେମିତି ପାଇବେ କଣ ରହିଛି ଜିଓ ଅଫର ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ପ୍ରଥମେ ଆପଣ ପ୍ଲେ ଷ୍ଟୋର ଓପନ କରନ୍ତୁ ଆଉ ସେଠାରେ ସର୍ଚ୍ଚ କରିଦିଅନ୍ତୁ ଜିଓ ଲେଖିକି ଆପଣଙ୍କୁ ମାଇଁ ଜିଓର ପ୍ରଥମ ଆପ୍ଲିକେସନ ଆସିଥିବ ଆପଣ ଏହାକୁ ଡାଉନଲୋଡ଼ କରିଦେବେ ଯଦି ବି କରିଛନ୍ତି ଆପଣ ଏହାକୁ ଅପଡେଟ କରାଇ ଦିଅନ୍ତୁ |

ସବୁ ଯଦି ଠିକ ଠାକ ଥିବ ଆପଣ ଓପନ କରିବେ ଏହାର ପ୍ରୋସେସ ଦେଖି ନିଅନ୍ତୁ ପ୍ରଥମେ କରି ଆପଣଙ୍କର ଏହିପରି ହୋମ ପେଜ ଓପନ ହୋଇଯିବ ଆପଣ ତଳକୁ ତଳ ସ୍କ୍ରୋଲ କରିବେ ଏବଂ ଆପଣଙ୍କୁ ସବୁ ଅପଡେଟ ଆସିଯିବ |ତଳେ ସ୍କ୍ରୋଲ କରି ଦେଖିଥିବେ ଲେଖା ହୋଇଥିବ ପ୍ଲେ ମୋର ଟୁ ଉଇନ ମୋର ଦେଖନ୍ତୁ ପାର୍ଟୀସିପେଟ ଉଇନ ଏବଂ କୋଡିଏ ଜିବି ଡାଟା ଲେଖା ହୋଇଛି |ଆପଣ ତାହା ଉପରେ କ୍ଲିକ କରିଦେବେ କିଛି କଷ୍ଟ ନାହିଁ |

ସବୁ ପ୍ରଶ୍ନର ଉତ୍ତର ମଧ୍ୟ ପାଇପାରିବେ ଏବଂ ଆପଣ ଜିତିପାରିବେ କୋଡିଏ ଜିବି ଡାଟା ସେ ବି ସମ୍ପୂର୍ଣ୍ଣ ମାଗଣାରେ ଏଥିପାଇଁ କିଛି ପଇସା ମଧ୍ୟ ଲାଗୁ ନାହିଁ |ତାପରେ ଆପଣ ଦେଖିବେ ତଳେ ଲେଖା ହୋଇଥିବ ୱାଚ ଆଡ ଟୁ ଏଣ୍ଟର ଆମେ ତା ଉପରେ କ୍ଲିକ କରିଦେବା ଆପଣଙ୍କ ସାମ୍ନାରେ ଏକ ଆଢଭାଟାଇଜ ମେଣ୍ଟ ସୋ କରୁଛି ଧୀରେ ଧୀରେ ମଧ୍ୟ ଟାଇମ କମି କମି ଚାଲୁଚି ବା|

ସ ଏହି ପ୍ରୋସେସରେ ଆପଣ କରିଦେବେ ପୁରା ସହଜ ରହିଛି |ତାପରେ ଆପଣଙ୍କୁ ଏକଛୋଟ ମିଶାଣ କରିଦେବେ ସମସ୍ତଙ୍କ କ୍ଷେତ୍ରରେ ଅଲଗା ପ୍ରଶ୍ନ ଆସିବ ତାପରେ ଦେଖିବେ ଆପଣଙ୍କ ସାମ୍ନାରେ ଆସିଯିବ congratulation ତୁମେ ଏବେ ଏଲିଯିବଲ ଅଛି କୋଡିଏ ଜିବି ଆପଣଙ୍କୁ ମିଳିବ |

ଯାହାକି ରେଜଲ୍ଟ ଆପଣଙ୍କ ଆସିବ 26 ଅକ୍ଟୋବରରେ |26 ଅକ୍ଟୋବରରେ ଆପଣ ଦେଖିବେ ମାଇଁ ଜିଓର ଯେଉଁ ରହିଛି ଅଫର ସେକ୍ସନ ସେଇଟି ଯାଇକି ଆପଣ ଦେଖିଦେବେ ଆପଣଙ୍କୁ ଯଦି ମିଳିଥିବ ଆପଣ କୋଡିଏ ଜିବି ଡାଟା ପାଇପାରିବେ |

Leave a Reply

Your email address will not be published. Required fields are marked *