ବ୍ୟାଟ ଧରିଲେ ବିଲିଂ କରିବାକୁ ହାତ ଥରୁଥିଲା ଲଗାତାର ଛକା ମାରି କରିଦେଉଥିଲେ ଘାଇଲା ହେଲେ କ୍ରିକେଟ ଛାଡିବା ପଛରେ କଣ ରହିଛି ରହସ୍ୟ | ଯୁବରାଜଙ୍କୁ ଆଜିବି ଝୁରୁଛି ଭାରତୀୟ କ୍ରିକେଟ ଫ୍ୟାନ୍ସ ଦିନ ଥିଲା ଯୁବରାଜ ପଡିଆକୁ ଆସୁଲେ ଭାରତୀୟ କ୍ରିକେଟ ପ୍ରେମୀ ବୁଝିଯାଉଥିଲେ ଯେ ଏହି ମ୍ୟାଚ ସୁନିଶ୍ଚିତ ଭାବେ ଜିତିଯିବୁ | ଆଉ ଆଜିବି ବିଶ୍ୱକପ ଖେଳାଯାଉଥିଲା ବେଳେ ବୋହୁ କ୍ରିକେଟ ଫ୍ୟାନ ଯୁବରାଜଙ୍କୁ ଝୁରୁଛନ୍ତି |
ଆଉ ଏବେ ସେଇ ପୁରୁଣା କଥା ସବୁ ଏବେ ଉଠୁଛି କାରଣ ସମୟ ଆଗରୁ ଛାଡିଦେଇଥିଲେ କ୍ରିକେଟ | ତେବେ ଯୁବରାଜ କ୍ରିକେଟ ଛାଡିବା ପଛରେ କୁହାଯାଉଛି ଅନେକ କଥା କିଏ କହୁଛି କ୍ୟାନ୍ସର ତ କିଏ କହୁଛି ମହିନ୍ଦ୍ରସିଂ ଧୋନିଙ୍କ କାରଣରୁ ସେ କ୍ରିକେଟ ଛାଡିଦେଲେ ଏମିତିକି ଯୁବରାଜସିଂଙ୍କ ବାପା ମଧ୍ୟ ଗଣ ମାଧ୍ୟମ ସାମ୍ନାକୁ ଆସି ଏହିଭଳି କିଛି ଅଭିଯୋଗ କରିଥିଲେ | ତେବେ କ୍ରକେଟ ଛାଡିବା ପରେବି ଯୁବରାଜଙ୍କ ନଜର ପୁରା ଭାରତୀୟ କ୍ରିକେଟ ଟିମ ଉପରେ ରହିଛି |
କିଏ କେତେବେଳେ ଛୋଟମୋଟ ଭୁଲ କରୁଛି ସିଏ ରାଗିଯାଉଛନ୍ତି ଆଉ ସିଏ ବେଳେ ବେଳେ ପଚାର ରହି ଆସୁଥିବା ନୂଆ ଖେଳାଳି ମାନଙ୍କୁ ମାର୍ଗ ଦର୍ଶନ କରାଉଛନ୍ତି | ଶିରାସଙ୍କ ଉପରେ ଠାରେ ରାଗିଯାଇଥିଲେ ଯୁବରାଜସିଂ ରାହୁଲଙ୍କୁ 4ନମ୍ବରରେ ବ୍ୟାଟିଂ କରିବାକୁ ଦେଇଥିଲେ ପରାମର୍ଶ ସବୁବେଳେ କ୍ରିକେଟ ପଛରେ ରହି ନଜରରଖିଥାନ୍ତି ଯୁବରାଜ | ଖାସ କରି ଦଳର ତିନିଜଣ ବ୍ୟାଟ୍ସମ୍ୟାନ ବିନା କୌଣସି ରନ କରି ଆଉଟ ହେଇଜିବାକୁ ପସନ୍ଦ କରୁନଥିଲେ ପୂର୍ବତନ କ୍ରିକେଟର ଯୁବରାଜସିଂ |
ଅଷ୍ଟେଲିଆ ବୋଲରଙ୍କ ଆଗରେ ଟିମ ଇଣ୍ଡିଆର ତିନିଜଣ ଟପ ବ୍ୟାଟ୍ସମ୍ୟାନ ଜିରୋରେ ଆଉଟ ହୋଇଥିଲେ ଇସନକିଶନଙ୍କ ଉପରେ ରୋହିତ ଶର୍ମା ଜିରୋରେ ଆଉଟ ହେଲାପରେ ଚତୁର୍ଥ ନମ୍ବର ରେ ଆସୁଥିବା ସିୟାସାୟାଲ ମଧ୍ୟ ସଟ ଖେଳିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ | ହେଲେ 4ନମ୍ବର ବ୍ୟାଟ୍ସମ୍ୟାନ ସବୁବେଳେ ପ୍ରେସରରେ ରହିବ ଉଚିତ ଯାହାକୁ କୁହନ୍ତି ଯୁବରାଜସିଂ | କାରଣ ଯୁବରାଜସିଂ ସବୁବେଳେ 4ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ଖେଳାକୁ ସମ୍ଭାଳୁଥିଲେ ଏବଂ ଦଳକୁ ସମ୍ଭାଳିବା ସହିତ ମ୍ୟାଚକୁ ଜିତାଉଥିଲେ |
ତେବେ ଏହିସବୁ ଭିତରେ ଯୁବରାଜସିଂ କୁନେଇ ଅନେକ କଥା ଉଠୁଛି କାହିଁକି ଯୁବରାଜସିଂ ଏତେ ଭଲ ଖେଳୁଥିଲେ କ୍ରିକେଟରୁ ଅବସର ନେଇଗଲେ | ଦୁନିଆର ସବୁସଙ୍ଘଠନ ସବୁ ଦଳରେ କିଛିନା କିଛି ମତଭେଦ ରହିଥାଏ ମନକୁ ମନ ମିଶଇନଥାଏ | ସେହିଭଳି ଭାବରେ ଯେତେବେଳେ ମହିନ୍ଦ୍ର ସିଂ ଧୋନି ଟିମ ଇଣ୍ଡିଆର ଦାୟିତ୍ୱ ସମ୍ଭାଳୁ ଥିଲେ ସେତେବେଳେ ଯୁବରାଜସିଂ ସହିତ ପତ୍ର ଅନ୍ତର କରାଯାଉଥିଲା ଫ୍ୟାନ୍ସ ମାନେ ମଧ୍ୟ ଅଭିଯୋଗ କରିଥିଲେ |
ଏମିତିକି ଯୁବରାଜସିଂଙ୍କ ବାପା ଗଣମାଧ୍ୟମ ଆଗକୁ ଆସି ସମାନ କଥା କହିଥିଲେ କିନ୍ତୁ ଯାହା ସବୁଠାରୁ ବଡ଼ ସତ ରହିଥିଲା ଯେତେବେଳେ ଯୁବରାଜସିଂକୁ କ୍ୟାନ୍ସର ହୋଇଥିଲା ସସେତେବେଳେ ସେ ମେଡିକାଲ୍ରେ ଆଡମିଟ ହୋଇଥିଲେ ଆଉ ବହୁଦିନ ପର୍ଯ୍ୟନ୍ତ ସେ କ୍ରିକେଟ ଖେଳିନଥିଲେ ଆଉ ଏହି ଭିତରେ ସମୟ ଗଡିଯିବା ସହିତ ଯେତେବେଳେ ପୁଣି ଥରେ ଯୁବରାଜସିଂ ମଇଦାନକୁ ଆସିଥିଲେ ସେହି ସମୟ ପୁଣିଥରେ ପୂର୍ବଭଳି ଖେଳି ପାରୁନଥିଲେ ଯାହାଫଳରେ ସେ ନିଜେ ବିଚାର କରି ନିଶ୍ଚପତି ନେଇଥିଲେ କ୍ରିକେଟରୁ ସବୁଦିନ ପାଇଁ ଦୁରେଇ ଯିବେ |