Hirakud ଡ୍ୟାମ କାହିଁକି ଭାଙ୍ଗିବ ,କଣ ରହିଛି ଏହାର ଇତିହାସ ,ଏହା ପଛରେ ଲୁଚିକି ରହିଛି ଭୟଙ୍କର ରହସ୍ୟ ,ଜାଣିଲେ ମଧ୍ୟ ବିଶ୍ୱାସ ହେବ ନାହିଁ |

ନମସ୍କାର ଦର୍ଶକବନ୍ଧୁ ପିଲାଦିନ ଆପଣମାନେ ଶୁଣିଥିବେ ଯଦି ହୀରାକୁଦ ବନ୍ଧ ଭାଙ୍ଗିଯିବ ତାହେଲେ ନଢ଼ିଆ ଗଛ ଉଚ୍ଚର ପାଣି ଆସିବ ସମସ୍ତଙ୍କୁ ଭସାଇ ନେବ ଏବଂ ବଙ୍ଗୋପସାଗରରେ ମିଶାଇ ଦେବ ତାହେଲେ ଏହି କଥା କେତେ ଦୂର ସତ ଆସନ୍ତୁ ଆମେ ସମ୍ପୂର୍ଣ୍ଣ ଭାବରେ ଜାଣି ନେବା |ଆମେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ସମ୍ବଲପୁର ନଦୀ ସବୁଠାରୁ ବଡ଼ ମହାନଦୀ ଏହା ଉପରେ ହୀରାକୁଦ ଡ୍ୟାମ 1947 ମସିହାରେ ନିର୍ମାଣ ହୋଇଥିଲା ଏବଂ 1957 ମସିହାରେ ଏହି ଡ୍ୟାମଟି ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଥିଲା କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଏହି ହୀରାକୁଦ ଡ୍ୟାମଟି ଭାଙ୍ଗିବ କି ନାହିଁ |

ହୀରାକୁଦ ଡ୍ୟାମର ଲାଇଫ 100 ବର୍ଷ ଥିଲା ଏବଂ ବରଗଡ଼ର ଏମପି ସୁରେଶ ପୂଜାରୀ କହିବା କଥା ଅନୁସାରେ ଏଥିରେ କିଛି କର୍ସ ଅଛି ବା ହୋଲ ଅଛି ଯାହା ଫଳରେ ହୀରାକୁଦ ବନ୍ଧ ଭାଙ୍ଗି ଯିବାର ଚାନ୍ସ ବଢି ଯାଉଛି |ଯଦି ଏହାର ରିପେୟାରିଙ୍ଗ ପୁଣି ଥରେ କରାନଯାଏ ତାହେଲେ ଭାଙ୍ଗି ଯିବାର ଚାନ୍ସ ଆହୁରି ବଢ଼ିଯିବ |

ଆପଣ ଜାଣିଥିବେ ଯେ ହୀରାକୁଦ ଡ୍ୟାମ ଆମ ପୃଥିବୀର ସବୁଠାରୁ ବଡ଼ ଡ୍ୟାମ ଏବଂ ଏହା 15 କିଲୋମିଟର ପର୍ଯ୍ୟନ୍ତ ଲମ୍ବ ରହିଛି ପାଣି ନିଷ୍କାସନ ପାଇଁ 4.8 କିଲୋମିଟର ବନ୍ଧ ତିଆରି ହୋଇଛି ଏବଂ ମଝିରେ ସୁଇଚ ଗେଟ ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଛି |

ଏହି ଡ୍ୟାମ 5.818 କ୍ୟୁବିକ ମିଟର ପାଣି ଷ୍ଟୋର କରିବାର କ୍ଷମତା ରହିଛି କିନ୍ତୁ ପ୍ରୋବ୍ଲେମ ହେଲା ହୀରାକୁଦର ଜଳ ଭଣ୍ଡାର ଯେଉଁଟା କି ଏକ ବଡ଼ ହ୍ରଦ ସଦୃଶ ଏବଂ ସେଇଟା 55 କଲିମିଟର ପର୍ଯ୍ୟନ୍ତ ସଦୃଶ ଅଛି ଭଗବାନ ନକରନ୍ତୁ ଏହା ଯଦି ସତକୁ ସତ ଭାଙ୍ଗି ଯାଏ |

ଏହା ଦ୍ୱାରା ସମ୍ବଲପୁର ,ଅନୁଗୁଳ ,ଢେଙ୍କାନାଳ ,କଟକ ,ସୋନପୁର ,କେନ୍ଦ୍ରାପଡ଼ା ,ପୁରୀ ଏବଂ ଜଗତସିଂହ ପୁରରେ ଧନ ଜୀବନ କ୍ଷତି କରିବା ସହିତ ବହୁତ ଅସୁବିଧାରେ ସମୁଖୀନ ହେବେ |ତାର ଯେଉଁ ପ୍ରଚୁର ମାତ୍ରାରେ ପାଣି ଆସିବ ଘର ଦ୍ୱାର ସହିତ ଜୀବନ ହାନି ମଧ୍ୟ ହେବ ଏବଂ ତାର ଯେଉଁ ସବୁ ସଖା ନଦୀ ଗୁଡିକରେ ପ୍ରଚୁର ମାତ୍ରାରେ ପାଣି ଆସିବ |

Leave a Reply

Your email address will not be published. Required fields are marked *