ନମସ୍କାର ଦର୍ଶକବନ୍ଧୁ ଆଜି କାଲିର ସମାଜରେ ରହୁଥିବା ଯୁବତୀ ମାନେ ପଇସା ପାଇଁ କିଛି ବି କରି ପାରୁଛନ୍ତି ଆବାଶ୍ୟକ କହିଲେ ନିଜ ଦେହକୁ ମଧ୍ୟ ବିକ୍ରି କରିବା ପାଇଁ ପଛାଉ ନାହାଁନ୍ତି |ଦେଖନ୍ତୁ ଏହି ଯୁବତୀ ଜଣକ କେମିତି ନିଜେ ସୁନ୍ଦର ପୋଜରେ ଛିଡ଼ା ହୋଇ ଯାଇଛନ୍ତି ନିଜ ଦେହର ଖୁସି ବନେଇବା ପାଇଁ କେମିତି ନିଜ ଦେହକୁ ବିକ୍ରି କରିପାରୁଛନ୍ତି ବଜାରରେ |
ସେଠାରେ ଥିବା ଯୁବକ ମାନଙ୍କ ଭିଡ଼ ଲାଗିଥିବା ଦେଖି କହୁଛନ୍ତି ଆସନ୍ତୁ ବାବୁ ମୋ ଭଳି ସୁନ୍ଦରୀ ମାନଙ୍କୁ ଦେଖ ଭଲ ପ୍ଲାନ ମୁଁ ଆପଣଙ୍କୁ ଦେଇ ଦେବି |ଯୁବତୀ ଜଣକ ଯାଇ କହୁଛନ୍ତି ମୁଁ ଏଠାରେ ଏକା ନାହିଁ ମୋ ଭଳି ଅନେକ ଝିଅ ଅଛନ୍ତି କିନ୍ତୁ ମୋ ଭଳି ଝିଅ ଆପଣ ଆଉ କେଉଁଠି ପାଇବେ ନାହିଁ ତୁମେ ଖୁସି ହେଲେ ଆମକୁ ଟଙ୍କା ଟିକେ ଅଧିକ କରିଦେବ |
ଆସ ମୋ ମଜା ଟିକେ ନେଇକି ଦେଖ |ମତେ ଦେଖନ୍ତୁ ଏବଂ ମୋର ସୁନ୍ଦରତାକୁ ଦେଖନ୍ତୁ ତାପରେ ଆପଣ ଯେଉଁଠାକୁ ଯାଉଛନ୍ତି ଯାଆନ୍ତୁ ମୋର ଆପତ୍ତି ନାହିଁ |ଦେଖନ୍ତୁ ଦର୍ଶକବଂଧୁ ଏହି ପାନ ଦୋକାନ ଉପରେ ଟିକେ ନଜର ପକେଇ ଦିଅନ୍ତୁ ଏହି ପାନ ଦୋକାନ ଆଗରେ ଯୁବତୀ ମାନଙ୍କ ରେଟ ଛିଣ୍ଡା ହେଉଛି |
ଏଭଳି ଖୋଲାଖୋଲି ଭାବରେ ଏହି ହୋଟେଲ ଭିତରେ ଦେହ କାରବାର ଚାଲିଛି ଆଉ ହୋଟେଲର ମ୍ୟାନେଜର ମଧ୍ୟ ସବୁ ଯୋଗାଇ ଦେଉଛନ୍ତି ନା ପୋଲିସର ଡର ନା ପବ୍ଲିକର ଟେନ୍ସନ ଯିଏ ଯାଉଛି ଖୁସି ହୋଇ ଫେରୁଛି |
ଏମିତି ଖୋଲା ଖୋଲି ଭାବରେ କାମ ଚାଲୁଥିଲେ ମଧ୍ୟ ପୋଲିସ ଏହାକୁ ବିରୋଧ କରୁ ନାହାଁନ୍ତି |ଖବର ଆସିଲେ ମଧ୍ୟ ପୋଲିସ ମଧ୍ୟ କିଛି ଆକ୍ସନ ନେଉ ନାହିଁ ଏହି ଘଟଣାଟି ମହାରାଷ୍ଟ୍ର ରାଜ୍ୟର ବୋଲି ଜଣା ପଡ଼ିଛି |