ମନ୍ଦିର ଭିତରେ 17 ବର୍ଷୀୟ ନାବାଳିକା ଝିଅକୁ ବିବାହ କରୁଛି 15 ବର୍ଷର ନାବାଳକ ପୁଅ ଏପଟେ ଘର ଲୋକ କେହି କିଛି ଜାଣିନଥିବା ବେଳେ ମନ୍ଦିରର ନନାଙ୍କୁ ଧରି ଏପଟେ ସେମାନେ ବିବାହ କରିସାରିଲେଣି | ଆଉ ପୁଅ ଏତେ ଛୋଟ ବୟସର ହୋଇଥିଲେ ମଧ୍ୟ ତା ଠାରୁ ଅଧିକ ଦୁଇ ବର୍ଷର ଝିଅକୁ ସ୍ତ୍ରୀ ବନେଇଦେଲାଣି | ଦର୍ଶକ ବନ୍ଧୁ ଇଏ କ୍ୱିଯୁଗ ହେଲା ଘରେ ସେପଟେ ବାପାମା ଥାଉ ଥାଉ ଝିଅକୁ ପୁଅ ଉଠାଇ ଆଣି ଏଇ ମନ୍ଦିରରେ ବିବାହ କରିଦେଲା |
କଲେଜରେ ପାଠ ପଢିଲା ବେଳେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ଆଜ ଦୁହେଁ ପରସ୍ପରକୁ ମନ୍ଦିରରେ ଲୁଚି ଲୁଚି ବିବାହ କରିଥିଲେ | ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଇଠି ପୁଅର ବୟସ ମାତ୍ର 15 ବର୍ଷ ହୋଇଥିବା ବେଳେ ଝିଅକୁ ହୋଇଛି 17 ବର୍ଷ | ଆଉ ଏମାନେ ଏତେ କମ ବୟସରୁ ଭଲପାଇ ବସିଥିଲେ ଯେ ସେମାନେ ଜଣେ ଅନ୍ୟ ଜଣଙ୍କୁ ଛାଡି ରହି ପାରୁନଥିଲେ ଆଉ ଶେଷରେ ଘର ଲୋକ ଯେତେବେଳେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ ଝିଅର ବାପାମା ଝିଅକୁ ତାଗିତ କରି ଘରେ ରଖିଥିଲେ |
ଆଉ ଏହି ପୁଅ ଠାରୁ ଦୁରେଇ ରହିବାକୁ କହୁଥିଲେ କିନ୍ତୁ ଯେହେତୁ ଦୁହିଁଙ୍କର ଗୋଟିଏ କଲେଜ ଥିଲା ସେମାନେ କଲେଜରେ ପାଠ ପଢା କମ ଆଉ ପ୍ରେମ ଅଧିକ କରୁଥିଲେ | ଆଉ ସେଥି ପାଇଁ ଦୁହେଁ ଘରଲୋକଙ୍କ କଥାକୁ ପଛରେ ପକାଇ ଲୁଚି ଘରୁ ପଳାଇ ଆସିଥିଲେ | ଆଉ ଯେହେତୁ ଏମାନଙ୍କର ବିବାହ କରିବାକୁ ଉପଯୁକ୍ତ ବୟସ ମଧ୍ୟ ହୋଇନଥିଲା ସେଥିପାଇଁ ସେମାନେ କୋଟରେ ବିବାହ କରି ପାରିନଥିଲେ |
ଆଉ ସେଥି ପାଇଁ ଏଇଠି ମନ୍ଦିରରେ ବିବାହ କରିବାପାଇଁ ଦୁଇଜଣ ଯୋଜନା କରିଥିଲେ ଆଉ ମନ୍ଦିରର ନନାଙ୍କୁ ଦକ୍ଷିଣ ଦେଇ ଏଇ ଦୁଇ ପ୍ରେମୀ ଯୁଗଳ ସ୍ୱାମୀସ୍ତ୍ରର ବନିଯାଇଛି | ତେବେ ଏଇଠି ଦୁଇ ଜଣଙ୍କ ସହିତ ଅନ୍ୟ ଜଣେ ଏମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ଆଉ ସେ ଏମାନଙ୍କର ବାହାଘରକୁ ନିଜ ଫୋନରେ ରେକଡ଼ କରୁଥିବା ବ୍ୟକ୍ତି | ଆଉ ଯେତେବେଳେ ନାନା ବିବାହ କରିଦେଇଥିଲେ ସେତେବେଳେ ଏହି ଝିଅ ଏହି ବ୍ୟକ୍ତିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ |