ସ୍ୱାମୀ ଥିବା ସାମ୍ନାରେ ନିଜର ସ୍ତ୍ରୀ ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ ,ଏଭଳି କାଣ୍ଡ ଦେଖି ଗାଁ ଲୋକେ ମୁଣ୍ଡରେ ଦେଲେ ହାତ ,କହିଲେ ଛିଃ ଛିଃ …ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ନିଜ ସ୍ୱାମୀ ଆଉ ଭଲ ଲାଗୁନି ପ୍ରେମିକ ପାଖରେ ମନ ବସିଲେ ଉଠିଲେ ଖାଲି ପ୍ରେମିକ କଥା କେବଳ ମନେ ପଡୁଛି ସ୍ୱାମୀ କୁଆଡ଼େ ଚାଲିଗଲେ ସ୍ତ୍ରୀ ଜଣକ ଖୁସି କହିଲେ ନସରେ |ସ୍ୱାମୀ ଘରେ ନଥିବା ଅବସ୍ଥାରେ ନିଜ ପ୍ରେମିକକୁ ଫୋନ କରି ଡକାଇ ଦେଇଥିଲା ପ୍ରେମିକ ମଧ୍ୟ ରାଙ୍କାଳିଆ ହୋଇ ଅନେଇ ବସିଥାଏ କେମିତି ଫୋନ ଆସିବ ମୁଁ ଯାଇ ଜଲ୍ଦି ପହଁଚି ଯିବି ଆଉ ମନ ଇଚ୍ଛା ଦେହ ସୁଖ କରିବି ଯେମିତି କଲେ ବି ଚଳିବ ଯଦି ବି ପ୍ରେମିକା ପେଟରେ ପିଲା ରହିଲା କିଛି ଚିନ୍ତା ନାହିଁ |

ସବୁ ତା ସ୍ୱାମୀ ମୁଣ୍ଡରେ ବୋଳିଦେବି ଏହା ଭାବି ଫୋନ କଲ ପାଇବା ମାତ୍ରେ ପହଁଚି ଯାଉଥିଲା ମହିଳାର ଘରେ ଦୁହେଁ କେହି ନଥିବା ସୁଯୋଗ ନେଇ ଦେହ ସୁଖ କରୁଥିଲେ |ମନ ଶାନ୍ତି ହେଲା ପରେ ପ୍ରେମିକ ନିଜ ଘରକୁ ଫେରୁ ଆସିଥିଲା ହେଲେ ଚୋର ଘର ସବୁଦିନ ଅନ୍ଧାର ନଥାଏ ଏହି ଚୋରା ପ୍ରେମ ଧରା ପଡ଼ିଗଲା |

ଉଭୟ ଘରେ ଭିତରେ ଅସଂଘିତ ଅବସ୍ଥାରେ ରହିଥିବା ବେଳେ ଘରର ଲୋକମାନେ ଦେଖିଦେଲେ ଓ ସହି ପଡ଼ିଶା ଲୋକମାନଙ୍କୁ ଡାକିଦେଲେ ତାପରେ ଘର କବାଟ ଖୋଲି ଦୁହେଁଙ୍କୁ ଧରି ଦେଲେ ଆଉ ତାପରେ ଦୁହେଁଙ୍କୁ ଧରି ଗାଁ ଦାଣ୍ଡକୁ ନେଇ ଆସିଲେ ଓ ସ୍ୱାମୀ ଆସିବା ପରେ ସବୁ କଥା ଗ୍ରାମର ଲୋକମାନେ କହିଦେଲେ ଓ ସ୍ୱାମୀ ନିଷ୍ପତି ନେଲା ଯେ ସ୍ତ୍ରୀ କୁ ଆଉ ରଖିବ ନାହିଁ |

କହିଲା ଯାହା ସହ ଏମିତି କାମ କରିଛି ସେ ରଖୁ ଆଉ ମୋ ଶଙ୍ଖା ସିନ୍ଦୁର ତା ଦେହରେ ଆଉ ନ ରହୁ ଏଭଳି ଜିଦି ଧରିଲା ପରେ ଶଙ୍ଖା ସିନ୍ଦୁର ସବୁ ତା ଦେହରୁ ନେଇ ଆସିଲେ |ପ୍ରେମିକ ଜଣକ ପୁରୁଣା ଶଙ୍ଖା ଖୋଲିକି ନୂଆ ଶଙ୍ଖା ପିନ୍ଧାଇଲା |

ମଥାରେ ଥିବା ସିନ୍ଦୁରକୁ ପାଣି ବୋତଲ ସାହାଯ୍ୟରେ ଧୋଇ ଦେଇଦେଲା ଆଉ ନିଜେ ମଥାରେ ସିନ୍ଦୁର ପିନ୍ଧାଇ ଦେଇ ସବୁ ଦିନ ପାଇଁ ପ୍ରେମିକାକୁ ନିଜର କରିଦେଲା ସ୍ୱାମୀ ହେଲେ ଆଉଟ ପ୍ରେମିକ ହେଲେ ଇନ

Leave a Reply

Your email address will not be published. Required fields are marked *