ଶାଶୂଙ୍କ ଆଗରେ ବୋହୂଙ୍କ ଜବରଦସ୍ତ Dance, ଠୁମକା ଦେଖି ଶାଶୂ ବେହୋସ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଶାଶୂଙ୍କ ସାମ୍ନାରେ ବୋହୂଙ୍କ ଧମାଲ୍ ରୋଷେଇ ଘରର କଲେ ଜବରଦସ୍ତ ଡାନ୍ସ ଠୁମୁକା ଦେଖି ଶାଶୁ ଅବାକ୍ ଦେଲେ ଏମିତି ରିଆକ୍ସନ୍ ଶାଶୁ ବୋହୂଙ୍କ ସମ୍ପର୍କ ନିଆରା ଯେତେବେଳେ ରାଗ ରୁସା ମାନା ଅଭିମାନ ତ ଯେତେବେଳେ ସ୍ନେହ ଓ ଭଲ ପାଇବା ହେଲେ କିଛି ଲୋକଙ୍କ ଧାରଣା ଥାଏ ଶାଶୁ କେବେ ମାଆ ପରି ସ୍ନେହ କରି ପାରନ୍ତି ନାହିଁ ତେବେ ଯଦି ସେମିତି କିଛି ଭାବୁଛନ୍ତି ତେବେ ଏହି ଭିଡିଓ ଦେଖିଲେ ଆପଣଙ୍କ ମନ ଧାରଣା ଦୂର ହୋଇଯିବ ଆପଣ ମାନିବାକୁ ବାଧ୍ୟ ହେବେ ଶାଶୂ ବି ବୋହୂଙ୍କୁ ତାଙ୍କ ମାଆଙ୍କ ପରି କରି ପାରନ୍ତି ସ୍ନେହ |

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଶାଶୁ ରୋଷେଇ କରୁଛନ୍ତି ଆଉ ବୋହୂ ତାଙ୍କ ପାଖରେ ଛିଡା ହୋଇ ଦୀପିକା ପାଦୁକୋନ୍ ଙ୍କ ଲତ୍ ଲାଗଗଈ ଗୀତରେ ନଚିବା ଆରମ୍ଭ କରି ଦିଅନ୍ତି ବୋହୂ ଶାଢ଼ୀ ପିନ୍ଧି ପୁରା ବିନ୍ଦାସ ଭାବରେ ନାଚୁଛନ୍ତି ନା ଅଛି ଡର ନା ଅଛି ଭୟ କିଛି ସମୟ ପରେ ନାଚି ନାଚି ଶାଶୁଙ୍କ ପାଖକୁ ଯାଉଛନ୍ତି ଆଉ ମଜାଳିଆ ଢଙ୍ଗରେ ଲଗାଉଛନ୍ତି ଠୁମୁକା କିଛି ସମୟ ଶାଶୁଙ୍କ ପାଖରେ ବି ନାଚିବାକୁ ଲାଗନ୍ତି |

ଏହାପରେ ଶାଶୁ ଯାହା କରନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଶାଶୁ ପଛକୁ ବୁଲି ଖୁବ୍ ସୁନ୍ଦର ଭାବରେ ସ୍ମାଇଲ ଟିଏ ଦିଅନ୍ତି ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଛି ଶାଶୁ ବୋହୂଙ୍କ ମଧ୍ୟରେ ଥିବା ପ୍ରେମ ଓ ବଂଡିଂ ବିଷୟରେ ସେଥିପାଇଁ ବୋହୂ ଶାଶୁ ସମ୍ମୁଖରେ ବିନ୍ଦାସ୍ ହୋଇ ନାଚୁଛନ୍ତି ଏହି ଭିଡିଓ ଦେଖି ସମସ୍ତେ ଶାଶୁ ବୋହୂଙ୍କର କରିଛନ୍ତି ପ୍ରଶଂସା ଏହି ଭିଡିଓ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ୭୦ ହଜାରରୁ ଅଧିକ ଲାଇକ ମିଳି ସାରିଲାଣି ଜଣେ ୟୁଜର ଲେଖିଛନ୍ତି ମତେ ବି ଏମିତି ଶାଶୁ ମାଆ ଦରକାର ଅନ୍ୟଜଣେ ଲେଖିଛନ୍ତି ଶାଶୁ ବୋହୂଙ୍କ ସୁପର ଯୋଡି |

Leave a Reply

Your email address will not be published. Required fields are marked *