ରାସ୍ତା ଉପରେ ପଡିଥିବା ପଇସା କେବେ ପାଇଛନ୍ତି କି ? ତେବେ Janantu ତାହାର ଅର୍ଥ କଣ ହୋଇଥାଏ ,ଥରୁଟିଏ ନିଶ୍ଚୟ ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ରାସ୍ତା ଉପରେ ପଡ଼ିଥିବା ପଇସା ଉପରେ କିଛି ଆବଶ୍ୟକତା ଜାଣିବା କଥା ବହୁତ ଲୋକ ଏପରି ହୋଇଥାଆନ୍ତି ଯେ ଯେଉଁ ମାନଙ୍କୁ ରାସ୍ତାରେ ଯାଉଥିବା ସମୟରେ ପଇସା ପାଇଥାଆନ୍ତି ତ ଆଜି ଆମେ ଆପଣଙ୍କୁ କହିବୁ ଯେ ଏହାର ଅର୍ଥ କଣ ହୋଇଥାଏ ତାହା ଶୁଭଫଳ ଦେଇଥାଏ ନା ଅଶୁଭ ଫଳ ପ୍ରଦାନ କରିଥାଏ ସେହି ପଇସା ଆପଣଙ୍କ ଭାଗ୍ୟ ବଦଳାଇଥାଏ ତ ଆପଣଙ୍କ ଜୀବନରେ ବହୁତ ସମସ୍ୟା ମଧ୍ୟ ଆଣିଥାଏ |ତେବେ ଦେଖନ୍ତୁ ଅଚାନକ କୌଣସି ପ୍ରକାର ଧନ ଲାଭ ହୋଇଯାଏ ତ ଏହା ଦ୍ୱାରା ବ୍ୟକ୍ତିକୁ ରୋମାଞ୍ଚକର ଅନୁଭବ ହୋଇଥାଏ ଏହା ଠାରୁ ଭଲ ଅନୁଭବ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କୁ ରାସ୍ତା ଘାଟ ଚାଲୁଥିବା ସମୟରେ କିଛି ପଇସା ମିଳିଯାଏ |

କେହି କେହି ରୋଡ଼ ସାଇଡରେ ପଡ଼ିଥିବା ଏହି ପଇସାକୁ କାମରେ ଲଗାଇ ଥାଆନ୍ତି ତ କେହି ଏହାକୁ ଉଠାଇ କୌଣସି ଧାର୍ମିକ କାର୍ଯ୍ୟରେ ଲଗାଇ ଥାଆନ୍ତି କିମ୍ବା ପଇସାର ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଦେଇ ଥାଆନ୍ତି ତ ଆଜି ଆମେ ଜାଣିବା ଯଦି ଆପଣ କୌଣସି ଜାଗାରେ ପଇସା ପାଇ ଥାଆନ୍ତି ତ ଏହାର ଅର୍ଥ କଣ ହୋଇଥାଏ |ବିଶେଷ କରି ଆମେ ଜାଣିବା ଯଦି ରାସ୍ତା ଉପରେ ପଇସା ଟିଏ ପଡ଼ିଥାଏ ଏବଂ ତାହାକୁ ଆପଣ ଯଦି ପାଆନ୍ତି ତେବେ ତାହାର ଅର୍ଥ କଣ ହୋଇଥାଏ ଏହା ଦୁଇଟି କଥା ଉପରେ ନିର୍ଭର କରିଥାଏ ସବୁଠାରୁ ପ୍ରଥମେ ଏହା ଯେ ଯେବେ ଆପଣଙ୍କୁ ଏହା ମିଳିଲା ସେ ସମୟରେ ଆପଣଙ୍କ ଚିନ୍ତାଧାରା କଣ ଥିଲା|

ଦ୍ୱିତୀୟଟି ଏହା ଅଟେ ଯେ ଆପଣଙ୍କୁ ନୋଟ ମିଳିଲା ନା କଏନ ଯଦି ଆପଣଙ୍କୁ କୌଣସି କଏନ ପ୍ରାପ୍ତ ହେଉଛି ତ ଏହାର ସମ୍ବଦ ଆପଣ ନୂଆ କରି କୌଣସି କାର୍ଯ୍ୟ ଆରମ୍ଭ କରିବା ସହିତ ହୋଇଥାଏ |ଯଦି ଆପଣାରେ କିଛି ନୂଆ କରିବାକୁ ଯାଉଛନ୍ତି ତ ସେଥିପାଇଁ ଏବେ ଠିକ ସମୟ ଆସି ଯାଇଛି ଏହା ସଫଳତା ଉପଲବ୍ଧି ପ୍ରଗତିର ସଙ୍କେତ ଅଟେ |ଏବେ ଆସନ୍ତୁ ଆଜି ଆମେ ଜାଣିବା ଯଦି ଆପଣଙ୍କୁ କୌଣସି ନୋଟ ପ୍ରାପ୍ତ ହେଉଛି ତ ଏହାର ଅର୍ଥ ଅଟେ ଆପଣ ଆପଣଙ୍କ ପରିସ୍ଥିତିକୁ ଗମ୍ଭୀରତା ସହାୟକରେ ଦେଖିବାର ଅଛି |

ଆପଣଙ୍କୁ ଆପଣଙ୍କ ଉପରେ ବିଶ୍ୱାସ କରି ନିଜର ନିର୍ଣ୍ଣୟର କାର୍ଯ୍ୟର ପରିଣତ କରିବାର ଆବଶ୍ୟକତା ଅଛି |ଆପଣଙ୍କୁ ସଫଳତା ମିଳିବ ସର୍ତ୍ତ ଏହା କି ଆପଣ ଆପଣଙ୍କ ଉପରେ ନିୟନ୍ତ୍ରଣ ଏବଂ ବିଶ୍ୱାସ ଦୁଇଟି ଯାକ ନିଶ୍ଚିତ ଭାବରେ ରଖିବାକୁ ହେବ |ରାସ୍ତା ଉପରେ ପଡ଼ିଥିବା ପଇସା ଏଭଳି ସଙ୍କେତ ଦେଇଥାଏ ଯେ ଆପଣଙ୍କ ପୂର୍ବଜ ଆପଣଙ୍କୁ ଏହି କଏନ ସହିତ ଆପଣଙ୍କୁ ତାଙ୍କର ଆଶୀର୍ବାଦ ଦେବାକୁ ଚାହୁଁଛନ୍ତି ଓ ତାହାର ସମ୍ବଦ ପରଲୋକିତ ଶକ୍ତି ସହିତ ରହିଛି |

ସେ ଏହି କଏନ ଏହି ଜରିଆରେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ ଆପଣ ନିଜକୁ କେବେବି କମ ବୋଲି ଭାବନ୍ତୁ ନାହିଁ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣ କେବେ ଆତ୍ମ ବିଶ୍ୱାସ ହରାନ୍ତି ତାକୁ ପୁନଃ ପ୍ରାପ୍ତି କରିବାକୁ ଚେଷ୍ଟା କରନ୍ତୁ |ତେବେ ଜାଣି ନିଅନ୍ତୁ ଯେ ଆପଣ ରାସ୍ତାରେ ଯିବା ସମୟରେ ଯଦି ପଇସା ପାଉଛନ୍ତି ତେବେ ତାହା ଶୁଭ ବିଚାର କରାଯାଏ |ବିଶେଷ କରି କଏନ ପାଇଥିଲେ ଏହା ଶୁଭ ବିଚାର କରାଯାଏ

Leave a Reply

Your email address will not be published. Required fields are marked *