ନିମ୍ବ ଗଛ ଆମ ସମସ୍ତଙ୍କ ଘର ଆଖପାଖରେ ସହଜରେ ମିଲିଯାଏ ଏବଂ ଏହା ଚମତ୍କାରୀ ଗୁଣରେ ଭରିହୋଇ ରହିଥାଏ | ଆଜି ଆମେ ଏହାର ତାନ୍ତ୍ରିକ ଏବଂ ଜ୍ୟୋତିଷ ପ୍ରୟୋଗ କହିବୁ ଯାହା ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗଗ୍ୟରେ ପରିଣତ କରିଦେବ | ଭାଗ୍ୟ ଚମକିବ ଆପଣଙ୍କର ଶନି ରାହୁ କେତୁ ଯେମିତି ଗ୍ରହମାନଙ୍କର ପିଡ଼ରୁ ଆପଣଙ୍କୁ ମୁକ୍ତି ମିଳିଯିବ | ନିମ୍ବ ଗଛ କୌଣସି ସାଧାରଣ ଗଛ ନୁହେଁ ଏହା ଅନେକ ପ୍ରକାର ରୋଗକୁ ଦୂର କରିବାରେ କାମ କରିଥାଏ ଏହା ଆପଣଙ୍କୁ ଅଚାନକ ଧାନର ପ୍ରାପ୍ତି ମଧ୍ୟ କରେଇପାରେ |
ନିମ୍ବ ଗଛରେ ଭରପୁର ଔଷଧୀୟ ଗୁଣ ରହିଥାଏ ଏବଂ ଏହାର ପତ୍ର ସଂକ୍ରମଣ ରୋଗକୁ ରୋକିବାର କାମ କରିଥାଏ କିନ୍ତୁ ହିନ୍ଦୁ ଧର୍ମରେ ଯଦି ଏହାର ଜ୍ୟୋତିଷ ଉପାୟ ଦେଖାଯାଏ ଏହାର ଧାର୍ମିକ ମହତ୍ୱ ଦେଖାଯାଏ ତେବେ ଏହାର ବହୁତ ବେଶୀ ରହିଥାଏ | ଓସ୍ତ ଗଛ ଠାରୁବି ଅଧିକ ରହିଥାଏ ବରଗଛଠାରୁବି ଅଧିକ ମହତ୍ୱ ରହିଥାଏ ଶାସ୍ତ୍ରରେ ଏହାକୁ ତ୍ରିବେଣୀ କୁହାଯାଏ | ଯେମିତି ବ୍ରହ୍ମ ବିଷ୍ଣୁ ମହେଶ୍ଵର ଏମାନଙ୍କୁ ତ୍ରିଦେବ କୁହାଯାଇଥାଏ ସେହି ପ୍ରକାରରେ ବର ଓସ୍ତ ନିମ୍ବ ଏମାନଙ୍କୁ ତ୍ରିବେଣୀ କୁହାଯାଇଥାଏ |
ନିମ୍ବ ଗଛର ଡାଳ ବା ବାଡ଼ି ଆପଣଙ୍କୁ ନେବାର ଅଛି ଭଲ ଚଉଡ଼ାଵାଲା ନିମ୍ବ କାଠ ନେଇଆସନ୍ତୁ ଏବଂ ସେହି ନିମ୍ବ କାଠ ଉପରେ ସ୍ୱୟଂ ଆପଣ ନିଜେ ଖୋଳିକି ଶ୍ରୀ ଯନ୍ତ୍ର ବନାନ୍ତୁ | ଏହା କୌଣସି ସାଧାରଣ ଶ୍ରୀ ଯନ୍ତ୍ର ରହିବ ନାହିଁ ଏହା ସାକ୍ଷାତ ମାତା ଲକ୍ଷ୍ମୀଙ୍କର ଆଶ୍ରିବାଦ ହୋଇଯାଇଥାଏ | ନିମ୍ବର କଥାରେ ଯଦି ଆପଣ ସ୍ୱୟଂ ଶ୍ରୀ ଯନ୍ତ୍ର ବନେଇଦେବେ ଏବଂ ଏହାକୁ ଆପଣଙ୍କ ଘରେ ସ୍ଥାପନ କରିଦେବେ ଏହାର ପୂଜା କରିବେ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଅସିଜାନ୍ତି |
ଆଉ ତାଙ୍କର ଆଶ୍ରିବାଦ ଆପଣଙ୍କୁ ଦେଇଥାନ୍ତି ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ ହୋଇଥାଏ ଧନ ଧନ୍ୟରେ ପରିପୂର୍ଣ ହୋଇଥାନ୍ତି | ଏମିତି ଘରକୁ ମା ଲକ୍ଷ୍ମୀ ତ୍ୟାଗ କରନ୍ତି ନାହିଁ ନିମ୍ବ କାଠରେ ଆପଣଙ୍କୁ ଶ୍ରୀ ଯନ୍ତ୍ର ପ୍ରସ୍ତୁତ କରିବାର ଅଛି ଏହି ଶ୍ରୀ ଯନ୍ତ୍ରକୁ ଆପଣଙ୍କ ଠାକୁର ଘରେ ସ୍ଥାପନ କରିଦିଅନ୍ତୁ ଏବଂ ପ୍ରତିଦିନ ଏହାର ଦର୍ଶନ କରନ୍ତୁ ଏହାର ପୂଜା କରନ୍ତୁ | ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ନିଶ୍ଚିତ ପ୍ରାପ୍ତି ହେବ |