ଏହି ଫୁଲ ବଦଳାଇଦେବ ଦେବ ତୁମର ଭାଗ୍ୟ… ମାଙ୍କୁ ଅର୍ପଣ କରିଦିଅନ୍ତୁ ଆଜି, ଦେଖିବେ ହୀରା ଭଳି ଚମକି ଉଠିବ ଆପଣଙ୍କର ଭାଗ୍ୟ…

ନମସ୍କାର ବନ୍ଧୁଗଣ ପବିତ୍ର ଦୂର୍ଗାପୂଜା ନବରାତ୍ରୀ ସମୟରେ ମାଙ୍କୁ ଅର୍ପଣ କରନ୍ତୁ ଏହିଫୁଲ ଆପଣଙ୍କର ଭାଗ୍ୟ ନିଶ୍ଚିତ ବଦଳିଯିବ ଏହି ବର୍ଷ ନବରାତ୍ରୀ 15 ଅକ୍ଟୋବର ସୋମବାର ଦିନଠାରୁ 24 ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯିବ ହିନ୍ଦୁ ଧର୍ମରେ ଏହି ସମୟକୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଏ କେବଳ ଏତିକି ନୁହେଁ ଭକ୍ତମାନେ ମଧ୍ୟ ଏହି ଦିନଟିକୁ ଚାତକ ଭଳି ଚାହିଁ ରହିଥାନ୍ତି କୁହାଯାଏ କି ନବରାତ୍ରୀର ଏହି ନଅ ଦିନରେ ଭକ୍ତମାନେ ମାକୁ ଦର୍ଶନ କରିଥାନ୍ତି ଏବଂ ମା ପ୍ରସନ୍ନ ହୋଇ ସେମାନଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି ଏହି ନଅ ଦିନରେ ମାଙ୍କର ନଅଟି ରୂପକୁ ପୂଜା କରାଯାଇଥାଏ ଏବଂ ଦଶମୀ ଦିନ ଦଶହରା ନାମରେ ପ୍ରସିଦ୍ଧ ହୋଇଥାଏ।ନବରାତ୍ରୀ ବର୍ଷକୁ ୪ ଥର ଆସିଥାଏ ପୌଷ ଚୈତ୍ର ଆଷାଢ଼ ଆଶ୍ୱିନ ମାସର ପ୍ରତିପଦରୁ ଆରମ୍ଭ ହୋଇ ନବମୀ ଯାଏଁ ପାଳନ କରାଯାଇଥାଏ

ନବରାତ୍ରୀରେ ନଅଟି ରାତିରେ ତିନୋଟି ଦେବୀଙ୍କୁ ଯଥା ମା ଲକ୍ଷ୍ମୀ ମା ସରସ୍ଵତୀ ଏବଂ ମା ଦୁର୍ଗାଙ୍କର ନଅଟି ସ୍ୱରୁପକୁ ପୂଜା କରାଯାଇଥାଏ ଯାହାକୁ ନବଦୁର୍ଗା କୁହାଯାଇଥାଏ କୁହାଯାଏ ଯେ ମା ଦୁର୍ଗା ଭଗଵାନ ଶିବଙ୍କୁ ସ୍ଵାମୀଙ୍କ ରୂପରେ ପାଇବା ପାଇଁ ଯେଉଁଭଳି ଭାବରେ କଠିନ ତପସ୍ୟା କରିଥିଲେ ଠିକ୍ ସେହିଭଳି ମହିଳାମାନେ ନଅ ଦିନରେ ମାଙ୍କୁ ପୂଜା କରିଥାନ୍ତି ମା ଦୁର୍ଗା ସେମାନଙ୍କୁ ବିଶେଷ ବରଦାନ ପ୍ରଦାନ କରିଥାନ୍ତି ତେଣୁ ଏହି ଦଶହରା ଅବସରରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ଚମତ୍କାରି ଫୁଲ ଅର୍ପଣ କରନ୍ତୁ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।ବନ୍ଧୁଗଣ ପୂଜାପାଠରେ ଫୁଲର ଏକ ଅଲଗା ମହତ୍ତ୍ୱ ରହିଥାଏ କେଉଁ ଭଗଵାନଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ କେଉଁ ଭଗଵାନଙ୍କୁ କେଉଁ ଫୁଲ ଚଢ଼ାଇଲେ ସେ ପ୍ରସନ୍ନ ହୋଇଥାଆନ୍ତି |

ଏହି ବିଷୟରେ ନିହାତି ଜାଣିବା ଆବଶ୍ୟକ ହୋଇଥାଏ ସେହି ଫୁଲ ମଧ୍ୟରୁ ଆଜି ଆମେ ଜାଣିବା ଅତି ଦୁର୍ଲଭ ଫୁଲ ଯାହା ହେଉଛି ମନ୍ଦାର ଫୁଲ ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ ଦେବୀଙ୍କ ପୂଜାର ନାଲି ରଙ୍ଗର ଫୁଲର ବୋହୁତ ମହତ୍ତ୍ଵ ରହିଥାଏ ଏବଂ ଦେବତାଙ୍କ ପୂଜାରେ ହଳଦୀ ରଙ୍ଗର ଫୁଲକୁ ବୋହୁତ ଶୁଭ ମାନିଥାନ୍ତି ଏଆଜି ଆସନ୍ତୁ ଜାଣିବା ମନ୍ଦାର ଫୁଲର କିଛି ଚମତ୍କାରି କଥା ବିଷୟରେ ଏବଂ ଏହି ମନ୍ଦାର ଫୁଲ ଦ୍ଵାରା କିପରି ଦାରିଦ୍ର୍ୟତା ଦୂର କରି ମଣିଷକୁ ଧନୀ କରାଇଥାଏ ଏହି ବିଷୟରେ ଆଜି ଆମେ ଜାଣିବା।ଦେବୀ ନବଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ ୯ ଟି ୧୧ ଟି କିମ୍ବା ୨୧ ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତୁ ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ ଆପଣ ଦେବୀ ମାତାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମାତା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳକୁ ଅତି ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ ଆମର ସମସ୍ତ ପ୍ରକାରର ମନସ୍କାମନା ପୂରଣ କରିଥାନ୍ତି

ମାଲକ୍ଷ୍ମୀ ଏବଂ ମାଦୁର୍ଗା ଏବଂ ମାଲକ୍ଷ୍ମୀ ଏହି ଦୁହିଁଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ଏବଂ ଏହା ସହିତ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ କାରଣ ହନୁମାନ ଲାଲ୍ ରଙ୍ଗ ପ୍ରତି ଅତି ଆକୃଷ୍ଟ ଅଟନ୍ତି ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବଦୁର୍ଗାଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ କିମ୍ବା ମନ୍ଦାର ଫୁଲର ମାଳକୁ ଅର୍ପଣ କଲେ ସୁଖ ସମୃଦ୍ଧି ଧନ ସଂପତ୍ତି ଭଳି ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ ଯେଉଁମାନେ ନବଦୁର୍ଗା ଏବଂ ସୂର୍ଯ୍ୟ ନାରାୟଣଙ୍କର ଉପାସନା କରନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭଫଳ ଦାୟକ ଅଟେ ଏହା ମାନ୍ୟତା ଅଛି କି ଏହି ମନ୍ଦାର ଫୁଲରୁ ମାତ୍ର ଗୋଟିଏ ମନ୍ଦାର ଫୁଲ ପ୍ରତିଦିନ ଯଦି ନବଦୁର୍ଗାଙ୍କୁ ଅର୍ପଣ କରାଯାଏ ତେବେ ଆପଣଙ୍କ ସମସ୍ତ ଶତ୍ରୁମାନଙ୍କୁ ଦମନ କରିଥାନ୍ତି।

ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୂର୍ଯ୍ୟନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ରୋଗ ନାଶ ହୋଇଥାଏ ଘରେ ଥିବା ଫୁଲ ତୋଡ଼ାରେ କିମ୍ବା କଳସରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ବଢ଼ିଥାଏ ଏବଂ ପରିବାରରେ ଏକତା ଦେଖା ଦେଇଥାଏ ଯଦି ଘରେ ସ୍ଵାମୀ ସ୍ତ୍ରୀର ଝଗଡ଼ା ଲାଗି ରହୁଥିଲେ ସର୍ବଦା ଦୁଃଖ ଏବଂ ନିରାଶାରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ

ତେବେ ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟାମାନ ଦୂର ହୋଇଯିବ ଏବଂ ସ୍ଵାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ଖୁସିରେ ଜୀବନ ଅତିବାହିତ କରିବେ।ପ୍ରତ୍ୟେକ ଫୁଲ ଏବଂ ଗଛମାନଙ୍କରେ ଅନେକ ପ୍ରକାର ଦେବୀ ଏବଂ ଦେବତାଙ୍କ ଶକ୍ତି ସମାହିତ ରହିଥାଏ କେବଳ ଆମ ମାନଙ୍କୁ ତାହା ଜାଣିବାର ଅଛି ତେବେ ବନ୍ଧୁଗଣ ଆପଣମାନେ ଏହି ନବରାତ୍ରୀରେ ମାଙ୍କୁ ମନ୍ଦାର ଫୁଲର ମାଳ ନିଶ୍ଚିତ ଚଢ଼ାନ୍ତୁ ଏବଂ ନବରାତ୍ରୀ ନଅ ଦିନ ପର୍ଯ୍ୟନ୍ତ ମା ଦୁର୍ଗାଙ୍କୁ ନିଶ୍ଚିତ ଭାବରେ ନାଲି ରଙ୍ଗର ମନ୍ଦାର ଅର୍ପଣ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ଶୁଭଫଳ ପ୍ରାପ୍ତି କରିବେ।

Leave a Reply

Your email address will not be published. Required fields are marked *