ନମସ୍କାର ଦର୍ଶକବନ୍ଧୁ ଏହି ଚିତ୍ରଟିରେ ଛଅଟି ଷ୍ଟୋନ ଦିଆଯାଇଛି ଏମାନଙ୍କ ମଧ୍ୟରୁ ଆପଣଙ୍କୁ ସବୁଠାରୁ କେଉଁ ଷ୍ଟୋନ ଟି ଆପଣଙ୍କୁ ଅଧିକ ଆକର୍ଷଣ କରୁଛି କିମ୍ବା ଆପଣଙ୍କ ଦୃଷ୍ଟି କେଉଁ ଷ୍ଟୋନ ପ୍ରତି ଅଟକି ଯାଉଛି ଏହି କଥା ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ |ଆପଣ ବର୍ତ୍ତମାନ ଯେଉଁ କଥାକୁ ନେଇ ଚିନ୍ତାରେ ଅଛନ୍ତି ବା ଯେଉଁ ସବୁ ସମସ୍ୟା ଦେଇ ଗତି କରୁଛନ୍ତି ତାହାର ସମାଧାନ ଏହି ଷ୍ଟୋନ ମାଧ୍ୟମରେ ଲୁଚିକି ଅଛି ତେବେ ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଷ୍ଟୋନ ଆପଣଙ୍କୁ ତିନି ସେକେଣ୍ଡର ସମୟ ଦିଆଗଲା ଆମେ ଆଶା କରୁଛୁ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ମନ ପସନ୍ଦର ଷ୍ଟୋନ ଟିକୁ ବାଛିଥିବେ |
ପ୍ରଥମ ଷ୍ଟୋନ ଆପଣଙ୍କୁ ଯଦି ଏହି ପ୍ରକାର ଷ୍ଟୋନ ଅଧିକ ଆକର୍ଷିତ କରୁଛି ଯାହାକି ପ୍ରଥମେ ରହିଛି ତ ଏହାର ଅର୍ଥ ଅଟେ କି ଆପଣ ପ୍ରତ୍ୟକ ଜିନିଷକୁ ନିଜ ସ୍ୱତନ୍ତ୍ରତା ଠାରୁ ଅଧିକ ଧ୍ୟାନ ଦେଇ ଥାଆନ୍ତି |ଏହି ଷ୍ଟୋନ ଆପଣଙ୍କୁ କହିଥାଏ ଆପଣଙ୍କ ଜୀବନରେ ପ୍ରତ୍ୟକ ସମସ୍ୟା ଓ ସଭ୍ୟତାର ଜଞ୍ଜାଳରୁ ମୁକ୍ତି ଆବଶ୍ୟକ |ଆପଣଙ୍କୁ ଏକ ଏପରି ସ୍ଥାନକୁ ଯିବା ଆବଶ୍ୟକ ଯେଉଁଠାରେ ଆପଣ ବାହାର ଦୁନିଆର ଚିନ୍ତା ସବୁ ଭୁଲି ନିଜ ଉପରେ ଧ୍ୟାନ ଦେଇପାରିବେ |
ଦ୍ୱିତୀୟ ଷ୍ଟୋନ -ଆପଣ ଯଦି ଦ୍ୱିତୀୟ ଷ୍ଟୋନଟିକୁ ବାଛିଛନ୍ତି ତେବେ ଏହା ଦର୍ଶାଉଛି ଯେ ଆପଣଙ୍କ ଜୀବନ ଏବେ ପରିବର୍ତ୍ତନର ରୂପ ନେଉଛି ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି |ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିବ ଯାହାକି କେବଳ ଆପଣ ଅନୁଭବ କରିପାରିବେ |ପ୍ରେମ ସମ୍ୱଦରେ ଆପଣ ପରିମାର୍ଜିତ ଅନୁଭବ କରିବେ |
ତୃତୀୟ ଷ୍ଟୋନ -ଆପଣ ଯଦି ତୃତୀୟ ଷ୍ଟୋନଟିକୁ ବାଛିଛନ୍ତି ତ ଏହା ଆପଣଙ୍କ ଜୀବନରେ ଦର୍ଶାଉଛି ଯେ ଆପଣ ଜଣେ ଆଶାବାଦୀ ପ୍ରକୃତିର ବ୍ୟକ୍ତି ଅଟନ୍ତି ଆପଣଙ୍କ ଭବିଷ୍ୟତ ଯେତେ ଉଜ୍ଜଳ ହୋଇପାରେ ତାହା ଅବଶ୍ୟ ହିଁ ହେବ |ଆପଣ ମାନେ ଅନ୍ୟମାନଙ୍କ ଦୁଃଖ ଏବଂ ଭାବନାକୁ ଯେପରି ବୁଝିପାରିବେ ତ ଆପଣଙ୍କୁ ସେତେ ଅଧିକ ଲାଭ ପ୍ରାପ୍ତ ହେବ |
ଚତୁର୍ଥ ଷ୍ଟୋନ -ଏହି ଷ୍ଟୋନ ଟିକୁ ବାଛିବାର ଅର୍ଥ ଏହା ଯେ ଆପଣଙ୍କ ଚେତନା ଆପଣଙ୍କୁ ଏହା କହିବାକୁ ଚାହୁଁଚି ଯେ ଏବେ ଯେଉଁ ସମୟ ଚାଲିଛି ତାହା ପୁରୁଣା ଜିନିଷ ପୁରୁଣା ସମ୍ବଦ ଓ ପୁରୁଣା ଜୀବନ ସାଥି ଠାରୁ ଅଳ୍ପ ବ୍ରେକ ନେବାର ଅଛି |ଆପଣଙ୍କୁ ନୂଆ ଜୀବନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଓ ପୁରୁଣା କଥାକୁ ନେଇ ଆଗକୁ ରହିବ ପାଇଁ ଚେଷ୍ଟା କରନ୍ତୁ |ଆପଣ ଆପଣଙ୍କ ମସ୍ତିଷ୍କରୁ ଇର୍ଷା ଭାବନାକୁ ସମାପ୍ତ କରିଦେବା ଦରକାର |
ପଞ୍ଚମ ଷ୍ଟୋନ -ଆପଣ ଯଦି ଏହି ଷ୍ଟୋନଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଅଟେ କି ଆପଣଙ୍କ ମୃତ ପୂର୍ବଜ କିମ୍ବା ଆପଣଙ୍କ ଅତି ନିକଟ ମୃତ ସମ୍ପର୍କୀୟ ଆପଣଙ୍କ ପାଖକୁ ପହଁଚି ବିଶେଷ ଚେତନା ଦେବାକୁ ପ୍ରୟାସ କରୁଛନ୍ତି |ତ ଆପଣଙ୍କୁ ଏପରି କିଛି ଭାବନାକୁ ବୁଝିବା ଏବଂ ଜାଣିବା ଆବଶ୍ୟକ |
ଷଷ୍ଠ ଷ୍ଟୋନ -ଆପଣ ଯଦି ଷଷ୍ଠ ଷ୍ଟୋନ ଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଅଟେ କି ଆପଣଙ୍କ ଭିତରେ ଥିବା ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁଅଛି ଯାହାକି ଡିଆଁ ଡି କରିବା ମଜା ମସ୍ତି କରିବା ସବୁଠାରୁ ଆଗ୍ରହ ଅଟେ |ଆପଣଙ୍କୁ ନୂଆ ନୂଆ ଅବସର ପାଇଁ କଷ୍ଟ କରିବା ନିହାତି ଆବଶ୍ୟକ ଏବଂ ଯାହାବି ହେଉ ନୂଆ ନୂଆ ମିତ୍ର କରିବା ପାଇଁ ଆପଣ ସବୁବେଳେ ତତ୍ପର ରହି ଥାଆନ୍ତି |