Malika bachana : 2026 ରେ ଭାଙ୍ଗିବ ଦୁଇଶହ ଡ୍ୟାମ ,ମିଳିଲା ମାଳିକାର ଏପରି କିଛି ପ୍ରମାଣ ସବୁ ହେବ ସତ ,ଏପରି ଲେଖା ଅଛି ମାଳିକାରେ ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ଭାରତର ବଡ଼ ବନ୍ଧ ମଧ୍ୟରୁ ଓଡ଼ିଶାରେ ରହିଛି ଦୁଇଟି ବଡ଼ ବନ୍ଧ ଆଉ ସେଇଟା ପୁଣି ଗୋଟିଏ ରାଜ୍ୟରେ ଆଉ ସେ ବନ୍ଧ ଯଦି ଭାଙ୍ଗେ ତାହେଲେ ଅନେକ ଲୋକ ଜଳରେ ବୁଡ଼ିଯିବେ ଏବେ ଏମିତି କିଛି ଖବର ପ୍ରକାଶ ପାଇଛି ଭାରତରେ ଦୁଇଶହରୁ ଅଧିକ ଡ୍ୟାମ ଅଛି ଯାହା ଭାରତର ବଡ଼ ବିନାଶର କାରଣ ପାଲଟି ପାରନ୍ତି |ଦର୍ଶକବନ୍ଧୁ 67 ଅଙ୍କ ବିଷୟରେ ଆପଣମାନେ ଅନେକ ଭିଡିଓ ଦେଖିଥିବେ 67 ଅଙ୍କରେ ଭୟଙ୍କର ଜଳ ପ୍ରଳୟ ହେବ ଆଉ ଏହି ଅଙ୍କର ଅର୍ଥ ହେଲା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ପ୍ରଚଳିତ କରାଯାଇଥିବା ଅଙ୍କ |

ଆଉ ଏହି ଅଙ୍କ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ଲେଖିଛନ୍ତି ଏହି ଅଙ୍କରେ ଭାରତରେ ଜଳ ପ୍ରଳୟ ହେବ ସୁନାମି ଆସିବ ତାଣ୍ଡବ କରିବ ତେବେ ଦର୍ଶକବନ୍ଧୁ ଜଳ ପ୍ରଳୟ କେଉଁଠି ହେବ ବଡ଼ ବନ୍ଧ ଭାଙ୍ଗିଲେ ବିନାଶ ହେବ ଭୟଙ୍କର ଜଳ ପ୍ରଳୟ ହେବ ଏହାର ଉଦାହରଣ ହେଲା ଲିବ୍ୟାରେ ଦୁଇଟି ଡ୍ୟାମ ଭାଙ୍ଗିଲା ଆଉ ସେଥିରେ କୋଡିଏ ହଜାରରୁ ଅଧିକ ଲୋକ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ |ଦର୍ଶକବନ୍ଧୁ ମହାପୁରୁଷ ଲେଖିଛନ୍ତି |ଓଡ଼ିଶାର ଭବିସ୍ୟକୁ ନେଇ ଓଡ଼ିଶାରେ ରହିଛି ବଡ଼ ବନ୍ଧ ଆଉ ସେଇଟା ହେଲା ହୀରାକୁଦ ବନ୍ଧ

ଆଉ କେରଳରେ ରହିଛି ଦୁଇଟି ବଡ଼ ବନ୍ଧ ଆଉ ସେହି ଡ୍ୟାମ ସଙ୍କଟରେ ରହିଛି ଏକଥା ଆମେ କହୁ ନାହୁଁ ଏହା ନ୍ୟୁଜରେ ପ୍ରକାଶ ପାଇଛି କେରଳର ଦୁଇଟି ଡ୍ୟାମ ବିପଦରେ ଅଛି ବୋଲି କିନ୍ତୁ କେରଳ ସରକାର କହୁଛନ୍ତି ଡ୍ୟାମକୁ ନେଇ କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ ଖାଲି କେରଳ ନୁହେଁ ଓଡ଼ିଶାରେ ଥିବା ସମ୍ବଲପୁର ଡ୍ୟାମ ମଧ୍ୟ ବିପଦରେ ଅଛି ହୀରାକୁଦ ଡ୍ୟାମରେ ମଧ୍ୟ ଫାଟ ସୃଷ୍ଟି ହୋଇଛି |
ଆମେ ଅନେକ ଭିଡିଓରେ ଆପଣଙ୍କୁ କହିଚୁ |

ଦର୍ଶକବନ୍ଧୁ ହୀରାକୁଦ ବନ୍ଧରେ ମଧ୍ୟ ଫାଟ ଦେଖାଦେଇଛି କିନ୍ତୁ ଦର୍ଶକବନ୍ଧୁ ବନ୍ଧ ଭାଙ୍ଗିବାର ବହୁତ ସବୁ କାରଣ ରହିଥାଏ ଖାଲି ଜଳ ପ୍ରଳୟ ଦ୍ୱାରା ବନ୍ଧ ଭାଙ୍ଗିବ ସେକଥା ନୁହେଁ ଆତଙ୍କବାଦୀ ଦ୍ୱାରା ବନ୍ଧ ଭାଙ୍ଗି ଯିବାର ସମ୍ଭାବନା ରହିଛି |ମହାପୁରୁଷ କହିଛନ୍ତି ହୀରାକୁଦ ବୋଲି ଗୋଟିଏ ଗ୍ରାମ ନାମ ଥିବ ସେହି ବେଳେ ଶତ୍ରୁଙ୍କ ଦ୍ୱାରା ଭାଙ୍ଗିଣ ଯେ ଯିବ |ଓଡ଼ିଶାର ଅଧେ ଭାଗ ଜଳମଗ୍ନ ହେବ |ଆପଣ ଦେଖନ୍ତୁ ଏହି ପଦକୁ ମହାପୁରୁଷ କେମିତି ସଠିକ ଭାବରେ କହିଛନ୍ତି

ହୀରାକୁଦ ବନ୍ଧ ଆପଣଙ୍କ ପାଖରେ ଛିଡ଼ା ହୋଇକି ରହିଛି ଆଉ ସେହି ବନ୍ଧ ଶତ୍ରୁଙ୍କ ଦ୍ୱାରା ଭାଙ୍ଗିବ ବୋଲି ମହାପୁରୁଷ କହିଛନ୍ତି ଅର୍ଥାତ ବମ ପକାଇ ଭାଙ୍ଗି ଦିଆଯାଇପାରେ ହୀରାକୁଦ ବନ୍ଧ ଭାଙ୍ଗିଲେ ଅଧେ ଭାଗ ଜଳମଗ୍ନ ହେବ ତେବେ ଦର୍ଶକବନ୍ଧୁ ଏହି ସବୁ କଥା ମହାପୁରୁଷ 600 ବର୍ଷ ପୂର୍ବେ ଲେଖି ଯାଇଛନ୍ତି |ମହାପୁରୁଷଙ୍କ କଥା କେବେବି ମିଥ୍ୟା ହୋଇ ନାହିଁ ଏହା ନିରାଟ ସତ୍ୟ ହେବ |

Leave a Reply

Your email address will not be published. Required fields are marked *