ଉର୍ବଶୀ ରାଉତେଲା କହିଲେ ତାଙ୍କ ଦୁଃଖ, ମ୍ୟାଚ୍ ଦେଖିବାକୁ ଆସିଥିଲେ କିନ୍ତୁ ସୁନାର ଆଇଫୋନ ହୋଇଗଲା ଚୋରି ,ଦେଖନ୍ତୁ କଣ ମତ ଦେଇଛନ୍ତି ଉର୍ବଶ୍ରୀ

ନମସ୍କାର ଦର୍ଶକବନ୍ଧୁ ଭାରତ ପାକିସ୍ତାନ ମ୍ୟାଚରେ ଚୋରି ହୋଇଗଲା ସୁନାର ଉର୍ବଶୀଙ୍କ ସୁନାର ଆଇଫୋନ ଟୁଇଟ କରି ଲୋକଙ୍କୁ କଲେ ଏହି ଗୁହାରି |ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ଚର୍ଚ୍ଚାରେ ରହି ଥାଆନ୍ତି |ତେବେ ଉର୍ବଶୀ ରାଉତେଲା ପୁଣି ଥରେ ହେଡ଼ ଲାଇନରେ ଅଛନ୍ତି ବାସ୍ତବରେ ଉର୍ବଶୀ ରାଉତେଲା ଭାରତ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଯାଇଥିଲେ |

ଏହି ସମୟରେ ଚୋର ମାନେ ଉର୍ବଶୀଙ୍କ 24 କ୍ୟାରେଟ ସୁନାର ଆଇଫୋନ ଚୋରି କରି ନେଇଛନ୍ତି |ବର୍ତ୍ତମାନ ଉର୍ବଶୀ ରାଉତେଲା ଟୁଇଟ କରି କହିଛନ୍ତି ଏହି ସମୟରେ ବଲିଉଡ ଅଭିନେତ୍ରୀ ମ୍ୟାଚ ଦେଖିବାକୁ ଯାଇଥିବା ଲୋକା ମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ ସେ କହିଛନ୍ତି ଯେ ତାଙ୍କ ଆଇଫୋନରେ 24 କ୍ୟାରେଟ ସୁନା ଲାଗିଛି |

ସୋସିଆଲ ମେଡିଆରେ ଉର୍ବର୍ଶୀ ରାଉତେଲା କଣ ଲେଖିଲେ ଉର୍ବଶୀ ଟୁଇଟରରେ ଲେଖିଛନ୍ତି ମୋର 24 କ୍ୟାରେଟ ସୁନାର ଆଇଫୋନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜି ଯାଇଛି ଯଦି ଏହା କେହି ପାଇଛନ୍ତି ତେବେ ତୁରନ୍ତ ଦୟାକରି ସାହାଯ୍ୟ କରନ୍ତୁ ଯଥାଶୀଘ୍ର ମତେ ଯୋଗାଯୋଗ କରନ୍ତୁ |

ତେବେ ଏହା ସୋସିଆଲ ମେଡିଆର ୟୁଜର ମାନେ କ୍ରମାଗତ ଭାବରେ କମେଣ୍ଟ ଦେଇ ନିଜର ମତ ପ୍ରକାଶ କରିଛନ୍ତି ଏଥି ସହିତ ସୋସିଆଲ ମେଡିଆର ୟୁଜର ମାନେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ଅନେକ ସୋସିଆଲ ମେଡିଆ ୟୁଜର ସୋସିଆଲ ମେଡିଆରେ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *