ପୁଣି Film ଜଗତରେ ଖେଳିଗଲା ଶୋକର ଲହରୀ, ଆଉ ଜଣେ ବଡ ଅଭିନେତ୍ରୀଙ୍କ ହଟାତ ହେଲା ପରଲୋକ ,ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ ….

ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ କଳାକାରଙ୍କ ମୃ-ତ୍ୟୁ ହୋଇଛି 84 ବର୍ଷ ବୟସରେ ଅଭିନେତ୍ରୀଙ୍କ ପରଲୋକ ହୋଇଛି |ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦୃଶ୍ୟ ଏଠାରେ ଅନେକ କଳାକାର ଅଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅବଦାନ ରହିଛି |

ତାଙ୍କର ଖୁବ ସୁନ୍ଦର ଗୀତ ଦେଇଛି ଓଡ଼ିଆ ସିନେମା ଜଗତ ତାଙ୍କର ଢେର ଅବଦାନ ରହିଛି ଓଡ଼ିଆ ଚଳଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ବିନୋଦିନ ଦେବୀଙ୍କ ପରଲୋକ ହୋଇଛି 84 ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି |1965 ମସିହାରେ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ସେ ଗୀତ ଲେଖିଥିଲେ |

ଓଡ଼ିଆ ଶିଶୁ ଗୀତ ଏବଂ ଆଧୁନିକ ଗୀତର ଗୀତିକାର ମଧ୍ୟ ଥିଲେ |1977 ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମ କରିଥିଲେ ବିନୋଦିନୀ ତଅପୋଇ ଅସ୍ତ୍ରରାଗ ଚଳଚ୍ଚିତ୍ର ପାଇଁ ରଚନା କରିଥିଲେ ଗୀତ ଏହା ଛଡ଼ା ମୁଁ ତୁମେ ଏବଂ ସିଏ ,ତୁ ମୋ ଜଗନାଥ ଓ ଜଗନାଥ ପାଇଁ ଗୀତ ଲେଖିଥିଲେ ବିନୋଦିନୀ |

ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ ବହୁତ ଅବଦାନ ଦେଇଛନ୍ତି |ଓଡ଼ିଆ ଚଳଚ୍ଚିତ୍ର ଜଗତର ଗୀତିକାର ବିନୋଦିନ ଦେବୀଙ୍କ ପରଲୋକ ହୋଇଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି

Leave a Reply

Your email address will not be published. Required fields are marked *