ଓଲିଉଡ଼ ର ଏହି ହିରୋ ଗୋଟିଏ ଫିଲ୍ମ ନେଇଥାଆନ୍ତି ଏତେ ଟଙ୍କା , ଶୁଣିଲେ ଆପଣଙ୍କ ମୁଣ୍ଡ କାମ କରିବ ନାହିଁ ,ବାପରେ ଏତେ ଟଙ୍କା ….ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଓଲିଉଡ଼ ହିରୋ ମାନେ ଗୋଟିଏ ମୁଭି ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଏବଂ ତାଙ୍କର ପ୍ରଥମ ମୁଭି କଣ ଥିଲା ଏବଂ କେଉଁ ମସିହାରେ ଆସିଥିଲା ଏବଂ କେଉଁ ଅଭିନେତା ସବୁଠାରୁ ଅଧିକ ଟଙ୍କା ଚାର୍ଜ କରନ୍ତି |

ପ୍ରଥମେ ଆମେ ଜାଣିବା ଓଲିଉଡ଼ କ୍ୟୁଟ ହିରୋ ଜ୍ୟୋତି ଭାଇଙ୍କ ବିଷୟରେ ତାଙ୍କ ପୁରା ନାମ ହେଉଛି ଜ୍ୟୋତି ରଞ୍ଜନ ନାୟକ ସେ 2016 ମସିହାରେ ଦେଲେ ଧରା କଥା ସରେ ଓଡ଼ିଆ ମୁଭିରେ ନିଜ କ୍ୟାରିୟର ଷ୍ଟାର୍ଟ କରିଥିଲେ ଏବଂ ବର୍ତ୍ତମାନ ସେ ଗୋଟେ ମୁଭି ପାଇଁ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ଦ୍ୱିତୀୟରେ ଆସୁଛନ୍ତି ସମ୍ବିତ ତାଙ୍କ ପୁରା ନାମ ହେଉଛି ସମ୍ବିତ ଆଚାର୍ଯ୍ୟ ସେ 2011 ମସିହାରେ ପ୍ରେମ ୱେଡ୍ସ ପ୍ରିୟା ମୁଭି ଠାରୁ ଓଡ଼ିଆ ଜଗତରେ ପାଦ ଦେଇଥିଲେ ଏବଂ ବର୍ତ୍ତମାନ ସେ ଗୋଟେ ମୁଭି ପାଇଁ ଛଅ ରୁ ସାତ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି |

ନମ୍ବର 3 ରେ ଆସୁଛନ୍ତି ଅରିନ୍ଦମ ତାଙ୍କ ପୁରା ନାମ ହେଉଛି ଅରିନ୍ଦମ ରାୟ ତାଙ୍କ ପ୍ରଥମ ଫିଲ୍ମ 2006 ମସିହାରେ ପ୍ରେମ ଋତୁ ଆସିଲା ପରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ ସେ ବର୍ତ୍ତମାନ ଗୋଟିଏ ମୁଭି ପାଇଁ ଦଶରୁ ବାର ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ନମ୍ବର 4 ରେ ଆସୁଛନ୍ତି ଅମ୍ଲାନ ଦାସ ସେ 2013 ମସିହାରେ ଟାର୍ଗେଟ ମୁଭିରୁ ନିଜ କ୍ୟାରିୟର ଷ୍ଟାର୍ଟ କରିଥିଲେ ବର୍ତ୍ତମାନ ଅମ୍ଲାନ ଗୋଟେ ମୁଭି ପାଇଁ ଆଠରୁ ଦଶ ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ନମ୍ବର 6 ରେ ଆସୁଛନ୍ତି ସ୍ୱରାଜ ବାରିକ ସେ ହିରୋ ଭୂମିକାରେ 2017 ମସିହାରେ ରିଲିଜ ହୋଇଥିବା ମୁଭି ତୁ ମୋ ଲଭ ଷ୍ଟୋରିରୁ ନିଜ କ୍ୟାରିୟର ଷ୍ଟାର୍ଟ କରିଥିଲେ ବର୍ତ୍ତମାନ ସେ ଗୋଟେ ମୁଭି ପାଇଁ ଦଶରୁ ବାର ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ନମ୍ବର 7 ରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର ସେ ହେଉଛନ୍ତି ଓଡ଼ିଆ ଜଗତର ଜଣେ ଲିଜେଣ୍ଡରୀ ଆକ୍ଟର ସେ 1992 ମସିହାରେ ରିଲିଜ ହୋଇଥିବା ଶ୍ରଦ୍ଧାଞ୍ଜଳି ମୁଭି ଠାରୁ ନିଜ କ୍ୟାରିୟର ଷ୍ଟାର୍ଟ କରିଥିଲେ ବର୍ତ୍ତମାନ ସେ ଗୋଟେ ମୁଭି ଦଶରୁ ବାର ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ନମ୍ବର 8 ରେ ଆସୁଛନ୍ତି ସବ୍ୟସଚୀ ମିଶ୍ର ତାଙ୍କ ଜୀବନର ପ୍ରଥମ ମୁଭି ହେଉଛି ପାଗଳ ପ୍ରେମୀ ବର୍ତ୍ତମାନ ସେ ଗୋଟିଏ ମୁଭି ପାଇଁ ବାରରୁ ପନ୍ଦର ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ନମ୍ବର 9 ରେ ଆସୁଛନ୍ତି ବାବୁଶାନ ମହାନ୍ତି ତାଙ୍କ ପ୍ରଥମ ଫିଲ ରୋମିଓ ଦି ଲଭର ବୟ ଜରିଆରେ ନିଜ କ୍ୟାରିୟର ଷ୍ଟାର୍ଟ କରିଥିଲେ ତା ପରେ ସେ ଓଡ଼ିଆ ଜଗତ ପାଇଁ ଗୋଟେ ପରେ ଗୋଟେ ହିଟ ମୁଭି ଦେଇ ଆସୁଛନ୍ତି ବର୍ତ୍ତମାନ ସେ ଗୋଟେ ମୁଭି ପାଇଁ ପନ୍ଦରରୁ କୋଡିଏ ଲକ୍ଷ ଟଙ୍କା ଚାର୍ଜ କରନ୍ତି |

ନମ୍ବର 10 ରେ ଆସୁଛନ୍ତି ଓଲିଉଡ଼ର ବାଦସାହା ଅନୁଭବ ତାଙ୍କ ପୁରା ନାମ ହେଉଛି ଅନୁଭବ ମହାନ୍ତି ସେ 2004 ମସିହାରେ ଆଇ ଲଭ ୟୁ ମୁଭି ଠାରୁ ନିଜ କ୍ୟାରିୟର ଷ୍ଟାର୍ଟ କରିଥିଲେ ତାପରେ ସେ ଗୋଟେ ପରେ ଗୋଟେ ସୁପରହିଟ ମୁଭି ଦେଇ ଆସିଛନ୍ତି ବର୍ତ୍ତମାନ ସେ ଗୋଟେ ମୁଭି ପାଇଁ ପଚିଶରୁ ଅଠେଇସି ଲକ୍ଷ ଟଙ୍କା ଚାର୍ଜ କରନ୍ତି |

Leave a Reply

Your email address will not be published. Required fields are marked *