ଯୁବକଙ୍କୁ ମମତାରେ ବାନ୍ଧିଦେଲା ପିଲା ମାଙ୍କଡ଼ ,ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ,ଦେଖନ୍ତୁ ଭିଡିଓ ….

ନମସ୍କାର ଦର୍ଶକବନ୍ଧୁ ଯୁବକଙ୍କୁ ମମତାରେ ବାନ୍ଧି ପକାଇଲା ପିଲା ମାଙ୍କଡ଼ ଜିଦ କରି କାରରେ ବସିକି ଆସିଲା ଘରକୁ ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |ତେବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ଏହି ମନ ଛୁଆଁ ଭିଡିଓ |ଏହି ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ରାସ୍ତା କଡ଼ରେ କଦଳୀ ଦେଉଥିଲେ |

ଠିକ ସେତିକି ବେଳେ ଏକ ପିଲା ମାଙ୍କଡ଼ ଆସି ତାଙ୍କ ଗୋଡ଼କୁ ଜାବୁଡ଼ି ଧରୁଛି ବୋଧ ହୁଏ ପିଲା ମାଙ୍କଡ଼ ଟି ସେହି ବ୍ୟକ୍ତିଙ୍କୁ ତାର ମା ବୋଲି ଭାବି ଦେଇଛି ସେ ତାଙ୍କୁ ଏପରି ଜାବୁଡ଼ି ଧରିଛି ଯେମିତି କି ସେ ତାଙ୍କୁ ଛାଡ଼ିବାକୁ ଚାହୁଁ ନାହିଁ ସୋସିଆଲ ମେଡିଆରେ ଏହି ଭିଡିଓ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଏହି ଭିଡିଓ ଅନେକ ଲୋକଙ୍କ ହୃଦୟ ଜିତି ପାରିଛି |

ଭିଡିଓରେ ବ୍ୟକ୍ତିଜଣକ କଦଳୀ ବାଣ୍ଟଛନ୍ତି ଆଉ ଠିକ ସେତିକି ବେଳେ ଏକ ପିଲା ମାଙ୍କଡ଼ ଟି ଆସି ତାଙ୍କର ଗୋଡକୁ ଜାବୁଡ଼ି ଧରିଛି ଏପରି ଲାଗୁଚି ଯେ ସତେ ଯେପରି ପିଲା ମାଙ୍କଡ଼ ଟି ତାଙ୍କ ସହିତ ଯିବାକୁ ଲାଗିଥିଲା ବହୁତ ଚେଷ୍ଟା ସତ୍ୱେ ପିଲା ମାଙ୍କଡ଼ ବ୍ୟକ୍ତିଙ୍କୁ ଛାଡ଼ିବାର ନାଁ ନେଉ ନଥିଲା |

ଏଭଳି ପରିସ୍ଥିତିରେ ଯୁବକ ଜଣକ ପିଲା ମାଙ୍କଡ଼କୁ ନିଜ କାରରେ ଆଣିଥିଲେ ତେବେ ଏହାକୁ ଦେଖି ଅନେକ ଲୋକଙ୍କ କମେଣ୍ଟ ଦେଖିବାକୁ ମିଳିଛି ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯୁବକଙ୍କ ଭଲ ପାଇବାକୁ ତାର ମାର ଭଲ ପାଇବା ବୋଲି ଭାବୁଛନ୍ତି ତେବେ ଅନ୍ୟ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଏହା ଏକ ହୃଦୟସ୍ପର୍ଶୀ ଭିଡିଓ ଯାହା ଏବେ ଖୁବ ଭାଇରଲ ହେଉଛି |

Leave a Reply

Your email address will not be published. Required fields are marked *