ନମସ୍କାର ବନ୍ଧୁଗଣ ପବିତ୍ର ଦଶହରା ପର୍ବ ବା ବିଜୟା ଦଶମୀ ଏହି ନବରାତ୍ରୀରେ ଗ୍ରହରେ ବନୁଅଛି ଅଦ୍ଭୁତ ମହା ସଂଯୋଗ ଯାହା ଫଳରେ ଆଜିଠାରୁ ବଦଳିବାକୁ ଯାଉଅଛି ଏହି ୫ ଗୋଟି ରାଶିର ଭାଗ୍ୟ ଗ୍ରହରେ ହେବାକୁ ଯାଉଅଛି ଅଦ୍ଭୁତ ବିରଳ ମହା ସଂଯୋଗ ଯାହା ଫଳରେ ଏହି ୫ ଗୋଟି ରାଶିର ଭାଗ୍ୟ ଚମକିବାକୁ ଯାଉଅଛି ଆଜିଠାରୁ ଗ୍ରହ ମାନଙ୍କ ଗୋଚର ଏଭଳି ବନୁଅଛି ଯେ କିଛି ରାଶିମାନଙ୍କ ପାଇଁ ବନୁଅଛି ଖୁସିର ସମୟ ଅର୍ଥାତ୍ ଦଶହରା ଦିନଠାରୁ ହିଁ ଦେବୀ ମାଆଙ୍କ କୃପା ଅନେକ ରାଶିମାନଙ୍କୁ ହେବାକୁ ଯାଉଛି ବିଜୟା ଦଶମୀରେ କେଉଁ କେଉଁ ରାଶିମାନଙ୍କ ନିମନ୍ତେ ପରିବର୍ତ୍ତନ ହେବାକୁ ଯାଉଅଛି ଆସନ୍ତୁ ଜାଣିବା।
ମେଷ ରାଶି
କର୍ମ କ୍ଷେତ୍ରରେ ବାଧାବିଘ୍ନ ଦୂର ହେବ ଚାକିରୀ କ୍ଷେତ୍ରରେ ଉନ୍ନତି ହେବ ବ୍ୟବସାୟରେ ଲାଭବାନ ହେବେ ଭାତୃ ସହଯୋଗ ପ୍ରାପ୍ତ ହେବ ପାରିବାରିକ ସୁଖ ବୃଦ୍ଧି ପାଇବ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ ମା ଦୁର୍ଗାଙ୍କ କୃପାରୁ ଆପଣଙ୍କ ଭବିଷ୍ୟତରେ ରାଜଯୋଗର ସମ୍ଭାବନା ବନୁଅଛି ଭବିଷ୍ୟତରେ ଏହି ରାଶିର ବ୍ୟକ୍ତି ମାନଙ୍କର କୌଣସି ଅଟକି ରହିଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଥିବା ଧନ ସମସ୍ୟା ଦୂର ହେବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେବ।
ବୃଷ ରାଶି
ଚାକିରୀ କ୍ଷେତ୍ରରେ ସଫଳ ହେବେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ ଆପଣଙ୍କର ଗୃହ ନିର୍ମିତ କାର୍ଯ୍ୟ ଅଟକି ରହିଥିଲେ ତାହା ପୁନର୍ବାର ଆରମ୍ଭ ହେବ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ ପାରିବାରିକ ଜୀବନରେ କିଛି ସମସ୍ୟା ରହୁଅଛି ମହିଳାମାନେ କୌଣସି ଶୁଭ ସମ୍ବାଦ ପାଇ ଖୁସିହେବେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ହାସଲ କରିବେ ଏହି ରାଶିର ବ୍ୟକ୍ତି ମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏହି ରାଶିର ବ୍ୟକ୍ତିମାନେ ନିଜର ଜୀବନସାଥିଙ୍କ ସହିତ ନିଜର ସମୟ ଅତିବାହିତ କରିବେ ଭାଗ୍ୟର ଏମାନଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନଙ୍କୁ ଅଚାନକ କୌଣସି ଖୁସୀ ଖବର ପ୍ରାପ୍ତ ହେବ ଭାଗ୍ୟର ସହଯୋଗରେ ଏହି ରାଶିର ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଆକସ୍ମିକ ଭାବରେ ଧନ ଲାଭର ମଧ୍ୟ ସମ୍ଭାବନା ବନୁଅଛି।
ତୁଳା ରାଶି
କର୍ମ କ୍ଷେତ୍ରରେ ବାଧାବିଘ୍ନ ଦୂର ହେବ ବ୍ୟବସାୟରେ ଉନ୍ନତି ହେବ ଆର୍ଥିକ ଅବସ୍ଥା ସୁଦୃଢ଼ ହେବ ପ୍ରତିଶ୍ରୁତି ହେଇଥିବା ମିତ୍ରମାନେ ହଠାତ ନିଜର ମତ ବଳାଇ ଅସହଯୋଗ କରି ପାରନ୍ତି ପାରିବାରିକ ଜୀବନ ସୁଖମୟ ହେବ ମା ଦୁର୍ଗାଙ୍କ କୃପାରୁ ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଅଛି ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ହାସଲ କରିବେ ଏମାନଙ୍କ ଜୀବନରେ ମା ଦୁର୍ଗାଙ୍କ କୃପା ଦୃଷ୍ଟିରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଲାଭ ପ୍ରାପ୍ତ ହେବ ବ୍ୟାପାରୀମାନେ ନିଜ ବ୍ୟାପାରରେ ଦୁଇଗୁଣ ଲାଭ ପାଇବେ ଏବଂ ଚାକିରୀ କରୁଥିବା ଲୋକମାନଙ୍କୁ ନିଶ୍ଚିତ ଭାବରେ ପ୍ରମୋସନ ମିଳିବ ଏହି ରାଶିର ବ୍ୟକ୍ତିମାନଙ୍କର ସମାଜରେ ମାନସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କର ମାର୍ଗ ଦର୍ଶନ ପାଇବା ଦ୍ଵାରା ନିଜକୁ ଭାଗ୍ୟଶାଳୀ ମନେ କରିବେ।
ସିଂହ ରାଶି
ଆପଣ ଅଧିକ ପରିଶ୍ରମ ଦ୍ଵାରା ବ୍ୟବସାୟରେ ସଫଳତା ହାସଲ କରିବେ କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି ହୋଇପାରେ ଦୁର୍ଘଟଣା ହେବା ପ୍ରତି ଆପଣ ସମାଧାନ ରୁହନ୍ତୁ ବନ୍ଧୁର ସହଯୋଗ ମିଳିବ ମହିଳାମାନଙ୍କ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଅଛି ଏହି ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ ଏହି ରାଶିର ବ୍ୟକ୍ତିମାନଙ୍କୁ ଆସନ୍ତା ମାସରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ।
କୁମ୍ଭ ରାଶି
ନୂତନ କର୍ମ ସଂସ୍ଥାନ ମିଳିବ ଧନ ସମ୍ପତିରେ ବୃଦ୍ଧି ହେବ ଶତ୍ରୁମାନେ ପରାଜିତ ହେବେ ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ ଶତ୍ରୁମାନେ ପରାଜିତ ହେବେ ବ୍ୟବସାୟୀମାନେ ଅଧିକରୁ ଅଧିକ ଲାଭ ପାଇବେ ସନ୍ତାନ ସୁଖକୁ ନେଇ ସୁଖୀ ହେବେ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ ଏହି ରାଶିର ଜାତକ ଖୁବ୍ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିବ ତେବେ ଘଟିବାକୁ ଥିବା ଏହି ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହେବ ମା ଦୁର୍ଗାଙ୍କ ଏବଂ ଧନର ଦେବତା କୁବେର ମହାରାଜାଙ୍କ କୃପାରୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।