Ajira anuchinta: ବେଶ୍ୟା ପ୍ରକୃତିର ନାରୀ ମାନଙ୍କୁ ଚିହ୍ନିବେ କେମିତି ,ପୁରୁଷ ଲୋକମାନେ ଜାଣି ରଖନ୍ତୁ ନଚେତ କାଙ୍ଗାଳ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବୁ ଯାହା ଦ୍ୱାରା ଆପଣମାନେ ଖରାପ ଚରିତ୍ରର ନାରୀ ମାନଙ୍କ ବିଷୟରେ ଜାଣିବା ଏବଂ ଯଥା ସମ୍ଭବ ସେମାନଙ୍କ ଠାରୁ ଦୁରେଇ ରହିବାକୁ ଚେଷ୍ଟା କରିବେ ତେବେ ଆସନ୍ତୁ ଜାଣିବା କଣ ସେହି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ମାନ |

ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କ ସନ୍ତାନ ଆଜ୍ଞାକାରୀ ହୋଇଥାଏ ସେମାନେ ନିଜ ଜୀବନରେ ଭାଗ୍ୟବାନ ଓ ଧନଵାନ ସ୍ୱଭାବର ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ଓଠ ଉପରେ ହାଲୁକା ବାଳ ରହିଥାଏ ସେମାନେ ସ୍ୱଭାବରେ ସଦଗୁଣ ,ଧାର୍ମିକ ଓ ଦାନ ପୁଣ୍ୟ ଏବଂ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ଦୁଇଟି ଯାକ ପାଦ ତଳ କୋମଳ ଏବଂ ସୁନ୍ଦର ହୋଇଥାଏ ଏବଂ ପାଦରୁ ଆଦୌ ଝାଳ ବାହାରି ନଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାଆନ୍ତି |

ଯେଉଁ ମହିଳା ମାନଙ୍କ ମୁଣ୍ଡର ବାଳ ଚିକ୍କଣ ,ସୁନ୍ଦର ,ଚମତ୍କାର ,ସୁନ୍ଦର ଏବଂ ସୁସ୍ଥ ହୋଇଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାଆନ୍ତି ଏବଂ ଜୀବନରେ ସୁଖ ସୌଭାଗ୍ୟ ପ୍ରାପ୍ତି କରି ଥାଆନ୍ତି |ଯେଉଁ ପୁରୁଷ ଏବଂ ମହିଳାଙ୍କ ମଥା ଚଉଡ଼ା ହୋଇଥାଏ ସେମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାଆନ୍ତି ଏବଂ ଭାଗ୍ୟଶାଳୀ ସ୍ୱଭାବର ହୋଇଥାଆନ୍ତି |

ଯେଉଁ ପୁରୁଷ ଏବଂ ମହିଳା ମାନଙ୍କ ଜଙ୍ଘରେ ବାଳ ନଥାଏ ସେମାନଙ୍କ ଭାଗ୍ୟ କେବେବି ତାଙ୍କ ସାଦ ଦେଇନଥାଏ ଏମାନଙ୍କୁ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ |ଏମାନେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ |ଯେଉଁ ପୁରୁଷ ଏବଂ ମହିଳାଙ୍କ ନାଭି ଗୋଲ ଏବଂ ଗଭୀର ହୋଇଥାଏ

ସେମାନେ ନିଜ ଜୀବନରେ ଅନେକ ସୁଖ ସୁବିଧା ପ୍ରାପ୍ତ କରିଥାଆନ୍ତି ଏବଂ ଭାଗ୍ୟଶାଳୀ ସ୍ୱଭାବର ହୋଇଥାଆନ୍ତି |ଯେଉଁ ମହିଳା ମାନଙ୍କ ଆଖି ଚିଲ ଆଖି ପରି ସେମାନେ ସାଧାରଣତଃ ସେ-କ୍ସି ସ୍ଵଭାଵର ହୋଇଥାଆନ୍ତି ଏବଂ ନିଜ ସ୍ୱାମୀଙ୍କ ସହ ସମ୍ପର୍କରେ ଲିପ୍ତ ରହିଥାଆନ୍ତି |ଯେଉଁ ମହିଳା ମାନଙ୍କ ପାଦ ଛୋଟ ଏବଂ ଡେଇଁ ଡେଇଁ ବାଟ ଚାଲିଥାଆନ୍ତି ସେମାନେ ପର ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ପସନ୍ଦ କରିଥାଆନ୍ତି |

Leave a Reply

Your email address will not be published. Required fields are marked *