ପ୍ରଥମେ ନିଜର 22ବର୍ଷୀୟ ଜଵାନୀ ଦେଖାଇ କଷ୍ଟମର ଖୋଜୁଥିଲା ମୁସକାନ ପରେ ଚହାରେ ନିଶା ଦେଇ ଯାତ୍ରୀଙ୍କୁ ବେହୋସ କରୁଥିଲା ଏହି 22 ବର୍ଷୀୟ ଯୁବତୀ | ଆଉ ପରେ ଯାତ୍ରୀଙ୍କୁ ମଝି ରାସ୍ତାରେ ଯାହା କିଛି କରୁଥିଲା ତାହା ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ | ବନ୍ଧୁଗଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯୁବତୀ ଜଣଙ୍କ ସକାଳ ହେବ ମାତ୍ରେ ଭୁବେନେଶ୍ଵର ମାଷ୍ଟର କ୍ୟାଣ୍ଟିନ ରେଲଓ ଷ୍ଟେସନରେ ନିଜର ଗୋରା ଦେହ ଦେଖେଇ ବେପାର ପାଇଁ ବସି ଯାଉଥିଲା |
ଆଉ ଟ୍ରେନ ଆସୁଥିବା ଧନୀ ଶ୍ରେଣୀର ଯାତ୍ରୀମାନଙ୍କୁ ନିଜର ଗୋରା ଦେହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା କମୋଉଥିଲେ ତେବେ ଆପଣ ଭାବୁଥିବେ ଏତେଲୋକଙ୍କ ସାମ୍ନାରେ ନିଜର ଦୁଇ ନମ୍ବର ଧନ୍ଦା କରି ମୁସକାନ ଟଙ୍କା କମୋଉଥିଲେ କେମିତି | ତେବେ ପ୍ରଥମେ ଏହି 22 ବର୍ଷୀୟ ସୁନ୍ଦରୀ ଏହି ଜ୍ଞାଙ୍କ ସହିତ ଷ୍ଟେସନରେ ବୁଲନ୍ତି ଆଉ ଏପଟେ ଷ୍ଟେସନ ବାହାରେ ଗୋଟିଏ ଅଟୋର ପଛ ସିଟରେ ପ୍ଲାନ ମୁତାବକ ବସିଥାନ୍ତି ମୁସକାନ |
ଆଉ ସେହି ଅଟୋର ଡ୍ରାଇଭର ସାଜିଥାଏ ମୁସକାନ ଜ୍ଞାଙ୍କର ଜଣେ ଗୁଣ୍ଡା ଏପଟେ ଆଉ ଜଣେ ବ୍ୟକ୍ତି ଷ୍ଟେସନ ବାହାରେ ଗ୍ରାହକକୁ ଡାକି ଅଟାରେ ବସିଥାନ୍ତି | ଏପଟେ ଯେଉଁ ଯାତ୍ରୀ ଷ୍ଟେସନ ବାହାରକୁ ନିଜର ବ୍ୟାଗ ନେଇ ଆସୁଥିଲା ଏହି ଗୁଣ୍ଡା ନିଜର ଅଟୋ ଦେଖାଇ ଭଡାରେ ଯିବାପାଇଁ କହୁଥିଲା | ଆଉ ଯାତ୍ରୀ ମଧ୍ୟ ସୁନ୍ଦରୀ ମୁସକାନକୁ ଦେଖି ବସି ଯାଉଥିଲେ ଆଉ ଅଟୋ ଟିକେ ଆଗକୁ ଗଲାପରେ ଆରମ୍ଭ ହୋଇଯାଉଥିଲା ସେମାନଙ୍କ ପ୍ଲାନ |
ଅଧାବାଟ ଗଲାପରେ ମୁସକାନ ଚାହା ପିଇବାପାଇଁ ଡ୍ରାଇଭରଙ୍କୁ କହୁଥିଲା ଆଉ ଡ୍ରାଇଭର ମଧ୍ୟ ପ୍ଲାନ ମୁତାବକ ମୁସକାନ ସହିତ ଯାତ୍ରୀ ପାଇଁ ଗୋଟିଏ କପ ଚାହା ନେଇ ଆସୁଥିଲା | କିନ୍ତୁ ଯାତ୍ରୀର ଚହାରେ ନିଶା ଟାବଲେଟ ପଡିଥିଲା ଏହି କଥା ମୁସକାନ ଓ ଡ୍ରାଇଭରକୁ ଛାଡିଦେଲେ କେହି ମଧ୍ୟ ଜାଣି ପାରୁନଥିଲେ ପରେ ସେହି ଚାହାପି ଯାତ୍ରୀ ଯେତେବେଳେ ବେହୋସ ହୋଇଯାଇଥିଲେ ସେତେବେଳେ ତାର ସବୁ ଟଙ୍କା ଓ ତାର ସବୁ ଜିନିଷ ପତ୍ର ଚୋରିକରି ଯାତ୍ରୀଙ୍କୁ ସେଇଠି ଅଧା ରାସ୍ତାରେ ଫୋପାଡ଼ି ସେମାନେ ଚାଲି ଯାଉଥିଲେ |
ଆଉ ଏମିତି ସବୁଦିନ କରି ମୁସକାନ ଦିନକୁ ଦିନ ଧନୀ ହୋଇଚାଲିଥିଲେ କିନ୍ତୁ ଆଜି ଖାରବେଳ ନଗର ପୋଲିସ ଆଗରେ ମୁସକାନର ସବୁ କଳାକାରନାମା ଧରାପଡ଼ି ଯାଇଛି | ଫଳରେ ମୁସକାନ ସହିତ ତିନିଜଣ ଗୁଣ୍ଡାଙ୍କୁ ଏହି କେସରେ ଗିରପ କରିଛି ପୋଲିସ ଆଉ ଆଗକୁ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ |