ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ଯେ ତରଙ୍ଗ ସିରିଏଲରେ ଆସୁଥିବା ବର୍ତ୍ତମାନ ସମୟର ସମସ୍ତ ଧାରାବାହିକ ସିରିଏଲର ଲିଡ ଆକ୍ଟ୍ରେସ ମାନଙ୍କ ପ୍ରକୃତ ନାମ କଣ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ |
ଆମ ଲିଷ୍ଟର ପ୍ରଥମ ସିରିଏଲଟି ମୋ ଶାଶୁର ଶାଶୁ ମା ଯେଉଁ ସିରିଏଲଟିକୁ ତରଙ୍ଗ ଟିଭିରେ 6 ଟା 30 ରେ ଦେଖିବାକୁ ମିଳେ ଏହି ସିରିଏଲର ଲିଡ଼ ଆକ୍ଟ୍ରେସ ମାନଙ୍କ ନାମ ହେଉଛି ସୋନା ଯାହାଙ୍କ ପ୍ରକୃତ ନାମ ହେଉଛି ଅଦିତି ଦାସ |
ଆମ ଲିଷ୍ଟର ସେକେଣ୍ଡ ସିରିଏଲର ନାମ ହେଉଛି ଅନୁରାଧା ସିରିଏଲ ଯେଉଁ ସିରିଏଲ ଟିକୁ ତରଙ୍ଗ ଚ୍ୟାନେଲରେ 7 ଟା ସମୟରେ ଦେଖିବାକୁ ମିଳେ ସେହି ସିରିଏଲର ଲିଡ଼ ଆକ୍ଟ୍ରେସ ହେଉଛନ୍ତି ଅନୁରାଧା ଯାହାଙ୍କ ପ୍ରକୃତ ନାମ ହେଉଛି ମାଂସି ପାଲ |
ଆମ ଲିଷ୍ଟର ତୃତୀୟ ସିରିଏଲ ଟି ହେଉଛି ତିତଲି ଯେଉଁ ସିରିଏଲଟିକୁ ତରଙ୍ଗ ଟିଭିରେ 7 ଟା ସମୟରେ ଦେଖିବାକୁ ମିଳେ ଏହି ସିରିଏଲର ଲିଡ଼ ଆକ୍ଟ୍ରେସଙ୍କ ନାମ ହେଉଛି ତିତଲି ଯାହାଙ୍କ ପ୍ରକୃତ ନାମ ହେଉଛି ଶୁଭଶ୍ରୀ
ଆମ ଲିଷ୍ଟରେ ଚତୁର୍ଥରେ ଅଛନ୍ତି ତୋରି ତୋ ପାଇଁ ସିରିଏଲର ଯେଉଁ ସିରିଏଲ ଟିକୁ ତରଙ୍ଗ ଚ୍ୟାନେଲରେ ରାତି 8 ଟା ସମୟରେ ଦେଖିବାକୁ ମିଳେ ଏହି ସିରିଏଲର ଲିଡ଼ ଆକ୍ଟ୍ରେସ ହେଉଛନ୍ତି ଚିକି ଯାହାଙ୍କ ପ୍ରକୃତ ନାମ ହେଉଛି ନେହା ନଗେଶ୍ୱରୀ |
ଆମ ଲିଷ୍ଟରେ ପାଞ୍ଚରେ ଅଛନ୍ତି ସିନ୍ଦୁରର ଅଧିକାର ସିରିଏଲର ଯେଉଁ ସିରିଏଲକୁ ତରଙ୍ଗ ଟିଭିରେ 8 ଟା 30 ସମୟରେ ଦେଖିବାକୁ ମିଳେ ଏହି ସିରିଏଲର ଲିଡ଼ ଆକ୍ଟ୍ରେସ ହେଉଛନ୍ତି ଇତି ସିମ୍ରନ ଶର୍ମିଷ୍ଠା ଦାସ |
ନମ୍ବର 6 ରେ ଅଛି ତୁ ମୋ ଆଖିର ତାରା ସିରିଏଲଟି ଯେଉଁ ସିରିଏଲକୁ ତରଙ୍ଗ ଚ୍ୟାନେଲରେ 9 ଟା ସମୟରେ ଦେଖିବାକୁ ମିଳେ ଏହି ସିରିଏଲର ଲିଡ଼ ଆକ୍ଟ୍ରେସ ହେଉଛନ୍ତି ତାରା ଯାହାଙ୍କ ପ୍ରକୃତ ନାମ ହେଉଛି ଅସୀମା ପତି |
ତରଙ୍ଗ ଟିଭି ସିରିଏଲର ସବୁ Heroine ମାନଙ୍କ ପ୍ରକୃତ ନାମ ,ଏହି ହିରୋଇନଙ୍କ ନାମ ଜାଣିଲେ ଆପଣ ହସି ହସି ଗଡ଼ିଯିବେ….ଜାଣନ୍ତୁ
