ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବୁ ଯାହା ଜାଣିବା ଦ୍ୱାରା ଆପଣ ଆପଣଙ୍କ ଦୈନଦିନ ଜୀବନରେ ବହୁତ କିଛି ସୁ କାର୍ଯ୍ୟ ଶିଖି ଥାଆନ୍ତି ଏବଂ ନିଜ ଜୀବନରେ ପ୍ରତ୍ୟକଟି କାର୍ଯ୍ୟରେ ସଫଳତା ପାଇବା ସହିତ ସମାଜରେ ଜଣେ ଭଲ ବ୍ୟକ୍ତି ହୋଇ ରହିଥାଆନ୍ତି |ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ଗୁଡ଼ିକ କଣ କଣ |
ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଇ ଥାଆନ୍ତି ତେବେ କାର୍ଯ୍ୟରେ ଅଶୁଭତ୍ବ ଦୂର କରିବା ସହିତ ସଫଳତା ପ୍ରାପ୍ତି କରିବା ପାଇଁ କିଛି ବିଶେଷ ଉପାୟ ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ |ଶୁଭ କାର୍ଯ୍ୟରେ ଘରୁ ବାହାରିବା ସମୟରେ କେବେବି ମୁହଁରେ କୌଣସି ଅପଶବ୍ଦ ଏବଂ ଗାଳି ଗୁଲଜ କରିବା ଉଚିତ ନୁହେଁ କିମ୍ବା କାହା ସହିତ ଝଗଡ଼ା କରି ଘରୁ ବାହାରିବା ଅନୁଚିତ |
ଏହା ଦ୍ୱାରା କାର୍ଯ୍ୟରେ ଖରାପ ପ୍ରଭାବ ପଢ଼ିବାର ସମ୍ଭାବନା ରହିଥାଏ |ଶୁଭ କାର୍ଯ୍ୟରେ ଯିବା ସମୟରେ ଗାଈକୁ କିଛି ରୁଟି କିମ୍ବା ଘାସ ଖୁଆଇ ଯିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ | ଘରର ପୂର୍ବ ଏବଂ ଉତ୍ତର ଦିଗରେ ହସୁଥିବା ପିଲାଙ୍କ ଫୋଟ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ |
ସକାଳ ବା ଭୋର ସମୟରେ ନିଜ ପତ୍ନୀଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବା ଦ୍ୱାରା ମନ ଏବଂ ଦେହ ପ୍ରଫୁଲ ଲାଗିବ ସହିତ ସମସ୍ତ କାର୍ଯ୍ୟ ପ୍ରତି ମନ ବଢିଥାଏ ଏବଂ ବ୍ୟକ୍ତିର ମାନସିକ ସ୍ଥିତି ଠିକ ରୁହେ |