ପିଜ୍ଜା ଡେଲିଭରି ବୟକୁ ଘର ଭିତରକୁ ନେଇ ସବୁ ସାରିଦେଲା ଯୁବତୀ, ଆଉ ତାପରେ ଯାହାହେଲା ଜାଣିଲେ….

ଡେଲିଭରି ବଏର ହାତ ଧରି ଘରଭିତରକୁ ଟାଣି ନେଲା ଯୁବତୀ ଏପଟେ ଡେଲିଭରି ବଏ ପାର୍ସଲ ଦେବାକୁ ଆସିଥିବା ବେଳେ ଯୁବତୀଙ୍କୁ ଘରୁ ବାହାରକୁ ଡାକିଥିଲେ କିନ୍ତୁ ଯୁବତୀ ଜଣଙ୍କ ଏକୁଟିଆ ଡେ଼ଲିଭର ବଏକୁ ଦେଖି ଡେ଼ଲିଭର ବଏର ହାତ ଧରି ଘରଭିତରେ ପଶି ଯାଇଥିଲେ | ଏକୁଟିଆ ଡେ଼ଲିଭର ବଏକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ଯୁବତୀ ଶେଷରେ ଘରେ କେହି ନଥିବା ବେଳେ ଡେ଼ଲିଭର ବଏର ହାତ ଧରି ଘରଭିତରକୁ ଟାଣି ନେଇଥିଲେ ସେହି ଯୁବତୀ |

ତେବେ ପ୍ରଥମେ ଏହି ଯୁବତୀଙ୍କ ଘରେ କେହି ନଥିବା ବେଳେ ନିଜ ପାଇଁ ଅନଲାଇନରେ କିଛି ଖାଇବା ଆଡ଼ର କରିଥିଲେ ଯୁରେବତୀ ଆଉ କିଛି ସମୟ ପରେ ସେହି ଡେ଼ଲିଭର ବଏ ଖାଇବା ଧରି ଆସିଯାଇଥିଲା ଯୁବତୀଙ୍କ ଘର ସାମ୍ନାରେ | ଆଉ ଘର ବାହାରେ ରହି ଖାଇବା ପାର୍ସଲ ନେବାକୁ ଯୁବତୀଙ୍କୁ ଘର ବାହାରକୁ ଡାକିଥିଲେ କିନ୍ତୁ ଯୁବତୀ ଯେତେବେଳେ ଘରୁ ବାହାରକୁ ଆସିଥିଲେ ସେତେବେଳେ ସବୁ କିଛି ବଦଳି ଯାଇଥିଲା |

ଡେ଼ଲିଭର ବଏ ପାର୍ସଲ ଦେବାକୁ ଆସିଥିବା ବେଳେ ତାଙ୍କୁ ଦେଖିବା ପରେ ଯୁବତୀ ତାଙ୍କ ପ୍ରେମରେ ପଡିଯାଇଥଲେ ଏପଟେ ଯୁବତୀଙ୍କ ଘରେ କେହି ନଥିବା ବେଳେ ଯୁବତୀ ପ୍ରଥେମେ ଘର ଆଗ ପଛକୁ ଭଲଭାବରେ ଦେଖିଥିଲେ ଆଉ କେହି କୁଆଡେ ନଥିବାର ସୁଯୋଗ ଦେଖି ସେହି ଡେ଼ଲିଭର ବଏର ହାତ ଧରି ନିଜ ଘରଭିତରକୁ ଘୋଷାରି ନେଇଯାଇଥିଲେ ଯୁବତୀ | ଏପଟେ ଡେ଼ଲିଭର ବଏ ମଧ୍ୟ ଯୁବତୀଙ୍କ ସହିତ ସେହି ଘର ଭିତରକୁ ଚାଲିଯାଇଥିଲେ |

ସେମାନେ ଭାବବିଥିଲେ ତାଙ୍କର ଏହି ଲୁଚା ଛପା ପ୍ରେମକୁ କେହି ଦେଖି ନଥିବେ ବୋଲି କିନ୍ତୁ ସେ ଦୁହେଁ ଜାଣି ନଥିଲେ ତାଙ୍କର ସବୁକାର୍ନାମା ରେକଡ଼ ହେବାରେ ଲାଗିଥିଲା ପାଖରେ ଥିବା ଏହି CCTV ରେ | ତେବେ କିଛି ସମୟ ପରେ ସେହି ଘରଭିତରୁ ଡେ଼ଲିଭର ବଏ ନିଜର ଚୁଟିକୁ ସଜାଡି ସଜାଡ଼ି ବାହାରୁ ଥିବା ବେଳେ ତାଙ୍କ ପଛେ ପଛେ ସେହି ଯୁବତୀ ଯୁବଙ୍କ ବ୍ୟାଗକୁ ଆଣି ବାହାରେ ଧରେଇ ଦେଇଥିଲେ ଆଉ କେହି କିଛି ନଜାଣିଲା ପରି ଦୁହେଁ ଚାଲି ଯାଇଥିଲେ |

Leave a Reply

Your email address will not be published. Required fields are marked *