ନମସ୍କାର ଦର୍ଶକ ବନ୍ଧୁ ଭଗବାନ ମନୁଷ୍ୟକୁ ଭିନ୍ନ ଭିନ୍ନ ପ୍ରକାରରେ ଗଢ଼ିଛନ୍ତି କିଏ ଟିକେ ଅଳ୍ପ ବୁଦ୍ଧି ଯୁକ୍ତ ହୋଇଥିବା ବେଳେ କାହାର ବୁଦ୍ଧି ପ୍ରଖର ହୋଇଥାଏ । ତେବେ ବୋହୁତ ସମୟରେ ଛାତ୍ର ଛାତ୍ରୀ ମନେ ବା ପିଲା ମାନଙ୍କ କ୍ଷେତ୍ରରେ କମ୍ ସ୍ମରଣ ଶକ୍ତି ପାଇଁ ଅସୁବିଧା ଦେଖିବାକୁ ମିଳିଥାଏ ଯେଉଁ ପିଲା ମନେ ଜଲ୍ଦୀ ପାଠ ମନେ ରଖିପାରେ ନାହିଁ ସେ ପ୍ରାୟତ ପଛରେ ରହିଯାଆନ୍ତି କେବଳ ଏତିକି ନୁହେଁ ଏମିତି ପିଲାମାନଙ୍କ ପରିବାର ସାଙ୍ଗ ସାଥି ଓ ଅନ୍ୟ ମାନଙ୍କ ପାଖରୁ ଖୁବ୍ କଟୁ କଥା ମଧ୍ଯ ଶୁଣିବାକୁ ମିଳିଥାଏ |
ହେଲେ ଏଥିରେ କିଛି ସେଇ ପିଲାର କିଛି ଭୁଲ ନଥାଏ କାରଣ ସେହି ପିଲାର ସ୍ମରଣ ଶକ୍ତି ସେତିକି ପ୍ରଖର ହୋଇନଥାଏ ତେବେ ପିଲା ମାନଙ୍କ ସ୍ମରଣ ଶକ୍ତି ବାଡେ଼ଇବା ପାଇଁ ବାପାମା ମନେ ବୋହୁତ ଚିନ୍ତାରେ ରହିଥାନ୍ତି ବୋହୁତ ପିଲା ଭାବିଥନ୍ତି ଏମିତି କିଛି ଜିନିଷ ନାହିଁ କି ଯାହାକୁ ବ୍ୟବହାର କରି ସ୍ମରଣ ଶକ୍ତି ତୁରନ୍ତ ବଢ଼ାଇ ହେବ ।
ଏମିତି କିଛି ଉପାୟ ରହିଛିକି ନାହିଁ ତାହା ବିଷୟରେ ବୋହୁତ କମ୍ ଲୋକ ଜାଣିଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଏହି ଅସୁବିଧାର ସମାଧାନ କରିବା ପାଇଁ ଏକ ସୁନ୍ଦର ଉପାୟ ରହିଛି ଯେକୌଣସି ପିଲା ବା ବ୍ୟକ୍ତି ଏହାକୁ ବ୍ୟବହାର କରି ପାରିବେ ଏବଂ ଏହି ଉପାୟର ବ୍ୟବହାର କରିବା ଦ୍ଵାରା ନିଜର ସ୍ମରଣ ଶକ୍ତିକୁ ବାଡ଼େଇ ପାରିବେ। ତେବେ ସେହି ଉପୟଟି କଣ ଆସନ୍ତୁ ଜାଣିବା….
ପ୍ରଥେମେ କିଛି ବାଦାମ କିଛି ମିଶ୍ରି ଓ କିଛି ପାନ ମାଧୁରୀ ନେଇ ତାକୁ ଏକ ମିଶ୍ରଣ କରି ଏକ ଗୁଣ୍ଡ ତିଆରି କରିବେ ଏହାକୁ ପ୍ରତେକ ଦିନ ରାତିରେ ଶୋଇବା ପୁର୍ବରୁ ଗୋଟେ ଉଷୁମ ପାଣିରେ ସେହି ଗୁଣ୍ଡରୁ ଗୋଟିଏ ଚାମଚ ପକେଇ ଭଲଭାବରେ ଗୋଲେଇ ପି ଦେବେ ଏହା କରିବା ଦ୍ୱାରା ନିଶ୍ଚିତ ଭାବେ ଆପଣଙ୍କର ସ୍ମରଣ ଶକ୍ତି ବଢ଼ିବାରେ ଲାଗିବ।