ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ହିରୋ ମାନଙ୍କ ପ୍ରକୃତ ବୟସ କେତେ ସେମାନଙ୍କ ଜନ୍ମ ତାରିକ ଏବଂ ମାସ ଆମେ ଆପଣଙ୍କୁ କହିବୁ ବର୍ତ୍ତମାନ ସେମାନଙ୍କ ବୟସ କେତେ ଆମେ ଆପଣଙ୍କୁ କହିବୁ ସେଥିପାଇଁ ଆପଣ ଏହି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |
ଆମ ଲିଷ୍ଟରେ ପ୍ରଥମେ ଆସୁଛନ୍ତି ଅର୍ଧେନ୍ଦୁ ଯାହାଙ୍କୁ ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ ତାଙ୍କର ପୁରା ନାମ ହେଉଛି ଅର୍ଧେନ୍ଦୁ ସୁନ୍ଦର ସାହୁ ସେ 29/10/1990 ମସିହାରେ ଜନ୍ମ ଗ୍ରହଣ କରିଥିଲେ ବର୍ତ୍ତମାନ ତାଙ୍କ ବୟସ ହେଉଛି 32 ବୟସ |
ନମ୍ବର 2 ରେ ଆସୁଛନ୍ତି ଶୈଳେନ୍ଦ୍ର ସେ ହେଉଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଅପକମିଙ୍ଗ ସୁପର ଷ୍ଟାର ତାଙ୍କ କିଛି ଟା ଓଡ଼ିଆ ମୁଭି ମଧ୍ୟ ରିଲିଜ ହୋଇ ସାରିଛି ଏବଂ ବହୁତ ସାରା ଓଡ଼ିଆ ଆଲବମ ମଧ୍ୟ କରିଛନ୍ତି ତାଙ୍କର ଜନ୍ମ ତାରିକ 12/10/1996 ଏବଂ ବର୍ତ୍ତମାନ ତାଙ୍କ ବୟସ ହେଉଛି 26 ବର୍ଷ |
ନମ୍ବର 3 ରେ ଆସୁଛନ୍ତି ଓଲିଉଡ଼ର ଚକେଲଟ ହିରୋ ବାବୁଶାନ ମହାନ୍ତି ତାଙ୍କର ଜନ୍ମଗତ ତାରିକ ହେଉଛି 30/07/1989 ଏବଂ ବର୍ତ୍ତମାନ ତାଙ୍କୁ 33 ବର୍ଷ ହେଉଛି |
ନମ୍ବର 4 ରେ ଆସୁଛନ୍ତି ଓଡ଼ିଶାର ହ୍ୟାଣ୍ଡସମ ଷ୍ଟାର ଜ୍ୟୋତି ତାଙ୍କ ପୁରା ନାମ ହେଉଛି ଜ୍ୟୋତିରଞ୍ଜନ ନାୟକ ତାଙ୍କ ଜନ୍ମଗତ ତାରିକ ହେଉଛି 24/10/1992 ବର୍ତ୍ତମାନ ତାଙ୍କ ବୟସ ହେଉଛି 30 ବର୍ଷ |
ନମ୍ବର 5 ରେ ଆସୁଛନ୍ତି ଲଭ ହିରୋ ସ୍ଵରାଙ୍କ ବାରିକ ତାଙ୍କର ଜନ୍ମଗତ ତାରିକ ହେଉଛି 24/01/1998 ଏବଂ ବର୍ତ୍ତମାନ ସ୍ୱରାଜଙ୍କ ବୟସ ହେଉଛି 25 ବର୍ଷ |
ନମ୍ବର 6 ରେ ଆସୁଛନ୍ତି ଅମ୍ଲାନ ଦାସ ତାଙ୍କର ଅପକମିଙ୍ଗ ମୁଭି ମାଲ୍ୟଗିରି ଆସୁଛି ତାଙ୍କର ଜନ୍ମଗତ ତାରିକ ହେଉଛି 09/03/1992 ଏବଂ ବର୍ତ୍ତମାନ ତାଙ୍କ ବୟସ ହେଉଛି 31 ବର୍ଷ |
ନମ୍ବର 7 ରେ ଆସୁଛନ୍ତି ଅରିନ୍ଦମ ରାୟ ତାଙ୍କର ଜନ୍ମଗତ ତାରିକ ହେଉଛି 03/03/1984 ଏବଂ ବର୍ତ୍ତମାନ ତାଙ୍କର ବୟସ ହେଉଛି 39 ବର୍ଷ |
ନମ୍ବର 8 ରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର ଯାହାର ଜନ୍ମଗତ ତାରିକ ହେଉଛି 04/05/1966 ଏବଂ ବର୍ତ୍ତମାନ ତାଙ୍କ ବୟସ ହେଉଛି 57 ବର୍ଷ |
ନମ୍ବର 9 ରେ ଆସୁଛନ୍ତି ସବ୍ୟସଚୀ ମିଶ୍ର ତାଙ୍କର ଜନ୍ମଗତ ତାରିକ ହେଉଛି 06/10/1985ଏବଂ ବର୍ତ୍ତମାନ ତାଙ୍କ ବୟସ 37 ବର୍ଷ |
ନମ୍ବର 10 ରେ ଆସୁଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ବା ବାଦଶାହା ଅନୁଭବ ମହାନ୍ତି ତାଙ୍କର ଜନ୍ମଗତ ତାରିକ ହେଉଛି 24/12/1981 ଏବଂ ବର୍ତ୍ତମାନ ତାଙ୍କର ବୟସ ହେଉଛି 42 ବର୍ଷ |
ଓଲିଉଡ଼ ହିରୋ ମାନଙ୍କ ପ୍ରକୃତ ବୟସ ଜାଣିଲେ ଆପଣ ମାନେ ବିଶ୍ୱାସ କରିପାରିବେ ନାହିଁ ,ସବୁଠୁ ବେଶୀ ବୁଢା ଏହି ହିରୋ …ଦେଖନ୍ତୁ
