ମାତ୍ର ୪ ବର୍ଷ ବୟସରେ ବାଳକ ଚଳାଉଛି Royal Enfild,ବିଶ୍ୱାସ ନକଲେ ମଧ୍ୟ ଏହା ସତ୍ୟ ଘଟଣା ,ଦେଖନ୍ତୁ ଭିଡିଓ ….

ମାତ୍ର ୪ବର୍ଷ ବୟସରେ ବାଳକ ଚଳାଉଛି ବୁଲେଟ ଯାହାର ଭିଡିଓ ହେଉଛି ଭାଇରାଲ । ତେବେ ଦକ୍ଷିଣ ଭାରତ କେରଳ ରାଜ୍ୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି । ମାତ୍ର ଜଣେ ୪ବର୍ଷର ବାଳକ ଅସାଧାରଣ ବାଇକ ଚଳେଇବା ଦକ୍ଷତା ହେତୁ ସେ ଖୁବ୍ ପ୍ରଶଂସା ସାଉଁଟିବାରେ ଲାଗିଛି ।

ସୋସିଆଲ ମିଡ଼ିଆରେ ବିଶେଷ କରି ଇନଷ୍ଟାଗ୍ରମ୍ ରେ ତାଙ୍କର ଏହି ଉଲଖିନୀୟ ଭିଡ଼ିଓ ସେଆର କରାଯାଇଛି । ତେବେ ଗାଡ଼ି ଚଳାଉଥିବା ବାଳକଙ୍କ ନାମ ଅଜ୍ଞାତ ରହିଥିବା ବେଳେ ତାଙ୍କର ଏହି ଦକ୍ଷତା କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ଭିଡ଼ିଓରେ ତାଙ୍କ ବାପା ତାଙ୍କୁ ଉତ୍ସାହିତ କରିଥିବାର ଦେଖିବାକୁ ମିଳୁଛି।

ବିସ୍ମୟ ବାଳକ ଜଣକ ଅନେକ ସମୟରେ ଭିନ୍ନ ଭିନ୍ନ ଷ୍ଟାଇଲରେ ବାଇକ ଚାଲେଇ ଦକ୍ଷତା ପ୍ରଶାସନ କରିଛନ୍ତି। ତାଙ୍କ ସହିତ ଆହୁରି ସାନସାନ ବାଳକ ମଧ୍ଯ ଏହିଭଳି ପ୍ରତିଭା ପ୍ରଶାସନ କରୁଥିବା ଉକ୍ତ ଆକାଉଣ୍ଟରେ ଅନ୍ୟ ଭିଡ଼ିଓରେ ନଜର ଆସିଛନ୍ତି।

ତେବେ ଆକାନିକ ରୟାଲ ଇନ୍ଫିନିଟ କ୍ଲାସିକ ୩୫୦ ଏବଂ ୟମା Rx୧୦୦ ସମେତ ବିଭିନ୍ନ ମଟର ସାଇକେଲ ଓ କାର ଚଲେଇ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ତାଙ୍କର ଏହି ପ୍ରତିଭାକୁ ନେଇ ସୋସିଆଲ ମିଡ଼ିଆରେ ଏକ ଚର୍ଚ୍ଚା ଦେଖିବାକୁ ମିଳିଛି ।

ମାତ୍ର ଅଳ୍ପ ବୟସରେ ନିଜର ଆତ୍ମ ବିଶ୍ୱାରଖି ଅନେକ ରେଶର ବାଇକ ଚଳେଇବାରେ ସକ୍ଷମ ହୋଇପାରିଛନ୍ତି ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *