ନମସ୍କାର ଦର୍ଶକବନ୍ଧୁ ଆସୁଛନ୍ତି ମା ଦୁର୍ଗା ଧରାପୃଷ୍ଠକୁ ଅବତରଣ କରୁଛନ୍ତି ମା ଦୁର୍ଗା ଏହି ପାଞ୍ଚ ଗୋଟି ରାଶି ଉପରେ ମା ଦୁର୍ଗା ଅତ୍ୟନ୍ତ ଖୁସି ହୋଇଛନ୍ତି ଏହି ପାଞ୍ଚ ଗୋଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଅଛି ଏମାନେ ମାଲାମାଲ ରାସ୍ତାରେ ଚାଲିବାକୁ ଯାଉଛନ୍ତି ଏମାନେ ମହା ଭାଗ୍ୟଶାଳୀ ବନିବାକୁ ଯାଉଛନ୍ତି ମା ଦୁର୍ଗାଙ୍କ କୃପାରୁ ଏମାନଙ୍କ ଜୀବନର ସବୁ କିଛି ସମସ୍ୟା ଦୂର ହେବାକୁ ଯାଉଅଛି |ଦର୍ଶକବନ୍ଧୁ ମା ଙ୍କୁ ଖୁସି କରିବା ପାଇଁ ଆପଣ ଏହି ନବରାତ୍ରିରେ ନଅଟି ,ଏଗାରଟି କିମ୍ବା 21 ଟି ମନ୍ଦାର ଫୁଲ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ ମା ନିଶ୍ଚୟ ଖୁସି ହେବେ ମା ଖୁସି ଆପଣଙ୍କ ଜୀବନରେ ପ୍ରତ୍ୟକଟି ଦୁଃଖ କଷ୍ଟ ଦୂର କରିଦେବେ ଏବଂ ଶତ୍ରୁ ମାନଙ୍କୁ ସାହାଯ୍ୟ କରିବେ |
ତେବେ ବନ୍ଧୁଗଣ ସେହି ପାଞ୍ଚ ଗୋଟି ରାଶିମାନଙ୍କ ଭାଗ୍ୟ ବଦଳିଯିବ ମାଙ୍କ କୃପାରୁ ଏହି ପାର୍ବଣ ଦୁର୍ଗା ପୂଜାରେ ଗ୍ରହ ନକ୍ଷତ୍ର ମାନଙ୍କ ଗତି ବିଧିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହା ଫଳରେ ଏହି ପାଞ୍ଚ ଗୋଟି ରାଶିର ବ୍ୟକ୍ତି ମାନଙ୍କୁ ତାହାର ଶୁଭଫଳ ମିଳିବାକୁ ଯାଉଛି |ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ଦେଖିବାକୁ ଯାଉଛି |ଯେଉଁ ମାନଙ୍କୁ ଚାକିରୀ ମିଳୁ ନାହିଁ ସେମାନଙ୍କୁ ଚାକିରୀ ମିଳିବାର ନୂଆ ସୁଯୋଗ ପ୍ରାପ୍ତି ହେବ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ ଓ ଆପଣଙ୍କ ଆଗାମୀ ସମୟ ବହୁତ ସୁଖ ସମୟ ରହିବ ଏବଂ ମା ଦୁର୍ଗାଙ୍କ କୃପାରୁ ଆପଣଙ୍କ ସବୁ ସମସ୍ୟା ଦୂର ହେବାକୁ ଯାଉଛି |
ମା ଦୁର୍ଗାଙ୍କ ଅଶେଷ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି ଆପଣ ପ୍ରତ୍ୟକଟି କ୍ଷେତ୍ରରେ ବିଜୟ ହାସଲ କରିବେ ସବୁ ସମସ୍ୟାର ସମାପ୍ତି ହେବ ଏହି ସମୟରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖୁବ ଖାସ ହେବାକୁ ଯାଉଛି ଆପଣଙ୍କ ଆର୍ଥିକ ଯୋଜନା ଏବେ ସଫଳ ହେବ ଏବଂ ବେପାରରେ ମଧ୍ୟ ଧନ ଲାଭ ହେବ ଅଧିକ ମାତ୍ରାରେ ଧାନ ଉତ୍ପାଦନ କରିବେ ଯୋଜନା ଅନୁଯାଇ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳ ହେବେ |
ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ ଜୀବନରେ ସବୁ ବିନାଶ କାରୀ ଶକ୍ତିର ଅନ୍ତ ଘଟିବ ମା ଦୁର୍ଗାଙ୍କ କୃପାରୁ ଆପଣଙ୍କ ସବୁ ସମସ୍ୟା ଦୂରେଇ ଯିବ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ |ଏହି ରାଶିର ଅନ୍ତର୍ଗତ ବ୍ୟକ୍ତିଙ୍କୁ ନିଜ ଜୀବନରେ ସଫଳତା ହାସଲ ହେବ ଏବଂ ଆପଣଙ୍କୁ ଉନ୍ନତି ମଧ୍ୟ ହାସଲ ହେବ ଏବଂ ଏମାନଙ୍କ ଉପରେ ଧନର ବର୍ଷା ହେବ |
ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନ ମାନଙ୍କ ପକ୍ଷରୁ ଖୁସି ଖବର ପ୍ରାପ୍ତି ହେବ ଏବଂ ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଜୀବନ ସାଥୀଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ ଏବଂ ଦାମ୍ପତ୍ୟ ଜୀବନ ଆପଣଙ୍କ ଆନନ୍ଦ ମୟ ହେବ ସମାଜରେ ମାନ ସମାଜ ବୃଦ୍ଧି ପାଇବ ଏବଂ ଜୀବନରେ କୌଣସି ବାଧା ସୃଷ୍ଟି ହେବ ନାହିଁ |ତେବେ ଦର୍ଶକବନ୍ଧୁ ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି ,ସିଂହ ରାଶି ,କନ୍ୟା ରାଶି ,ତୁଳା ରାଶି ଏବଂ ମେଷ ରାଶି |