ଜାଣନ୍ତୁ A ନାମର ପ୍ରଥମ ଅକ୍ଷର ବ୍ୟକ୍ତିମାନଙ୍କ ଚରିତ୍ର ଏବଂ ସ୍ଵଭାଵ କିପରି ହୋଇଥାଏ ,ଏହି କାମ କରିବା ଦ୍ୱାରା ହୋଇଯାଆନ୍ତି କୋଟିପତି |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ସେମାନଙ୍କ ବ୍ୟକ୍ତତ୍ୱ ସ୍ଵଭାଵ ବିଷୟରେ ଜାଣିବା ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ |ତେବେ ଦେଖନ୍ତୁ ନାମର ପ୍ରଥମ ଅକ୍ଷରରୁ ରାଶି ଜଣା ପଡ଼ିଥାଏ ଓ ସେହି ରାଶି ଅନୁସାରେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ସ୍ଵଭାଵ ଓ ଭବିଷ୍ୟତ ସହିତ ଜଡ଼ିତ ଥିବା କିଛି କଥା ଜଣା ପଡ଼ିଥାଏ ଆଜି ଆମେ ଜାଣିବା ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଏବଂ ସ୍ଵଭାଵ |ଯଦି କୌଣସି ପୁଅ କିମ୍ବା ଝିଅଙ୍କ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ |

ତେବେ ଏପରି ବ୍ୟକ୍ତି ବହୁତ ଆକର୍ଷକ ହୋଇଥାଆନ୍ତି ଓ ତାହା ସହିତ ଆକର୍ଷଣର ଘେରାର ମଧ୍ୟ ରହି ଥାଆନ୍ତି |ଏବେ ଆସନ୍ତୁ ଜାଣିବା A ଅକ୍ଷର ବ୍ୟକ୍ତିଙ୍କ କିଛି ବିଶେଷ ଗୁଣ ଯେଉଁ ବ୍ୟକ୍ତିମାନଙ୍କ ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ଆକର୍ଷଣର ପାତ୍ରୀ ହୋଇଥାଆନ୍ତି ଏମାନଙ୍କ ଶାରୀରିକ ସଂରଚନା ଏପରି ହୋଇଥାଏ କି ଲୋକମାନେ ଏମାନଙ୍କ ଆଡ଼କୁ ବହୁତ ଶୀଘ୍ର ଆକର୍ଷିତ ହୋଇ ଥାଆନ୍ତି |A ଅକ୍ଷର ଥିବା ବ୍ୟକ୍ତି ସୁନ୍ଦରତକୁ ବହୁତ ପସନ୍ଦ କରି ଥାଆନ୍ତି ଓ ନିଜେ ମଧ୍ୟ ଭଲ ଶ୍ରେଣୀର ଲୋକ ଅଟନ୍ତି ଏମାନେ ବହୁତ ସ୍ମାର୍ଟ ହୋଇଥାଆନ୍ତି |

ଏହି ନାମର ବ୍ୟକ୍ତିମାନେ ବହୁତ ଭାବୁକ ସ୍ୱଭାବର ହୋଇଥାଆନ୍ତି ଶୀଘ୍ର ହିଁ ଆଦେଶରେ ଆସି ଯାଆନ୍ତି ଏହି ଲୋକଙ୍କ ଇଛା ହୋଇଥାଏ ଯେ ଘର ପରିବାର ଏବଂ ସମାଜରେ ସମସ୍ତେ ଠିକ ଭାବରେ ରୁହନ୍ତୁ ଓ ଲୋକ ଏମାନଙ୍କର କଥା ମାନନ୍ତୁ ଯେବେ ଏମାନଙ୍କ କାମ ହୋଇଥାଏ ତେବେ ସେମାନଙ୍କୁ ଅଧିକ ଖରାପ ଲାଗିଥାଏ ଓ ଏମାନେ ନିରାଶ ହୋଇ ଯାଇଥାଆନ୍ତି |ଏବେ ଆସନ୍ତୁ ଜାଣିବା ଏମାନଙ୍କ କ୍ୟାରିୟର କିପରି ହୋଇଥାଏ |ପାଠ ପଢା ଠାରୁ ଆରମ୍ଭ କରି ନିଜ କ୍ୟାରିୟର ପର୍ଯ୍ୟନ୍ତ ଏହି ଜାତକର ଲୋକେ ଅଧିକ ଗମ୍ଭୀର ରହି ଥାଆନ୍ତି |

ଯେଉଁ କାମ କରିବା ପାଇଁ ନିଷ୍ପତି ନିଅନ୍ତି ସେହି କାମକୁ ଶେଷ ପର୍ଯ୍ୟନ୍ତ କରିବା ପାଇଁ ନିଷ୍ପତି ନିଅନ୍ତି ଏମାନଙ୍କ ଜୀବନରେ ପ୍ରତ୍ୟକ କଥା ଡେରିରେ ରହି ରହି କରି ମିଳିଥାଏ କିନ୍ତୁ ଏମାନଙ୍କୁ କୌଣସି କ୍ଷେତ୍ରରେ ସଫଳତା ମିଳିଥାଏ ଏହା ସଫଳତାର ଚରମ ସୀମା ହୋଇଥାଏ ଏମାନଙ୍କ ଜୀବନ ଚରମ ସୀମା ହୋଇଥାଏ ଏମାନଙ୍କ ଜୀବନ ସଂଘର୍ଷ ମୟ ହୋଇଥାଏ କିନ୍ତୁ ଏମାନେ ଲକ୍ଷକୁ ନିଶ୍ଚିତ ଭାବରେ ପ୍ରାପ୍ତ କରି ଥାଆନ୍ତି |
|ଏହି ଅକ୍ଷର ବ୍ୟକ୍ତି ସମ୍ପର୍କକୁ ଅଧିକ ମହତ୍ତ୍ୱ ଦେଇ ଥାଆନ୍ତି କିନ୍ତୁ ଏମାନେ ଅଧିକ ରୋମାଣ୍ଟିକ ହୋଇ ନଥାନ୍ତି ଭଲ ପାଇବା କ୍ଷେତ୍ରରେ ଏମାନେ ଲକି ହୋଇଥାଆନ୍ତି ସେ ଯାହା ଚାହିଁ ଥାଆନ୍ତି ତା ଠାରୁ ଅଧିକ ପାଇଥାଆନ୍ତି ଏମାନେ ଜୀବନରେ ଯାହାକୁ ଭଲ ପାଆନ୍ତି ତାର ଜୀବନରେ ସାରା ଜୀବନ ବିଶ୍ୱାସର ପାତ୍ର ହୋଇଥାଆନ୍ତି |

Leave a Reply

Your email address will not be published. Required fields are marked *