Malika Bachana : ହୀରାକୁଦ ବନ୍ଧକୁ ନେଇ ଆସିଲା ଭୟଙ୍କର ସୂଚନା ,ଏହି ଦିନ ଭାଙ୍ଗିବ ହୀରାକୁଦ ବନ୍ଧ ,ଜାଣନ୍ତୁ କେଉଁଦିନ ହୋଇପାରେ ଏଭଳି ଅଘଟଣ

ନମସ୍କାର ଦର୍ଶକବନ୍ଧୁ ମହାନଦୀ ବନ୍ଧ କେବେ ଭାଙ୍ଗିବ ଏବଂ କେଉଁ ଦିନ ଭାଙ୍ଗିବେ ଆପଣ ଏହି ବିଷୟରେ ପ୍ରମାଣର ସହ ଜାଣିପାରିବେ ପଦ୍ମ କଳ୍ପରେ ସନ୍ଥ କବି ଅରକ୍ଷିତ ଦାସ କହିଛନ୍ତି ଓଡ଼ିଶାରେ ବଡ଼ ବନ୍ଧ ତିଆରି ଯେ ଥିବ ସେହି ବେଳେ ଶତ୍ରୁ ଦ୍ୱାରା ଭାଙ୍ଗିଣ ଯେ ଯିବ ଏହି କଥାକୁ ଶୁଣିଲେ ବିଶ୍ୱାସ ମଧ୍ୟ ହେବ ନାହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଏହି ସବୁ ଲେଖା ହୋଇଛି ତେବେ ଏହି ସବୁ ଘଟଣା କେବେ ଘଟିବ |ମହାପୁରୁଷ ଅଚ୍ୟୁତାନନ୍ଦ 600 ବର୍ଷ ପୂର୍ବେ ଲେଖିଛନ୍ତି 26 ରେ ହୀରାକୁଦ ଉଛୁଳି ପଡ଼ିବ ଏହା ଓଡ଼ିଶାର ଅର୍ଦ୍ଧ ଭାଗକୁ ଭସାଇ ନେବ |

ମହାପୁରୁଷଙ୍କ ଗଣନା ଅନୁସାରେ ଛବିଶ ଛଅ ଅର୍ଥାତ ଛବିଶ ଅଙ୍କ ଏବଂ ଛଅ ମାସରେ ହୀରାକୁଦ ଭାଙ୍ଗିବ ଏବଂ ଓଡ଼ିଶାର ଅଧା ଭାଗ ଜଳମଗ୍ନ ହେବ ଏହି କଥା ବହୁତ ଲୋକ ବିଶ୍ୱାସ ମଧ୍ୟ କରନ୍ତି ନାହିଁ ଯେ 2026 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିଯିବ ଦର୍ଶକବନ୍ଧୁ ହୀରାକୁଦ ବନ୍ଧକୁ କେଉଁମାନେ ଭାଙ୍ଗିବେ ଓ କେଉଁ ଭଳି ଭାବରେ ଭାଙ୍ଗିବେ ତାହା ମଧ୍ୟ ସନ୍ଥ ଅରକ୍ଷିତ ଦାସ ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି ଆଉ ତାହା ହେଲା ଓଡ଼ିଶାରେ ବନ୍ଧ ତିଆରି ଯେ ଥିବ ସେହି ବେଳେ ଶତ୍ରୁଙ୍କ ଦ୍ୱାରା ଯେ ଭାଙ୍ଗିଣ ଯେ ଯିବ ଓଡ଼ିଶାର ଛଅ ଜିଲ୍ଲା ଜଳମଗ୍ନ ହୋଇ ଯିବା ପାଇଁ ବାଟ ନପାଇବେ କେହି |

ଦର୍ଶକବନ୍ଧୁ ଆପଣ ଥରେ ଭାବିକି ଦେଖନ୍ତୁ ମାଳିକା 600 ବର୍ଷ ପୂର୍ବେ ଉଲେଖ ହୋଇଛି ହୀରାକୁଦ ବନ୍ଧ 1947 ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ 1957 ମସିହାରେ ତାହା ଶେଷ ହୋଇଥିଲା କିନ୍ତୁ ଏଠି ଗୋଟେ କଥା ଲକ୍ଷ କରନ୍ତୁ ଦୁର୍ଘ 600 ବର୍ଷ ପୂର୍ବରୁ ହୀରାକୁଦ ବନ୍ଧ ଓଡ଼ିଶାରେ ନିର୍ମାଣ ହେବ ବୋଲି କୁହାଯାଇଛି ଏବଂ ତାହା ମଧ୍ୟ ଶେଷ ହୋଇଗଲା ଏବଂ ଏହି କଥା ମଧ୍ୟ ସଫା ସଫା ବର୍ଣ୍ଣନା କରାଯାଇଛି ସେହି ହୀରାକୁଦ ବନ୍ଧ ଓଡିଶା ପାଇଁ କାଳ ସାଜିବ |

ଏହି କଥାକୁ ଶୁଣି ବିଶ୍ୱାସ ମଧ୍ୟ ଲାଗେ ନାହିଁ କିନ୍ତୁ ଏହା ସତ୍ୟ ଏହି କଥାକୁ ଟିକେ ଭଲ କି ଚିନ୍ତା କରନ୍ତୁ ଏହି କଥା ବହୁତ ଆଗରୁ ବନ୍ଧ କେବେ ତିଆରି ହେବ ଲେଖାଯାଇଛି ବନ୍ଧ କେବେ ଭାଙ୍ଗିବେ ଲେଖିଛନ୍ତି ଆଉ ତାହା ପୁଣି ଦୀର୍ଘ 600 ବର୍ଷ ପୂର୍ବେ ଲେଖି ଯାଇଛନ୍ତି ଆଉ ସେହି ସବୁ କଥାର ପ୍ରମାଣ ମହାପୁରୁଷ ବାରମ୍ବାର ଦେଇଛନ୍ତି 2026 ମସିହା ଛଅ ମାସରେ ହୀରାକୁଦ ବନ୍ଧ ଭାଙ୍ଗିବ ବୋଲି ମହାପୁରୁଷ ଲେଖିଛନ୍ତି |
ଆଉ ସେହି ପଦ ହେଲା ଛବିଶ ଛଅରେ ହୀରାକୁଦ ଉଛୁଳି ପଡ଼ିବ ଆଉ ଏହି ଅର୍ଦ୍ଧ ଭାଗ ଜଳମଗ୍ନ ହୋଇଯିବ ଦର୍ଶକବନ୍ଧୁ ଆପଣମାନେ ଗୋଟିଏ କଥା ମନେ ପକାନ୍ତୁ ମହାପୁରୁଷ ଯାହା ଲେଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ପ୍ରମାଣିତ ହେବାରେ ଲାଗିଛି ଏବଂ ଆଗକୁ ମଧ୍ୟ ଏହା ସେହିଭଳି ସତ ପ୍ରମାଣିତ ହେବ ଏବେ ଚାଲିଛି 2023 ମସିହା ଆଉ ତିନି ବର୍ଷ କିମ୍ବା ଚାରିବର୍ଷ ଭିତରେ ହୀରାକୁଦ ବନ୍ଧ ଭାଙ୍ଗିବ |

Leave a Reply

Your email address will not be published. Required fields are marked *