ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଯୁକ୍ତ ଦୁଇ ଛାତ୍ର ଛାତ୍ରୀମାନଙ୍କ ପାଇଁ ଆଉ ଏକ ନୂଆ ଅପଡେଟ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଟି ଜାଣିବା ଷୋହଳ ତାରିକରୁ ଯୁକ୍ତଦୁଇ କରେସ ପଣ୍ଡେସ କୋର୍ସ ନାମ ଲେଖା ଆବେଦନ ଆରମ୍ଭ ନଭେମ୍ବର 4 ତାରିକ ପର୍ଯ୍ୟନ୍ତ ଆବେଦନ ଚାଲିବ |
ଯୁକ୍ତଦୁଇ କଳା ବାଣିଜ୍ୟ ପାଇଁ ସାମସ ପ୍ରୋଜେକ୍ଟ ଅନୁସାରେ ନାମ ଲେଖା ହେବ ସାମସ ୱେବସାଇଟରେ ଆବେଦନ ହେବ |ନଭେମ୍ବର 11 ରେ ଚୟନ ହୋଇଥିବା ଆବେଦନ କାରୀଙ୍କ ନାମ ପ୍ରକାଶ ପାଇବ |
ନଭେମ୍ବର 11 ରୁ 18 ମଧ୍ୟରେ ନାମ ଲେଖା ଫି ଦାଖଲ କରିବେ ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ତେବେ ଓଡିଶା ମାଧ୍ୟମିକ ସ୍କୁଲ ବୋର୍ଡରୁ ପାସ କରିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ନାମ ଲେଖା ଫି 3,200 ଟଙ୍କା ଥିବା ବେଳେ |
ଅନ୍ୟ ବୋର୍ଡ ରୁ ପାସ କରିଥିବା ଛାତ୍ର ଛାତ୍ରୀଙ୍କ ଫି 3220 ଟଙ୍କା ରହିଛି |ସମସ୍ତ ସୂଚନା ସାମସ ୱେବସାଇଟ ଏବଂ ସିଏଚସି ୱେବସାଇଟରେ ରହିଛି