ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତିତିଲି ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସିରିଏଲରେ ଦମଦାର ଅଭିନୟ କରୁଥିବା ବଡ଼ କାଲକାର ମାନଙ୍କୁ ମଧ୍ୟ ଭଲ ଭାବରେ ଜାଣିଥିବେ ଆପଣମାନେ ଏହି କଳାକାର ମାନଙ୍କ ରିଏଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ବିଦୁସ୍ମିତା ଦାସ ଯିଏ କି ଏହି ସିରିଏଲରେ ସୁଲେଖା ଚରିତ୍ରରେ ଦମଦାର ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ବିଦୁସ୍ମିତାଙ୍କ ସ୍ୱାମୀ ଯାହାଙ୍କ ପ୍ରକୃତ ନାମ ହେଉଛି ଜ୍ୟୋତିରଞ୍ଜନ |
ତେବେ ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ପୁଷ୍ପଲତା ମିଶ୍ର ଯିଏ କି ଏହି ସିରିଏଲରେ ନନ୍ଦିତା ଭୂମିକାରେ ଦମଦାର ଅଭିନୟ କରିବାର ନିଶ୍ଚୟ ଦେଖିଥିବେ ତେବେ ପୁଷ୍ପଲତା ରିଏଲ ଲାଇଫରେ ସିଙ୍ଗଲ ଅଛନ୍ତି |
ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ବବି ପରିଡ଼ା ଯିଏ କି ଏହି ସିରିଏଲରେ ନନ୍ଦିତାଙ୍କ ମା ଭୂମିକାରେ ନଜର ଆସୁଛନ୍ତି ତେବେ ଇଏ ହେଉଛନ୍ତି ବବିଙ୍କର ସ୍ୱାମୀ ଯାହାଙ୍କର ଫୋଟ ଆପଣମାନେ ଦେଖିବାକୁ ପାଉଛନ୍ତି |
ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ଦିୟା ପଣ୍ଡା ଯିଏ ଏକି ଏହି ସିରିଏଲରେ ଅର୍ଜୁନଙ୍କ ଭଉଣୀ ଭୂମିକାରେ ଦମଦାର ଆକ୍ଟିଙ୍ଗ କରୁଛନ୍ତି ତେବେ ପ୍ରିୟା ରିଏଲ ଲାଇଫରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ କରି ନାହାଁନ୍ତି |
ଏହି ଲିଷ୍ଟରେ ପଞ୍ଚମରେ ଆସୁଛନ୍ତି ବିକ୍ରମ କେଶରୀ ମହାନ୍ତି ଯିଏ କି ଏହି ସିରିଏଲରେ ମୁଖ୍ୟ ହିରୋ ଭୂମିକାରେ ଅଭିନୟ କରୁଛନ୍ତି ତେବେ ଦେଖନ୍ତୁ ଇଏ ହେଉଛି ବିକ୍ରମଙ୍କ ପ୍ରକୃତ ସ୍ତ୍ରୀ |
ତିତଲି ସିରିଏଲରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ପ୍ରକୃତ ସ୍ତ୍ରୀ ମାନଙ୍କୁ ଦେଖିଲେ ଆଖି ଲାଖିଯିବ ,ସବୁଠୁ ବେଶୀ ସୁନ୍ଦରୀ ଏହି ହିରୋଙ୍କ ସ୍ତ୍ରୀ |
