ସ୍କୁଲ ଏବଂ କଲେଜ ଛୁଟିକୁ ନେଇ Sarakar କଲେ ବଡ଼ ଘୋଷଣା ,ବଦଳିଲା ସ୍କୁଲ ଖୋଲିବା ନିଷ୍ପତି ,ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ ….

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ସରକାରଙ୍କ ବଡ଼ ଘୋଷଣା ସ୍କୁଲ ଏବଂ କଲେଜ ଛୁଟିକୁ ନେଇ ଆସି ସାରିଛି ନୂଆ ଅପଡେଟ ଏହା ସମସ୍ତେ ଜାଣିରଖିବା ଜରୁରୀ କେତେଦିନ ଛୁଟି ହେବ କେଉଁ ତାରିକରେ ଛୁଟି ହେବ ପୁନଃବାର କେବେ ସ୍କୁଲ ଏବଂ କଲେଜ ଓପନ ହେବ ଚାଲନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

ଡାଇରେକ୍ଟର ଅଫ ସେକେଣ୍ଡାରୀ ଏଜୁକେସନ ଓଡିଶା ଭୁବନେଶ୍ୱର ତରଫରୁ ଅଫିସିଆଲ ନୋଟିଫିକେସନ ଆସି ସାରିଛି 13.10.2023 ଦିନ ଏହି ନୋଟିଫିକେସନ ଆସିଛି |ଏହି ନୋଟିଫିକେସନରେ ଗୋଟେ ନୂଆ ଇନଫର୍ମେଶନ ରହିଛି ପୂଜା ଭ୍ୟାକେସନ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଦଶହରା ଛୁଟି ହେବ |

କୋଡିଏ ଦଶ ଦୁଇ ହଜାର ତେଇଶିରୁ ସ୍କୁଲ ଛୁଟି ଆରମ୍ଭ ହେବ ଏବଂ ଅଣତିରିଶ ଦଶ ଦୁଇ ହଜାର ତେଇଶି ପର୍ଯ୍ୟନ୍ତ ଛୁଟି ରହିବ ଏହି ଛୁଟିରେ ଦୁଇଟା ସଣ୍ଡେ ମଧ୍ୟ ରହିଛି |ତେବେ ଟୋଟାଲ ଛାତ୍ର ଛାତ୍ରୀ ମାନଙ୍କୁ ଦଶ ଦିନ ଛୁଟି ଦିଆଯିବ ଏହି ଛୁଟି ମଧ୍ୟରେ ଦୁଇଟା ସଣ୍ଡେ ମଧ୍ୟ ରହିଛି |

ଅଣ ତିରିଶ ଦଶ ଦୁଇ ହଜାର ତେଇଶି ରବିବାର ପଡୁଛି ତ ସେହିଦିନ ସ୍କୁଲ ଓପନ ହେବନି ତେବେ ଛାତ୍ର ଛାତରୁ ମାନେ ସ୍କୁଲ ଏବଂ କଲେଜକୁ ତିରିଶ ତାରିକ ଠାରୁ ଯିବେ ସେହିଦିନ ଠାରୁ ଛାତ୍ର ଛାତ୍ରୀ ମାନେ ସ୍କୁଲ ଏବଂ କଲେଜକୁ ଯିବେ ମାନେ ସେହିଦିନ ସ୍କୁଲ ରିଓପନ ହେବ

Leave a Reply

Your email address will not be published. Required fields are marked *