ପୁଣି କମିଲା ସୁନା (Gold )ଦର ,ଏବେ କମିଲା ଏତେ ଟଙ୍କା ,ଜାଣିଲେ ଖୁସିରେ ନାଚି ଉଠିବେ

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରକୁ ନେଇ ତେବେ ଆଜି ପୁଣି ହୋଇଛି ସୁନା ରୂପାରେ ବଡ଼ ପରିବର୍ତ୍ତନ ଦାମ ଜାଣିଲେ ଗ୍ରାହକ ହୋଇଯିବେ ଖୁସି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ସାଧାରଣତଃ ସ୍ତ୍ରୀ ମାନେ ସୁନା ପିନ୍ଧି ସଜ ହେବାକୁ ଅଧିକ ଭଲ ପାଇଯାଆନ୍ତି ତା ଛଡ଼ା ସ୍ତ୍ରୀ ଲୋକମାନେ ସୁନା ପିନ୍ଧିଲେ ମଧ୍ୟ ଅଧିକ ସୁନ୍ଦର ଦେଖା ଯାଆନ୍ତି ତେଣୁ ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଆମ ରାଜ୍ୟ ସମେତ ଭାରତରେ ପ୍ରମୁଖ ସହର ମାନଙ୍କରେ ସୁନାର ଦର ଆଜି କେତେ ରହିଛି |

ତେବେ ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 51,790 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି ରହିଛି 56,540 ଟଙ୍କା ରହିଛି |ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି ଯଥାକ୍ରମେ 53,150 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦର 57,980 ଟଙ୍କା ରହିଛି |

ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ଦର ସ୍ଥିର ରହିଥିବା ବେଳେ ଅନ୍ୟ କେତେକ ସହରରେ ଏହାର ମୂଲ୍ୟ ବୃଦ୍ଧି ହୋଇଛି |ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ଦର 10 ଗ୍ରାମ ପ୍ରତି 53,200 ଟଙ୍କା 58,130 ଟଙ୍କା ରହିଛି |ତେବେ ଆମ ଦେଶର ପ୍ରମୁଖ ସହର ମୁମ୍ବାଇରେ 22 ଏବଂ 24 କ୍ୟାରେଟ ସୁନାର ଦର 53,150 ଟଙ୍କା ରହିଥିବା ବେଳେ 59,050 ଟଙ୍କା ରହିଛି |

ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 53,150 ଟଙ୍କା 57,980 ଟଙ୍କା ରହିଛି |ଦକ୍ଷିଣ ଭାରତରେ ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ 22 କ୍ୟାରେଟର ମୂଲ୍ୟ 47,270 ଟଙ୍କା ଥିବା ବେଳେ 24 କ୍ୟାରେଟ ସୁନାର ଦର ଯଥାକ୍ରମେ 52,285 ଟଙ୍କା ଥିବା ନେଇ ରେକର୍ଡ ହୋଇଛି |ସେହିପରି ରୂପା ଏକ କିଲୋଗ୍ରାମ ପ୍ରତି 67,100 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |

Leave a Reply

Your email address will not be published. Required fields are marked *