ପ୍ରେମିକର ହାତ ଧରି ସପିଙ୍ଗ ମଲରେ ବୁଲୁଥିଲା ସ୍ତ୍ରୀ ଦେଖିଦେଲା ସ୍ୱାମୀ, ଆଉ ତାପରେ ଯାହା ହେଲା….

ପୁରୁଣା ପ୍ରେମିକ ହାତଧରି ଖୁଲମଖୁଲା ସପିଙ୍ଗମହଲରେ ବୁଲୁଥିଲା ସ୍ତ୍ରୀ ହେଲେ ସେ ଜାଣି ନଥିଲା ସେହି ମହଲ ଭିତରେ ତା ସ୍ୱାମୀ ଆଗରୁ ଲୁଚି ବସିଥିଲା ବୋଲି | ଏପଟେ ମହଲ ଭିତରେ ପୁରୁଣା ପ୍ରେମିକସହ ମଜା କରୁଥିବା ବେଳେ ପଛପଟୁ ଆସି ନିଜ ସ୍ତ୍ରୀର ସେହି ଅନ୍ତରଙ୍ଗ ମୁହୁର୍ତରେ ଭିଡ଼ିଓ ବନେଇଦେଇଥିଲା ସ୍ୱାମୀ | ଘରେ ସ୍ୱାମୀଙ୍କୁ ଛାଡି ମହଲ ଯାଉଛି କିଣା କିଣି କରିବବୋଲି କହିକି ଆସିଥିଲା ଆଉ ମହଲ ଭିତରେ ନିଜ ପୁରୁଣା ପ୍ରେମିକର ହାତ ଧରି ବୁଲୁଥିଲା |

କେତେବେଳେ କାନ୍ଧରେ ହାତପକେଇ ବୁଲୁଥିଲେ ତ ପୁଣି କେତେବେଳେ ମଜାମସ୍ତି କରୁଥିଲେ | ହେଲେ ସେ ଜାଣିନଥିଲେ ତାଙ୍କର ଏହି ଚୋରା ପୀରତି ବିଷୟରେ ତାଙ୍କ ସ୍ୱାମୀ ଜାଣିଦେଇ ତାଙ୍କ ପଛେ ପଛେ ଆସିଛି ବୋଲି | ଆଉ ତାଙ୍କର ସେହି ମଜା ମସ୍ତି ଭିଡ଼ିଓ କରିବା ସହିତ ଲୋକଙ୍କୁ ବୁଲି ବୁଲି କହୁଛି ଇଏ ହେଉଛି ମୋ ସ୍ତ୍ରୀ ନିଜ ପୁରୁଣା ପ୍ରେମିକ ହାତ ଧରି ବୁଲୁଛି ଆଉ ମୋତେ ଧୋକା ଦେଉଛି | ତେବେ ସ୍ତ୍ରୀକୁ ବୁଲୁଥିବାର ଦେଖି ଯେତେବେଳେ ସ୍ୱାମୀ ପଛରୁ ଡାକିଥିଲା ସେତେବେଳେ ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କୁ ଦେଖି ଚମକି ପଡ଼ିଥିଲେ |

ଆଉ କିଛି ସମୟ ପାଇଁ ଜାଣିପାରୁନଥିଲେ ତାଙ୍କ ସହିତ କଣ ହେଉଛି ବୋଲି ଦେଖୁ ଦେଖୁ ପ୍ରେମିକର ହାତ ଛାଡି ସ୍ୱାମୀର ହାତ ଧରି ନେଇଥିଲେ | କିନ୍ତୁ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଧକାଦେବା ସହ ଲୋକଙ୍କ ସାମ୍ନାରେ ନିଜ ସ୍ତ୍ରୀଙ୍କୁ ବେଜିତ କରିଥିଲେ | ସେ ଆହୁରି ମଧ୍ୟ କହିଥିଲେ ଦୀର୍ଘ ଦିନ ହେଲାଣି ଏହି ବ୍ୟକ୍ତିଙ୍କ ସହିତ ତାଙ୍କ ସ୍ତ୍ରୀର ଚୋରା ପୀରତି ଚାଲିଛି ବୋଲି ଯାହାଙ୍କୁ ଦେଖିଲା ପରେ ଦୁହିଁଙ୍କ ଭିତରେ ଆରମ୍ଭ ହୋଇଥିଲା ଘମାଘୋଟ ଲଢେଇ |

ମହିଳାଙ୍କୁ ତାଙ୍କ ସ୍ୱାମୀ ବାରମ୍ବାର ଭାଷା ଆଭାସରେ ଗାଳି ଗୁଲଜ କରୁଥିବା ବେଳେ ମହିଳା ଜଣଙ୍କ ମଧ୍ୟ ତାଙ୍କୁ ସ୍ୱାମୀଙ୍କୁ ଛାଡି ନଥିଲେ ପାଟିକୁ ଯାହା ଆସୁଥିଲା ତାହା କହିଯାଉଥିଲେ | ଆଉ ନିଜ ସ୍ୱାମୀଙ୍କୁ ଡିଭୋସ ଦେବାର ଧମକ ଦେଇ ପ୍ରେମିକର ହାତଧରି ଚାଲିଯାଇଥିଲେ | ତେବେ ଦର୍ଶକବନ୍ଧୁ ଏହି ଭଳି କିଛି ମହିଳାଙ୍କ ପାଇଁ ନାରୀଶବ୍ଦ ଉପରୁ ପୁରୁଷମାନଙ୍କର ଭରଷା ଉଠିଯାଉଥିବା ବେଳେ ନିଜ ଭୁଲର ସଂସଦନ କରିବା ବଦଳରେ ନିଜ ସ୍ୱାମୀ ଓ ସୁଖର ସଂସାରକୁ ପାଦରେ ଆଡ଼େଇଦେଇ ଚାଲିଗଲେ |

Leave a Reply

Your email address will not be published. Required fields are marked *