ନମସ୍କାର ଦର୍ଶକବନ୍ଧୁ ଏହି ଦୁହେଁ ପ୍ରେମୀ ଯୁଗଳ ଫାଙ୍କା ଜାଗାକୁ ଆସି ଏତେ ଦେ-ହ ସୁଖରେ ମାତି ଯାଇଥିଲେ ଯେ ଆଖ ପାଖରେ ଯାଉଥିବା ଲୋକଙ୍କୁ ଜଣାଉଥିଲେ କଲେଜ ଯାଇ ପାଠ ପଢିବା ବଦଳରେ ଲୁଚିକି ପଳେଇ ଆସିଥିଲା ଏକ ଶୁନ ସାନ ଫାଙ୍କା ଦେଖି ନିଜ ଦେ-ହ-ର ସୁଖ କରିବା ପାଇଁ ଏତେ ଭୋକିଲା ଥିଲେ ଯେ ରାସ୍ତା ଘାଟ ସବୁ ଭୁଲି ଯାଇଥିଲେ |ଝିଅଟି ଜୋରରେ ଚିଲେଇବାରୁ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ କଣ ହେଲା କହି ଦୌଡ଼ି ପଳେଇ ଆସିଲେ |
ହେଲେ ଏହି ଖୁସି ତାଙ୍କର ବେଶୀ ସମୟ ଧରି ରହିଲା ନାହିଁ ରାସ୍ତା ପାଖରେ ଯାଉଥିବା କିଛି ଯୁବକ ଏମାନଙ୍କୁ ଦେଖିଦେଲେ |ଏହି ପିଲାମାନଙ୍କୁ ଦେଖି ପ୍ରେମୀଯୁଗଳ ଚୁପଚାପ ଚୁପଚାପ କିଛି ନଜାଣିଲା ଭଳି ଛିଡ଼ା ହୋଇଗଲେ ସେଠୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ ହେଲେ ଯୁବକ ମାନେ ତାଙ୍କୁ ଛାଡ଼ିଲେ ନାହିଁ |ଯୁବକ ମାନେ କହୁଛନ୍ତି ଏହି ଜାଗାକୁ କଣ ଲଭର ପଏଣ୍ଟ କରିଦେଲ ତୁମ ଘର କେଉଁଠି |
ଅନେକ ପରେ ଅନେକ ପ୍ରଶ୍ନ ପଚାରି ଚାଲିଲେ ହେଲେ ପ୍ରେମୀ ଯୁଗଳଙ୍କ ପାଟି ଖନି ବାଜି ଯାଉଛି ସଠିକ ଉତ୍ତର ନଦେଇ ବୁଲେଇ ବଙ୍କେଇ କଥା କହୁଛନ୍ତି ଯେମିତିକି ଭାରି ଭଦ୍ର ପିଲା ଖରାପ କିଛି କରି ନାହାଁନ୍ତି ଲାଜ ସରମ ଭଳି ଗୋଟେ ଜିନିଷ ଟିକେ ଏମାନଙ୍କ ମୁହଁକୁ ନାହିଁ |ସେଠାରେ ଥିବା ଯୁବକ ମାନେ କହିଲେ ଚାଲ ଆମେ ତୁମର ବିବାହ କରିଦେବୁ
ତୁମର କିଛି ପଇସା ଖର୍ଚ୍ଚ ହେବ ନାହିଁ ଯାହା ଖର୍ଚ୍ଚ ହେବ ଆମେ ଦେଇଦେବୁ ଏହା କହି ସେମାନଙ୍କ ଭିଡିଓ କରିଦେଲେ ଏବଂ କହିଲେ ଚାଲ ଆଗରେ ଏକ ମନ୍ଦିର ଅଛି ଆମେ ସେଇଟି ତୁମ ବାହାଘର କରିଦେବୁ ଏବଂ ପ୍ରେମୀଯୁଗଳ କହିଲେ ନାହିଁ ଭିଡିଓ କରନି ଆମ ଘରେ ଜାଣିଲେ ଆମର ସମ୍ମାନ ମାଟିରେ ମିଶିଯିବ |
ଯୁବକ ମାନେ କହିଲେ ତୁମକୁ ଯଦି ଏହି ସବୁ କାମକୁ ଏତେ ଡର ତାହେଲେ ଏଠାକୁ କାହିଁକି ଆସୁଛ କୋଉ ହୋଟେଲ ପଳେଇଯାଅ ନହେଲେ ଦୁହେଁ ବିବାହ କରିନିଅ ଏପରି କହି ତାଙ୍କ ଭିଡିଓକୁ ଭାଇରଲ କରିଦେଲେ ଯାହା ଏବେ ଭାଇରଲ ହେଉଛି |