ଏବେ ଏବେ School ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର, ସରକାର କରିଲେ ବଡ଼ ଘୋଷଣା, ଏଥର ଆଉ… ଦେଖନ୍ତୁ ସମ୍ପୂର୍ଣ ଖବର…

ନମସ୍କାର ବନ୍ଧୁଗଣ ଯଦି ଆପଣ ସ୍କୁଲଛାତ୍ର ଛାତ୍ରୀ ଅଟନ୍ତି ତେବେ ଆପଣଙ୍କ ପାଇଁ ସିଛି ବଡ ଖବର ସ୍କୁଲ ଛୁଟିକୁ ନେଇ ଗଣଶିକ୍ଷା ବିଭାଗର ବଡ଼ ଅପଡେଟ | ବନ୍ଧୁଗଣ ଆଜି ରାଜ୍ୟର ସବୁ ସ୍କୁଲ ଛୁଟି ଆଜି ରାଜ୍ୟର ସ୍କୁଲ୍ଗୁଡିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣ ଶିକ୍ଷା ବିଭାଗ |

ମହାଳୟା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ଦଶହରା ଚୁଟିକୁ ନେଇ ଗଣଶିକ୍ଷା ବିଭାଗର ବଡ଼ ନୋଟିସ ଚଳିତ ବର୍ଷ ଦୁଇଟି ରବିବାରକୁ ମିଶେଇ ୮ଟି ଛୁଟି ହେବ ଆସନ୍ତା 20ରୁ 29 ଯାଏଁ ସ୍କୁଲ ଛୁଟି |

ତେବେ ଯଦି ଆପଣ ସ୍କୁଲରେ ପଢୁଛନ୍ତି କିମ୍ବା ଆପଣ ପଢ଼ାଉଛନ୍ତି ଆପଣଙ୍କ ପାଇଁ ଛୁଟିରେ ଘୋଷଣା ନୋଟିସ ଆସିଛି | 20 ରୁ 29 ଯାଏଁ ହେବ ସ୍କୁଲ ଛୁଟି ଦୁଇଟି ରବିବାରକୁ ମିଶେଇ ହେବ ୮ଟି ଛୁଟି |

ତେବେ ଆଜି ମଧ୍ୟ ମହାଳୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ତେବେ ଦର୍ଶକ ବନ୍ଧୁ ଏହି ଭଳି ସ୍କୁଲ ସମ୍ବନ୍ଧିତ ସୂଚନା ଜାଣିବା ପାଇଁ ଆମ ସହିତ ଯୋଡିହୋଇ ରହିଥାନ୍ତୁ ଆଉ ଆପଣମାନେ କେଉଁଠାରୁ ଆମ ଖବର ପଢୁଛନ୍ତି ତାହା ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *